ବୋନସ୍ ନମିଳିବାରୁ ନୟନୀ କୋଲ୍ ମାଇନ୍ସରେ ଡ୍ରାଇଭରଙ୍କ ଧାରଣା, ବିଧାୟକଙ୍କ ହସ୍ତକ୍ଷେପ ପରେ ହଟିଲା ଆନ୍ଦୋଳନ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନୟନୀ କୋଲ୍ ମାଇନ୍ସ ପରିସରରେ ବୋନସ୍ ଦାବିରେ ଭିପିଆର୍ କମ୍ପାନୀର ଡ୍ରାଇଭର ମାନେ ଧାରଣାରେ ବସିଥିଲେ। ଅଭିଯୋଗ ଅନୁସାରେ, ସେମାନେ ଦେଢ଼ ବର୍ଷ ଧରି ଡ୍ରାଇଭର ଭାବେ କାମ କରୁଥିବା ବେଳେ ଗତବର୍ଷ ଡ୍ୟୁଟି ସମୟ…

Continue Readingବୋନସ୍ ନମିଳିବାରୁ ନୟନୀ କୋଲ୍ ମାଇନ୍ସରେ ଡ୍ରାଇଭରଙ୍କ ଧାରଣା, ବିଧାୟକଙ୍କ ହସ୍ତକ୍ଷେପ ପରେ ହଟିଲା ଆନ୍ଦୋଳନ

ଜାତୀୟ ପ୍ରେସ୍ ଦିବସ ପାଳନ ପ୍ରସ୍ତୁତି: ରକ୍ତଦାନ, ସ୍ୱାସ୍ଥ୍ୟ ଶିବିର ଓ ବୃକ୍ଷରୋପଣ ସହ ୧୦ ବିଶିଷ୍ଟ ବ୍ୟକ୍ତିଙ୍କୁ କରାଯିବ ସମ୍ମାନିତ

ଅନୁଗୋଳ: ଜାତୀୟ ପ୍ରେସ୍ ଦିବସକୁ ଅର୍ଥପୂର୍ଣ୍ଣ ଓ ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ପାଇଁ ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଶନିବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହରେ ସଂଘର ଏକ ପ୍ରସ୍ତୁତି ବୈଠକ ସଭାପତି ମଦନ…

Continue Readingଜାତୀୟ ପ୍ରେସ୍ ଦିବସ ପାଳନ ପ୍ରସ୍ତୁତି: ରକ୍ତଦାନ, ସ୍ୱାସ୍ଥ୍ୟ ଶିବିର ଓ ବୃକ୍ଷରୋପଣ ସହ ୧୦ ବିଶିଷ୍ଟ ବ୍ୟକ୍ତିଙ୍କୁ କରାଯିବ ସମ୍ମାନିତ

ପାଳଲହଡ଼ାରେ ହାତୀ ଆତଙ୍କ: ଦୁଇ ଦିନରେ ଦୁଇ ଜଣଙ୍କ ଜୀବନ ଗଲା, ଉଦ୍‌ବେଗ ପ୍ରକାଶ କଲେ ସାଂସଦ

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ହାତୀ-ମଣିଷ ଲଢ଼େଇ ଥମିବାର ନାଁ ନେଉନାହିଁ। ପ୍ରତି ମାସରେ ହାତୀ ଆକ୍ରମଣରେ ନିରୀହ ଲୋକଙ୍କ ଜୀବନ ଯାଉଥିବା ବେଳେ ପାଳଲହଡ଼ା ବ୍ଲକ ଅଞ୍ଚଳରେ ଗତ ଦୁଇ ଦିନ ମଧ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପାଳଲହଡ଼ା ବ୍ଲକ…

Continue Readingପାଳଲହଡ଼ାରେ ହାତୀ ଆତଙ୍କ: ଦୁଇ ଦିନରେ ଦୁଇ ଜଣଙ୍କ ଜୀବନ ଗଲା, ଉଦ୍‌ବେଗ ପ୍ରକାଶ କଲେ ସାଂସଦ
Read more about the article ଅନୁଗୋଳରେ ଖୋଲିବ ‘ଚାନ୍ଦି ଉତ୍ସବ’ ଷ୍ଟୋର, ଶୁଦ୍ଧତା ଓ କାରୁକାର୍ଯ୍ୟକୁ ଗୁରୁତ୍ୱ
oplus_6291456

