ଵୃଦ୍ଧଙ୍କ ସନ୍ଦେହ ଜନକ ମୃତ୍ୟୁ

You are currently viewing ଵୃଦ୍ଧଙ୍କ ସନ୍ଦେହ ଜନକ ମୃତ୍ୟୁ
The dead woman's body. Focus on hand

ଅନୁଗୁଳ: ଆଜି ବଡି ଭୋର ସମୟରେ ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଉପର ସାହିର ଅରକ୍ଷିତ ସାହୁ(୭୫) ସାଇକଲ ଯୋଗେ ଗାଁ ପୋଖରୀ ଆଡକୁ ଯାଇଥିଲେ।କିନ୍ତୁ ଘଣ୍ଟେ ପରେ ଗାଁ ଲୋକେ ଦେଖିଲେ ରାସ୍ତା କଡରେ ଅରକ୍ଷିତ ପଡିଛନ୍ତି। ପରିବାର ଲୋକେ ତାଙ୍କୁ ଗୁରୁତର ଭାବେ ଅନୁଗୁଳ ହସ୍ପିଟାଲରେ ଭର୍ତି କରାଇଥିଲେ ସେଠାରେ କିନ୍ତୁ ତାଙ୍କର
ମୃତ୍ୟୁ ହୋଇ ଯାଇଥିଲା।କୌଣସି ଅଜଣା ଗାଡି ଅରଖିତଙ୍କୁ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି।ପୋଲିସ ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Share

Leave a Reply