ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗ ଓ ତାଳଚେର ହାଟତୋଟା ଏସଏନକେ ରୟାଲ ପକ୍ଷରୁ ସାବିତ୍ରୀ ପାଇଁ ଧମାକାଦାର ଅଫର ଆରମ୍ଭ କରାଯାଇଛି। ସୋ ରୁମରୁ ୮ ହଜାର ବା ତା’ଠାରୁ ଅଧିକ ମୂଲ୍ୟର ସପିଙ୍ଗ କଲେ ୨ ହଜାର ଟଙ୍କାର ମାଗଣା ସପିଙ୍ଗ ବ୍ୟବସ୍ଥା ରହିଛି। ସେହିପରି ୪ ହଜାର ଟଙ୍କାର କାରବାର କଲେ ୧ ହଜାର, ୨୫୦୦ ଟଙ୍କାର କାରବାର କଲେ ୫୦୦ ଟଙ୍କା ଓ ୧୫୦୦ ଟଙ୍କାର କାରବାର ଉପରେ ୨୫୦ ଟଙ୍କାର ମାଗଣା ସପିଙ୍ଗ ସୁବିଧା ରହିଛି। ତେବେ ଏସବୁ ଅଫରରେ ସର୍ତ୍ତାବଳୀ ଲାଗୁହେବ। ସାବିତ୍ରୀ ପାଇଁ ଏସଏନକେ ରୟାଲରେ ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡର ସୂତା ଶାଢ଼ି, ଫ୍ୟାନ୍ସି ଶାଢ଼ି, ପାଟ, ସିଲକ ଶାଢ଼ି ଆଦି ଉପଲବ୍ଧ ଅଛି। ଗ୍ରାହକ ଏହି ସାବିତ୍ରୀ ମହାଅଫରର ଭରପୂର ଫାଇଦା ଉଠାଇବାକୁ ଏସଏନକେ ରୟାଲର ସତ୍ଵାଧିକାରୀ ପ୍ରଦୀପ ବାଗଡ଼ି ଜଣାଇଛନ୍ତି।
ଅନୁଗୁଳ ଓ ତାଳଚେର ଏସଏନକେ ରୟାଲରେ ସାବିତ୍ରୀ ଅଫର, ୧୫୦୦ଟଙ୍କାର ଶାଢ଼ି କିଣିଲେ ମିଳୁଛି ମାଗଣା ସପିଂର ମଉକା
