ସୁଭଦ୍ରା ଯୋଜନା ଫର୍ମ କଳାବଜାର

You are currently viewing ସୁଭଦ୍ରା ଯୋଜନା ଫର୍ମ କଳାବଜାର

ଅନୁଗୁଳ: ସୁଭଦ୍ରା ଯୋଜନାରେ ପରିବାରର ନିର୍ଦ୍ଦିଷ୍ଟ ମହିଳାଙ୍କୁ ଆର୍ଥିକ ସହାୟତା ଦିଆଯିବ ବୋଲି ବିଜେପି ସରକାର ଯେଉଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା,ରାଜ୍ୟରେ ସରକାର ଗଠନ ପରେ ଏବେ ସେଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି।

ଆଶା ଅଙ୍ଗନବାଡୀ କର୍ମୀ ଲୋକଙ୍କୁ ଫର୍ମ ଘର ଘର ବୁଲି ଦେଉଥିବା ବେଳେ ଏହାର ଫର୍ମକୁ କଲର ଜେରକ୍ସ କରି ଅନୁଗୁଳ ବସ୍ ଷ୍ଟାଣ୍ଡର କିଛି ଅସାଧୁ ଜେରକ୍ସ ଦୋକାନୀ ଦୁଇ ପୃଷ୍ଠାର ଫର୍ମଙ୍କୁ ୩୦ ରୁ ୪୦ ଟଙ୍କା ଦରରେ ବିକୁଛନ୍ତି।ଫର୍ମ ନେବା ପାଇଁ ବିକଳ ଲୋକେ ବାଧ୍ୟ ହୋଇ କଳାବଜାରରେ ଫର୍ମ ମଧ୍ୟ କିଣି ନେଉଥିବା ଆଜି ଦେଖିବାକୁ ମିଳୁଥିଲା।
ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Share

Leave a Reply