ସ୍କ୍ରାପ ବୋଝେଇ ଗାଡ଼ିକୁ ରୋକିଲେ ସୁରକ୍ଷାକର୍ମୀ

You are currently viewing ସ୍କ୍ରାପ ବୋଝେଇ ଗାଡ଼ିକୁ ରୋକିଲେ ସୁରକ୍ଷାକର୍ମୀ

ଅନୁଗୁଳ: ସୋମବାର ସକାଳେ ଅନୁଗୁଳ ହସ୍ପିଟାଲରୁ ବାହାରକୁ ଚାଲାଣ ହେଉଥିବା ଏକ ସ୍କ୍ରାପ୍ ବୋଝେଇ ଗାଡ଼ିକୁ ବିନା କାଗଜପତ୍ରରେରେ ଯାଉଥିବାରୁ ସୁରକ୍ଷାକର୍ମୀ ଅଟକାଇଥିଲେ। ହସ୍ପିଟାଲର ବିଭିନ୍ନ ଭାଗରେ ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବାରୁ ପୁରୁଣା ବିଦ୍ୟୁତ୍ ପ୍ୟାନେଲ,ଆଙ୍ଗେଲ ଓ ଅନ୍ୟାନ୍ୟ ଲୁହା ସାମଗ୍ରୀ ବାହାରକୁ ଯାଉଥିଲା।ଖବର ପାଇ ସଂପୃକ୍ତ ଠିକାଦାର ଉପଯୁକ୍ତ କାଗଜପତ୍ର ଦାଖଲ କଲା ପରେ ସ୍କ୍ରାପ୍ ବୋଝେଇ ଗାଡିକୁ ଛଡ଼ା ଯାଇଥିଲା।

Share

Leave a Reply