ଅନୁଗୁଳ: ଅନୁଗୁଳ ପୌର ପରିଷଦର ଆଗାମୀ ବୈଠକ ଗୁଡିକରେ ଯୋଗ ଦେବେନି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ଏ ନେଇ ଏକ ଚିଠି କରି ନିଜେ ସାଂସଦ ଏହି ସୂଚନା ଦେଇଛନ୍ତି। ତାଙ୍କ ଅନୁପସ୍ଥିତିରେ ସାଂସଦଙ୍କ ପ୍ରତିନିଧି ଭାବେ ରୁଚିର ନନ୍ଦ ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ। ସାଂସଦ ଶ୍ରୀ ପାଣି ଜରୁରୀ କାମରେ ବ୍ୟସ୍ତ ଥିବାରୁ ଏହି ବୈଠକରେ ଯୋଗ ଦେଇପାରୁନାହାନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି।
ଅନୁଗୁଳ ପୌର ପରିଷଦ ବୈଠକରେ ଯୋଗ ଦେଲେନି ସାଂସଦ ରୁଦ୍ର ପାଣି, କାର୍ଯ୍ୟ ସମ୍ପାଦନ କରିବେ ପ୍ରତିନିଧି ରୁଚିର ନନ୍ଦ
- Post published:November 21, 2024
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul



