ଅନୁଗୁଳ: ଆଜି ଅନୁଗୁଳ ଖାଉଟି ବିବାଦ ବିଚାର ଆୟୋଗ ଅଫିସ ନିକଟରେ ସଦର ଆର୍ଆଇ ଅଫିସ ଖୋଲିଛି।ଜିଲ୍ଲା ପ୍ରଶାସନ ପ୍ରେସ କ୍ଲବ୍କୁ ପ୍ରାୟ ମାସେ ତଳେ ତାଲା ପକାଇ ଥିବା ବେଳେ ଏବେ ଏହାକୁ ଆର୍ଆଇ ଅଫିସ ରୂପେ ବ୍ୟବହୃତ ହେଲା। ଏହି ଅଫିସଟି ପୂର୍ବରୁ ଟାଉନ ୟୁପି ସ୍କୁଲ୍ ସାମନାରେ ରହିଥିଲା।
ପ୍ରେସ କ୍ଳବ୍ରେ ଖୋଲିଲା ଆର୍ଆଇ ଅଫିସ
- Post published:August 7, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
Tags: Angul