ଅନୁଗୋଳରେ ଖୋଲିବ ‘ଚାନ୍ଦି ଉତ୍ସବ’ ଷ୍ଟୋର, ଶୁଦ୍ଧତା ଓ କାରୁକାର୍ଯ୍ୟକୁ ଗୁରୁତ୍ୱ

ଅନୁଗୋଳ: ଅନୁଗୋଳ ଶଙ୍କର ସିନେମା ରୋଡ୍‌ରେ ନଭେମ୍ବର ୨ ତାରିଖରେ ଉଦ୍‌ଘାଟିତ ହେବ ଅନୁଗୋଳର ନିଜସ୍ୱ ରୂପା ଅଳଙ୍କାର ପ୍ରତିଷ୍ଠାନ ‘ଚାନ୍ଦି ଉତ୍ସବ’। ଏହି ଷ୍ଟୋରରେ ରୂପାର ବିଭିନ୍ନ ଅଳଙ୍କାର ସହ ଉପହାର ସାମଗ୍ରୀ, ବାସନକୁସନ ଓ ଆଣ୍ଟିକ୍ କଲେକ୍ସନ ଉପଲବ୍ଧ…

Continue Readingଅନୁଗୋଳରେ ଖୋଲିବ ‘ଚାନ୍ଦି ଉତ୍ସବ’ ଷ୍ଟୋର, ଶୁଦ୍ଧତା ଓ କାରୁକାର୍ଯ୍ୟକୁ ଗୁରୁତ୍ୱ

ଅନୁଗୋଳରେ ନିଯୁକ୍ତି ମେଳା, ୬୩ ଜଣଙ୍କୁ ମିଳିଲା ନିଯୁକ୍ତି ପତ୍ର

ଅନୁଗୋଳ: ଅନୁଗୋଳ ସ୍ଥାନୀୟ ସର୍କିଟ୍ ହାଉସ ସଭାଗୃହରେ ରବିବାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ନିଯୁକ୍ତି ମେଳା ଆୟୋଜିତ ହୋଇଥିଲା। ଏଥିରେ ନବନିଯୁକ୍ତ ୬୩ ଜଣ ସେବକ ଓ ସେବିକାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା।…

Continue Readingଅନୁଗୋଳରେ ନିଯୁକ୍ତି ମେଳା, ୬୩ ଜଣଙ୍କୁ ମିଳିଲା ନିଯୁକ୍ତି ପତ୍ର

ଅଧପନ୍ତରିଆ ଅନୁଗୋଳ ଷ୍ଟାଡିୟମ୍ କାମ ଶେଷ ପାଇଁ ୯ କୋଟି ମଞ୍ଜୁର

ଅନୁଗୋଳ: ଦୀର୍ଘଦିନ ଧରି ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବା ଅନୁଗୋଳ ଷ୍ଟାଡିୟମ୍‌ର ନିର୍ମାଣ କାମ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପୂର୍ବତନ ଜିଲ୍ଲାପାଳଙ୍କ ସମୟରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଅଧାରେ ଅଟକି ରହିଥିଲା। ଏନେଇ ବିଭିନ୍ନ…

Continue Readingଅଧପନ୍ତରିଆ ଅନୁଗୋଳ ଷ୍ଟାଡିୟମ୍ କାମ ଶେଷ ପାଇଁ ୯ କୋଟି ମଞ୍ଜୁର
Read more about the article ଜିଲ୍ଲା ପ୍ରଶାସନ ପକ୍ଷରୁ ଏକତା ପଦଯାତ୍ରା ଓ ଶପଥ ପାଠ କାର୍ଯ୍ୟକ୍ରମ
oplus_2097152

