ଆଜିର ରାଶିଫଳ

0

ମେଷ : ଆପଣଙ୍କ କଠୋର ଆପଣଙ୍କର ସାରା ପ୍ରୟାସ ପୁରା ହେବ । ଆପଣ ନିଜର ଛବି ଭଲ କରିବାକୁ ଲାଗିବେ । ମେହନତ ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ପଦ ପ୍ରତିଷ୍ଠା ବା ମାନ ସମାନ ରେ ବୃଦ୍ଧି ହେବ । ବ୍ୟାପାର ରେ ଆପଣଙ୍କ ସାହସ ଓ ପରାକ୍ରମ ରେ ସଫଳ ହେବେ । ମାତା ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । କୌଣସି ଖାସ ବ୍ୟକ୍ତିଙ୍କ ରାୟ ଆପଣଙ୍କ କାମ ପାଇଁ ଠିକ ସାବ୍ୟସ୍ତ ହେବ ।

ବୃଷ : ସହଯୋଗୀ କାର୍ଯ୍ୟ ରେ ଆପଣଙ୍କୁ ସାହାଜ୍ଯ କରିବେ । ଆଜି ପରିବାର ଜନ ଙ୍କ ସହ ଖୁସି ର ସମୟ ବିତାଇବେ । ଆଜି ଆପଣଙ୍କୁ ଯାହା ବି କହିବାର ଅଛି ସେଥିରେ ଆପଣଙ୍କୁ ଆଶାବାଦି ରହିବାର ଅଛି । ସାମାଜିକ ମାନ ପ୍ରତିଷ୍ଠା ର ଧ୍ୟାନ ରଖିକି ଶତ୍ରୁ ଙ୍କ ସହ ମିଳାମିଶା କରିବେ । କାର୍ଯ୍ୟ କ୍ଷେତ୍ର ରେ ଜଡିତ ଲୋକ ଆଜି ନୂଆ ଯୋଶ ଙ୍କ ସହ ଦିନ ବ୍ଯତୀତ କରିବେ । ବ୍ୟକ୍ତିଗତ ଜୀବନରେ କିଛି ସମସ୍ଯା ହୋଇପାରେ ।

ମିଥୁନ : ବେହତର ହେବ ଆପଣଙ୍କ ଜୀବନ ସାଥିଙ୍କ ସହ ବୁଝି ବିଚାରୀ କଥା ହୁଅନ୍ତୁ । କିଛି କାମରେ ମାତା ପିତା ଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହେବ । ଆଜି ଦିନ ଟି ସତର୍କ ପୂର୍ବକ ବିତାଇଲେ ବେହତର ହେବ । ନିଜର ଯୋଜନା ଗୁପ୍ତ ରଖନ୍ତୁ । ଆପଣଙ୍କ କାମ ବେହତର ହେବ । ଆର୍ଥିକ ରୂପରେ ଆଜି ଦିନ ଟି ଭଲ ରହିବ । ଧନ ଧାନ୍ୟ କୁ ନେଇ କିଛି ଖାସ ଯୋଜନା କରନ୍ତୁ ।

କର୍କଟ : ଆଜି କିମ୍ବା ଭବିଷ୍ୟ କୁ ନେଇ କଠିନ ସ୍ଥିତି ଆସିବ ନାହି । ଆପଣଙ୍କର ସାମାଜିକ ସ୍ଥିତି ରେ ବୃଦ୍ଧି ହେବ । ପାରିବାରିକ ଜୀବନ ସାମାନ୍ଯ ରହିବ । କିଛି ଶୁଭ ଖବର ମିଳିପାରେ । ଆଜି ଆପଣଙ୍କୁ ନିଜ ଜୀବନରେ ପରିବର୍ତ୍ତନ ଆଣିବାର ଅବସର ମିଳିବ । ସଠିକ ଅବସର ର ଚୟନ ଆପଣଙ୍କ ପାଇଁ ଠିକ ହେବ । ଯଦି ଆପଣ ଅତ୍ୟଧିକ ଧନ କମାଇବାକୁ ଚାହୁଁ ଛନ୍ତି ତେବେ ଆପଣଙ୍କୁ ବ୍ୟାପାର ରେ କଠିନ ମେହନତର କରିବାର ଜରୁରତ ଅଛି ।

