ଅନୁଗୁଳ ଏସପି ବଦଳିଲେ: ସୁଧାଂଶୁ ମିଶ୍ର ନୂଆ ଏସପି

You are currently viewing ଅନୁଗୁଳ ଏସପି ବଦଳିଲେ: ସୁଧାଂଶୁ ମିଶ୍ର ନୂଆ ଏସପି

ଅନୁଗୁଳ: ରାଜ୍ୟ ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ ଅନୁଗୁଳ ଏସପି ଜଗମୋହନ ମୀନାଙ୍କୁ ଗଞ୍ଜାମ ଏସପି ଭାବେ ବଦଳି କରାଯାଇଥିବା ବେଳେ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଏସପି ଭାବେ ନିଯୁକ୍ତି ମିଳିଛି। ୨୦୧୨ରେ ଆଇପିଏସ ପାଇଥିବା ଶ୍ରୀ ମିଶ୍ର ଏନଆଇଟି ରାଉରକେଲାରୁ ଇଂଜିନିୟରିଂ ସାରିବା ପରେ ପୋଲିସ ପ୍ରଶାସନରେ ଯୋଗ ଦେଇଥିଲେ।ଜଣେ ଦକ୍ଷ,ସାହସୀ ଓ ସାଧୁ ଅଧିକାରୀ ଭାବେ ତାଙ୍କ ବେଶ ସୁନାମ ରହିଛି।

Share

Leave a Reply