ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଦ୍ଵାରା ବ୍ୟାଙ୍କିଙ୍ଗ କର୍ମଶାଳା ଆୟୋଜନ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଦ୍ଵାରା ସ୍ଥାନୀୟ ହୋଟେଲ ଲକ୍ଷ୍ମୀ ପ୍ରିମିୟମ୍ରେ ଏକ ବ୍ୟାଙ୍କିଙ୍ଗ କର୍ମଶାଳା ଆୟୋଜିତ ହୋଇଯାଇଛି। ଅନୁଷ୍ଠାନ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ଜୈନ୍ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ…