ଅନୁଗୁଳ: ଆକ୍ସନ ମୋଡ଼ରେ ଥିବା ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କର୍ମଚାରୀ ମାନଙ୍କୁ ସମୟାନୁବର୍ତ୍ତୀ,ଦକ୍ଷ ଏବଂ ଦୁର୍ନୀତିମୁକ୍ତ ହେବା ପାଇଁ ଆହ୍ୱାନ ଦେଇଥିବା ବେଳେ ଅନେକେ ଏହାକୁ ମାନୁ ନଥିଲେ। ଏଣୁ ଆଜି ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଆଜି ଦିନବେଳା ଉପସ୍ଥାନ ଖାତା ଯାଞ୍ଚ କରିଥିଲେ। ଏଥିରେ ୪ ଜଣ ମହିଳା କର୍ମଚାରୀ ବିଳମ୍ବରେ ଆସୁଥିବା ହେତୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଦିନକର ଦରମା ବନ୍ଦ କରାଯାଇଛି।
ଡେରିରେ ଅଫିସ ଆସିବାରୁ ୪ ମହିଳା କର୍ମଚାରୀଙ୍କ ଦରମା ବନ୍ଦ
- Post published:February 15, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul