ନାଲକୋରୁ ବିରାଟ ଅଜଗର ଉଦ୍ଧାର

You are currently viewing ନାଲକୋରୁ ବିରାଟ ଅଜଗର ଉଦ୍ଧାର

ଅନୁଗୁଳ: ନାଲକୋ ଗେଟ୍ ନଂ ୧ ନିକଟରେ ଏକ ଅଜଗର ଥିବାର ଖବର ପାଇ ଗୁରୁବାର ସଂଧ୍ୟାରେ ଜଙ୍ଗଲ ବିଭାଗର ରାପିଡ୍ ରେସ୍ପନ୍ସ ଟିମ୍ ଘଟଣା ସ୍ଥଳକୁ ଯାଇଥିଲେ। ତାଲିମ ପ୍ରାପ୍ତ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଲୋକଙ୍କୁ ଆତଙ୍କିତ ହେବାକୁ ନଦେଇ ସତର୍କତାର ସହ ଉକ୍ତ ବିଶାଳ ଅଜଗର ଟିକୁ ଧରି ନେଇଥିଲେ। ଏହାପରେ ସାପଟିକୁ ସେମାନେ ପ୍ରାକୃତିକ ଆବାସ ସ୍ଥଳରେ ଛାଡ଼ି ଦେଇଥିଲେ। ଜଙ୍ଗଲ ବିଭାଗର ଉଦ୍ଧାରକାରୀ ଟିମ୍ ରେ ସିପୁନ ବେହେରା ଫରେଷ୍ଟର, ଲୁଲୁ ପ୍ରଧାନ ଫରେଷ୍ଟ ଗାର୍ଡ, ଶ୍ରବଣ ନାଏକ, ମୁନା ସାହୁ ଓ ଶଙ୍କର ଦାସ ପ୍ରମୁଖ କର୍ମଚାରୀ ସାମିଲ ଥିଲେ।

Share

Leave a Reply