ଅନୁଗୁଳ ଆକାଶରେ ସନ୍ଦିଗ୍ଧ ବେଲୁନ!!

You are currently viewing ଅନୁଗୁଳ ଆକାଶରେ ସନ୍ଦିଗ୍ଧ ବେଲୁନ!!

ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୋଳ ଆକାଶରେ ପଶ୍ଚିମ ଦିଗରୁ ପୂର୍ବ ଦିଗକୁ ଗତି କରୁଥିବା ଏକ ବେଲୁନ ଭଳି ପଦାର୍ଥ ଦେଖିବାକୁ ମିଳିଥିଲା । ଜଣେ ସ୍ଥାନୀୟ ଯୁବକ ଏହି ଦୃଶ୍ୟର ଭିଡିଓ ମୋବାଇଲରେ ଉତ୍ତୋଳନ କରିଥିବା ଦାବି କରିଛନ୍ତି। ଏହି ଗତିଶୀଳ ବେଲୁନ ଭଳି ପଦାର୍ଥଟି କଣ ହୋଇ ଥାଇପାରେ ସେଥିନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି।ଦୁଇ ତିନି ମିନିଟ ମଧ୍ୟରେ ବେଲୁନଟି ଅନୁଗୁଳ ଆକାଶରୁ ଅଦୃଶ୍ୟ ହୋଇଯାଇଥିଲା ।

Share

Leave a Reply