ଶିବାନନ୍ଦ-ପଦ୍ମଚରଣ ସ୍ମାରକୀ ଫୁଟବଲ

You are currently viewing ଶିବାନନ୍ଦ-ପଦ୍ମଚରଣ ସ୍ମାରକୀ ଫୁଟବଲ

ଅନୁଗୁଳ: ଅନୁଗୁଳ ଶିବା ପଡିଆରେ ଭେଟ୍ରାନ କ୍ଲବ ପକ୍ଷରୁ ଶିବାନନ୍ଦ-ପଦ୍ମଚରଣ ସ୍ମାରକୀ ଫୁଟବଲ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ
ସାଉଥ ବଲଣ୍ଡା ୩-୦ ଗୋଲରେ ତଳମୂଳକୁ ହରାଇ ପରବର୍ତୀ ପର୍ଯ୍ୟାୟକୁ ଉଠିଛି।ମନୋରଞ୍ଜନ ପଟନାୟକ ଖେଳ ପରିଚାଳନା କରିଥିବା ବେଳେ ବସନ୍ତ କୁମାର ଦାସ ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରଶାନ୍ତ କୁମାର ସିହ୍ନା, ବୈକୁଣ୍ଠ ରାଉତ, ପ୍ରଭାତ କୁମାର ଦାସ, ବୁଲୁ ରାଉତରାୟ,
ରମେଶ ସାହୁ୍ ପ୍ରମୁଖ ଖେଳ ପରିଚାଳନା ରେ  ସହଯୋଗ କରିଥିଲେ।

Share

Leave a Reply