ସିଂହ : ଅଫିସରେ ସତର୍କ ରୁହନ୍ତୁ ନଚେତ ସମସ୍ଯା ହୋଇପାରେ । ଧର୍ଯ୍ୟ ସହ କାମ କରନ୍ତୁ, ସଫଳତା ମିଳିବ । ଧନ ବ୍ୟୟ ରେ ବୃଦ୍ଧି ହେବ । ଶତ୍ରୁ ଙ୍କ ଠାରୁ ସତର୍କ ରୁହନ୍ତୁ । ଶ୍ଵଶୁର ଘର ପକ୍ଷ ରୁ ଖୁସି ଖବର ମିଳିପାରେ । ଆଜି ମନକୁ ନିୟନ୍ତ୍ରଣ ରଖନ୍ତୁ । ଆଜି କୌଣସି କ୍ଷେତ୍ରରେ ନିବେଶ କରିବାର ଦିନ ଶୁଭ ଅଟେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା : ଅଫିସରେ ଆଜି କୌଣସି ସହ କର୍ମୀ ଆପଣଙ୍କ କଥାରେ ସହମତ ହେବେ । ଓକିଲ ଙ୍କ ପାଇଁ ଦିନ ଠିକ ଠକ ରହିବ । ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ପୁରୁଣା ସମ୍ପର୍କ ପୁଣି ଥରେ ଯୋଡି ହୋଇପାରେ । ସମାଜିକ ଗତି ବିଧି ଆଜି ଆପଣଙ୍କୁ ଅନେକ ସାରା ଖୁସି ଦେବ । ଆଜି ଆପଣଙ୍କ ଦିନ ବୁଲିବାରେ ବ୍ଯତୀତ ହେବ । ନିଜ ଜୀବନରେ ଛୋଟ ମୋଟ ପରିବର୍ତ୍ତନ ହୋଇପାରେ ।

ତୁଳା : ଅଟକି ଥିବା ଧନ ଫେରି ପାଇବାର ସମ୍ଭାବନା ଅଛି । ଏହି ରାଶିର ପିଲା ମାନେ ପଢା ରେ ଅଧିକ ରୁଚି ହେବେ । ଏହା ଦ୍ଵାରା ମାତା ପିତା ବହୁତ ଖୁସି ହେବେ । ଯେଉଁ ଲୋକ ଶିଂଗଲ ଅଛନ୍ତି ତାଙ୍କ ପାଇଁ ଦିନ ଶୁଭ ଅଟେ । ବିବାହ ପାଇଁ ପ୍ରସ୍ତାବ ଆସିପାରେ । ଅବରୋଧିତ କାର୍ଯ୍ୟ ର ସମାଧାନ ହେବ । ଆଜି ଆପଣଙ୍କୁ ନିଜକୁ ସାବ୍ଯସ୍ତ କରିବା ପାଇଁ କିଛି ଅବସର ମିଳିବ ।

ବିଛା : ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଅଧିକ ମଜବୁତ ହେବ । ଆଜି ଆପଣଙ୍କୁ ଟଙ୍କା ପଇସାର ଅଭାବ ହେବ ନାହି । ଆପଣଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଏହି ରାଶିର ଆର୍ଟ୍ସ ଛାତ୍ର ଙ୍କ ପାଇଁ ଦିନ ବେହତର ରହିବ । ଆପଣଙ୍କର ପଢା ରେ ମନ ଲାଗିବ । ଏହା ସହ ନୂଆ କୋର୍ସ ଯାଏଁ କରିବା ପାଇଁ ଦିନ ଶୁଭ ଅଟେ । ସଫଳତା ନିଶ୍ଚୟ ମିଳିବ । ଯଦି ଲଭ ଲାଇଫର କଥା କହିବା ତେବେ ଜୀବନ ସାଥି ଙ୍କ ସହଯୋଗ ଭରପୁର ମିଳିବ ।