ଜିଲ୍ଲା ପ୍ରଶାସନ ପକ୍ଷରୁ ଏକତା ପଦଯାତ୍ରା ଓ ଶପଥ ପାଠ କାର୍ଯ୍ୟକ୍ରମ

ଅନୁଗୋଳ: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକତା ପଦଯାତ୍ରା ଓ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଶନିବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ ଅତିରିକ୍ତ ଜିଲ୍ଲାପାଳ ଉଦୟ…

Continue Readingଜିଲ୍ଲା ପ୍ରଶାସନ ପକ୍ଷରୁ ଏକତା ପଦଯାତ୍ରା ଓ ଶପଥ ପାଠ କାର୍ଯ୍ୟକ୍ରମ

ଅନୁଗୋଳରେ ରାଷ୍ଟ୍ରୀୟ ଏକତା ଦିବସ: ଡିଆଇଜି ଓ ଏସ୍‌ପିଙ୍କ ନେତୃତ୍ୱରେ ସହର ପରିକ୍ରମା, ଏକତା ଓ ସଂହତିର ଶପଥ

ଅନୁଗୋଳ: ଜାତୀୟ ଏକତା ଓ ଅଖଣ୍ଡତାର ବାର୍ତ୍ତା ନେଇ ଅନୁଗୋଳରେ ପାଳିତ ହୋଇଛି ରାଷ୍ଟ୍ରୀୟ ଏକତା ଦିବସ। ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଅନୁଗୋଳ ପୋଲିସ ପକ୍ଷରୁ ଆୟୋଜିତ ଏକତା ଦୌଡ଼ରେ ଶତାଧିକ ଲୋକ ସାମିଲ ହୋଇ ଦେଶର…

Continue Readingଅନୁଗୋଳରେ ରାଷ୍ଟ୍ରୀୟ ଏକତା ଦିବସ: ଡିଆଇଜି ଓ ଏସ୍‌ପିଙ୍କ ନେତୃତ୍ୱରେ ସହର ପରିକ୍ରମା, ଏକତା ଓ ସଂହତିର ଶପଥ

ଗଜଲକ୍ଷ୍ମୀ ଭସାଣି ଶୋଭାଯାତ୍ରା: ଲଟେରୀରେ ସ୍ଥିର ହେଲା ମେଢ଼ଙ୍କ କ୍ରମ

ଅନୁଗୋଳ: ଆସନ୍ତା ୪ ତାରିଖରେ ଅନୁଗୋଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏଥିରେ କେଉଁ ପୂଜା କମିଟି କେଉଁ କ୍ରମରେ ଯିବ, ତାହା ସ୍ଥିର କରିବା ପାଇଁ ଆଜି ଲଟେରୀ  ଉଠାଣ କରାଯାଇଥିଲା। ଏଥିରେ ଅନୁଗୋଳ ବିଧାୟକ…

Continue Readingଗଜଲକ୍ଷ୍ମୀ ଭସାଣି ଶୋଭାଯାତ୍ରା: ଲଟେରୀରେ ସ୍ଥିର ହେଲା ମେଢ଼ଙ୍କ କ୍ରମ

ଗଜଲକ୍ଷ୍ମୀ ପୂଜାରେ ରକ୍ତଦାନ ଶିବିର, ୫୧ ୟୁନିଟ୍‌ ରକ୍ତ ସଂଗୃହୀତ

ଅନୁଗୋଳ: ପୂଜାର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାନବସେବାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ବଡ଼ମୂଳ ଗ୍ରାମବାସୀ। ଗଜଲକ୍ଷ୍ମୀ ପୂଜା ଅବସରରେ ଗୋଲ୍ଡେନ୍‌ ଷ୍ଟାର କ୍ଲବ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୫୧ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଛେଣ୍ଡିପଦା ବ୍ଲକ…

Continue Readingଗଜଲକ୍ଷ୍ମୀ ପୂଜାରେ ରକ୍ତଦାନ ଶିବିର, ୫୧ ୟୁନିଟ୍‌ ରକ୍ତ ସଂଗୃହୀତ