ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ନେଇ କରୋନା ସମୀକ୍ଷା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି କରେନା। ଦିନକୁ ଦିନ ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଗଲାଣି । ସକ୍ରିୟ ରୋଗୀ ସଂଖ୍ୟା ୫ ହଜାର ଉପରେ ରହୁଥିବା ବେଳେ ରୋଗୀଙ୍କୁ ଉନ୍ନତ ଚିକିତ୍ସା…

Continue Readingଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ନେଇ କରୋନା ସମୀକ୍ଷା

ଡ଼ାକ୍ତରଙ୍କ ବଦାନ୍ୟତା, କରୋନା ମୁକାବିଲା ପାଇଁ ଦାନ କଲେ ୫ ଲକ୍ଷ

ଅନୁଗୁଳ: ଡାକ୍ତର ଉମେଶ ଚନ୍ଦ୍ର ଦଶ(୭୭) । ବରିଷ୍ଠ ପ୍ରସ୍ତୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଜିଲ୍ଲାରେ ସ୍ବତନ୍ତ୍ର ପରିଚୟ ରହିଛି ତାଙ୍କର । କରୋନା ଭଳି ବିପତ୍ତି କାଳରେ ଚିକିତ୍ସା ଯୋଗାଇ ଢେର ପ୍ରଶଂସା ସାଉଁଟୁଥିବା କରୋନାର ଏହି…

Continue Readingଡ଼ାକ୍ତରଙ୍କ ବଦାନ୍ୟତା, କରୋନା ମୁକାବିଲା ପାଇଁ ଦାନ କଲେ ୫ ଲକ୍ଷ

ଖୁବ୍‌ଶୀଘ୍ର ଜରୁରିକାଳୀନ ଆମ୍ବୁଲାନ୍ସ ସେବା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି କରୋନା ସଂକ୍ରମଣ | ଦୃତ ସଂକ୍ରମଣ ସହ କରୋନା ରୋଗୀକୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନୂଆ ନୂଆ ପଦକ୍ଷେପ ନେଉଛି। ଜିଲ୍ଲାରେ ଖୁବଶୀଘ୍ର ଜରୁରିକାଳୀନ ଆମ୍ବୁଲାନ୍ସ ସେବା…

Continue Readingଖୁବ୍‌ଶୀଘ୍ର ଜରୁରିକାଳୀନ ଆମ୍ବୁଲାନ୍ସ ସେବା

ପହଞ୍ଚିଲା ଆଉ ୫ ହଜାର ଟିକା

ଅନୁଗୁଳ: ଅନୁଗୁଳରେ କରୋନା ସଂକ୍ରମଣ ନିଦ ହଜାଇ ଦେଇଛି । ଏ ଭୟଙ୍କର ଭୂତାଣୁ କବଳରୁ ବର୍ତିବା ପାଇଁ ଲୋକ ତ୍ରାହି ତ୍ରାହି ଡାକୁଥିବା ବେଳେ କରୋନା ସଞ୍ଜିବନୀ ପ୍ରଦାନରେ ଅହେତୁକ ବିଳମ୍ବ ହେଉଛି । ଟିକା ଠିକ୍‌ରେ ପହଞ୍ଚିନଥିବାରୁ ଧିମେଇ…

Continue Readingପହଞ୍ଚିଲା ଆଉ ୫ ହଜାର ଟିକା

ଶୁଖିଲା ଖାଦ୍ୟ ବାଣ୍ଟିଲେ ସରପଞ୍ଚ

ଅନୁଗୁଳ: କରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବାକୁ ରାଜ୍ୟରେ ଲକଡାଉନ୍ ଜାରି ହୋଇଛି । ଲୋକ କାମଧନ୍ଦା ହରାଇ ଘରେ ବସି ରହିଛନ୍ତି। ଗରିବ ଶ୍ରେଣୀର ଲୋକ ଜୀବିକା ହରାଇ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ସଂଗ୍ରହ ପାଇଁ ସଂଘର୍ଷ କରୁଛନ୍ତି।…

Continue Readingଶୁଖିଲା ଖାଦ୍ୟ ବାଣ୍ଟିଲେ ସରପଞ୍ଚ

କରୋନା ଗାଇଡ୍‌ଲାଇନ୍ ଉଲଂଘନ, ୧୨୧ ଦୋକାନ ସିଲ୍, ୫୨୯ ଗାଡ଼ି ଜବତ

ଅନୁଗୁଳ: ଜିଲ୍ଲାରେ ଦ୍ରୁତ ଗତିରେ କାୟା ବିସ୍ତାର କରୁଛି କରୋନା । ସଂକ୍ରମଣର ଏହି ଦ୍ରୁତ ଗତିରେ ବ୍ରେକ୍ ଲଗାଇବା ପାଇଁ ଲକଡାଉନ୍ ଜାରି ହୋଇଛି। କରୋନାର ଭୟବହତା ସାଙ୍ଗକୁ କଟକଣା ସତ୍ତ୍ବେ ଅନେକ ଅମାନିଆ ଚେତୁ ନାହାନ୍ତି । ବାହାରେ…

Continue Readingକରୋନା ଗାଇଡ୍‌ଲାଇନ୍ ଉଲଂଘନ, ୧୨୧ ଦୋକାନ ସିଲ୍, ୫୨୯ ଗାଡ଼ି ଜବତ

ତାଳଚେର ଡାକ୍ତରଖାନାରେ କିଟ୍ ଅଭାବ

ଅନୁଗୁଳ: ତାଳଚେର ସରକାରୀ ମୁଖ୍ୟ ଡାକ୍ତରଖାନାରେ ଟେଷ୍ଟିଂ କିଟ୍ ଅଭାବ ଦେଖିବାକୁ ମିଳିଛି । ଫଳରେ କରୋନା ପରୀକ୍ଷା ହୋଇ ପାରୁନଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। କରୋନା ଟେଷ୍ଟ କରିବା ପାଇଁ ଲୋକମାନେ ସକାଳୁ ଧାଡ଼ିରେ ଠିଆ ହୋଇ ଦୀର୍ଘ ସମୟ…

Continue Readingତାଳଚେର ଡାକ୍ତରଖାନାରେ କିଟ୍ ଅଭାବ

ପର୍ଯ୍ୟବେକ୍ଷଣ ଗୃହରେ ପଶିଲା କରୋନା,୩୧ ବାଳ ଅଭିଯୁକ୍ତ ସଂକ୍ରମିତ

ଅନୁଗୁଳ: କରାଳ କାୟ ମେଲାଇ ଚାଲିଛି କରୋନା। ଅନୁଗୁଳ ଜିଲ୍ଲାର ପ୍ରତିଟି ପ୍ରାନ୍ତକୁ ଭୟଙ୍କର ଭୂତାଣୁ ମାଡି ସାରିଥିବା ବେଳେ ସବୁଠୁ ସମ୍ବେଦନଶୀଳ ସ୍ଥାନ କୁହାଯାଉଥିବା ପର୍ଯ୍ୟବେକ୍ଷଣ ଗୃହରେ ମଧ୍ୟ ପ୍ରବେଶ କରିଛି। ପ୍ରଶାସନର ଢିଲା ମନୋଭାବ ପାଇଁ ପର୍ଯ୍ୟବେକ୍ଷଣ ଗୃହରେ…

Continue Readingପର୍ଯ୍ୟବେକ୍ଷଣ ଗୃହରେ ପଶିଲା କରୋନା,୩୧ ବାଳ ଅଭିଯୁକ୍ତ ସଂକ୍ରମିତ

ଅନୁଗୁଳରେ ପ୍ରଶାସନ ଓ ପୁଲିସର ଫ୍ଲାଗ୍‌ମାର୍ଚ୍ଚ

ଅନୁଗୁଳ: କରୋନା କଟକଣା ପାଳନକୁ କଡାକଡ଼ି କରିବା ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଅନୁଗୁଳ ଉପଜିଲ୍ଲାପାଳଙ୍କ ସମେତ ବିଡିଓ, ତହସିଲଦାର, ମାଜିଷ୍ଟ୍ରେଟ୍ ଓ ପୁଲିସ ଅଧିକାରୀମାନେ ସହର ସାରା ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଅମାନିଆଙ୍କୁ ଚେତାଇବା…

Continue Readingଅନୁଗୁଳରେ ପ୍ରଶାସନ ଓ ପୁଲିସର ଫ୍ଲାଗ୍‌ମାର୍ଚ୍ଚ

ଅକ୍ସିଜେନ ଟ୍ୟାଙ୍କର ମରାମତି କରାଇଲା

ଅନୁଗୁଳ: ଅନୁଗୁଳ ଜେଏସ୍‌ପିଏଲ୍ କାରଖାନାରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଅକ୍ସିଜେନ୍ ବୋଝେଇ ଏକ ଟ୍ୟାଙ୍କର ଯାଉଥିବା ବେଳେ ସନ୍ତ୍ରୀ ନିକଟରେ ଗାଡ଼ି ହଠାତ୍ ଅଚଳ ହୋଇପଡ଼ିଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ଏସ୍‌ପି…

Continue Readingଅକ୍ସିଜେନ ଟ୍ୟାଙ୍କର ମରାମତି କରାଇଲା