ଧନୁ : ସନ୍ତାନ ଙ୍କ ଚିନ୍ତା ରହିବ । ସନ୍ଧ୍ୟା ରେ ସବୁ କିଛି ଠିକ ହୋଇଯିବ । ମନ ହାନି ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ । କୌଣସି ଅନୁଭବି ବ୍ୟକ୍ତି ଙ୍କ ଠାରୁ ପରାମର୍ସ ଠିକ ସାବ୍ୟସ୍ତ ହେବ । ସାମାଜିକ କ୍ଷେତ୍ର ସହ ଜଡିତ ଲୋକେ ଜନ ସମର୍ଥନ ରେ ଆଜି ଫାଇଦା ପାଇବେ । ଆଜି ଆପଣଙ୍କର ଧର୍ମ ପ୍ରତି ଆସ୍ଥା ବଢିବ । ଯେଉଁଥି ରେ ଆପଣ କିଛି ଧନ ବ୍ୟୟ କରିବେ । ଦାନ ପୂଣ୍ୟ କାର୍ଯ୍ୟ ରେ ଲଗାଇବେ ।

ମକର : ଆଜି ଆପଣ ବଡ କାମ ହାତକୁ ନେବେ । ବିଶ୍ରାମ କରନ୍ତୁ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ବେହତର ରହିବ । ପ୍ରେମ ଓ ବ୍ୟାପାର ର ସାଥ ମିଳିବ । ବିଜନେସ ଆଗକୁ ବଢିବାରୁ ଆପଣ ଖୁସି ହେବେ । ଦାଂପତ୍ଯ ଜୀବନରେ ସମସ୍ଯା ଆସିପାରେ । କୌଣସି ପୁରୁଣା ରୋଗ ଆଜି ପୁଣି ସମସ୍ୟା ଆଣିପାରେ । ମାନସିକ ଶାନ୍ତି ରହିବ । କିନ୍ତୁ ମନରେ ଖରାପ ବିଚାର ର ପ୍ରଭାବ ରହିବ ।

କୁମ୍ଭ : ଅଧୁରା କାମ ପୁରା କରିବାର ଯୋଜନା କରିବେ । ଚାକିରି କରିଥିବା ଲୋକଙ୍କ ପାଇଁ ଦିନ ସାମାନ୍ଯ ରହିବ । କୌଣସି ପୁରୁଣା ବିବାଦ ଟଳିପାରେ । ପିତାଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ ।ଆପଣ କାମରେ ବ୍ୟସ୍ତ ରେ ରହିବେ ଯାହା କାରଣରୁ ପରିବାର ଓ ବନ୍ଧୁ ମାନଙ୍କ ପାଇଁ ସମୟ ବାହାର କରିପାରିବେ ନାହି । ନବ ବିବାହିତା ଯୋଡା ପରସ୍ପର ସହ ଭଲ ସମୟ ବ୍ଯତୀତ କରିବେ ।

ମୀନ : ସରକାରୀ କ୍ଷେତ୍ର ରେ ଲାଭ ମିଳିବ । ଲୁଚି ରହିଥିବା ଶତ୍ରୁ ଆପଣଙ୍କ ଉପରେ ଭାରି ପଡି ପାରନ୍ତି । ଲୋକଙ୍କ ଉପରେ ଆପଣଙ୍କର ପ୍ରଭାବ ରହିବ । ମହିଳା ମାନେ ଘରେ କାମରେ ବ୍ୟସ୍ତ ରେ ରହିବେ । ପରିବାର ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ । ମନରେ ଉଶ୍ଚାହ ର ସାକାରାତ୍ମକ ପ୍ରଭାବ କାର୍ଯ୍ୟ କ୍ଷେତ୍ର ରେ ପଡିବ । କୌଣସି ନୂଆ ଅନୁବଦ୍ଧ ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ହେବ । ପରିବାରରେ କାହାର ସହଯୋଗରେ ନୂଆ ବ୍ୟାପାର ଆରମ୍ଭ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave A Reply

Your email address will not be published.

error: Content is protected !!