ଲିଙ୍ଗଗତ ଋଢିବାଦ ଉପରେ ଆଲୋଚନାଚକ୍ର

You are currently viewing ଲିଙ୍ଗଗତ ଋଢିବାଦ ଉପରେ ଆଲୋଚନାଚକ୍ର

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟ ସମାଜବିଜ୍ଞାନ ବିଭାଗ ପକ୍ଷରୁ ଲିଙ୍ଗଗତ ଋଢିବାଦ ଓ  ସମାଜ ଉପରେ ଏହାର ପ୍ରଭାବ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କଲେଜ୍ ଅଧ୍ୟକ୍ଷ ଡ଼ା ବସନ୍ତ କୁମାର ସାହୁ ଆଲୋଚନାଚକ୍ରକୁ ଉଦଘାଟନ କରିଥିବା ବେଳେ ପ୍ରମୁଖ ବକ୍ତା ଭାବେ ରାଜଧାନୀ କଲେଜ୍ ସମାଜ ବିଜ୍ଞାନ ବିଭାଗର ମୁଖ୍ୟ ସଂଘମିତ୍ରା ଜେନା ଆଧୁନିକ ସମାଜରେ ଲିଙ୍ଗଗତ ଋଢ଼ିବାଦୀ ଧାରଣା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସମାଜ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼ା ସ୍ମିତା ମଲ୍ଲିକ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ସାଗରିକା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply