ମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୫ ପାଇଁ ଆନ୍ତଃ କ୍ଲବ ବାଳକ ଫୁଟବଲ ପ୍ରତିଯୋଗିତା
ଅନୁଗୁଳ: ତାଳଚେର ଗ୍ରୀନଗ୍ରାମ ଷ୍ଟାଡିୟମରେ ବାଳକ ବିଭାଗ ଆନ୍ତଃ କ୍ଲବ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏହାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଡେପୁଟି କଲେକ୍ଟର ବିକାଶ ସବର, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ…
