ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ

ଅନୁଗୋଳ: ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଅତିରିକ୍ତ ଜିଲ୍ଲାପାଳ ଉଦୟ ମହାପାତ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରା ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ।…

Continue Readingଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ

ଜିଲ୍ଲା କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ୪୨ତମ ଶ୍ରାଦ୍ଧ ଦିବସ ପାଳିତ

ଅନୁଗୋଳ: ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୪୨ତମ ବଳିଦାନ ଦିବସ ସ୍ଥାନୀୟ କଂଗ୍ରେସ ଭବନଠାରେ ପାଳିତ ହୋଇଯାଇଛି।ପ୍ରଥମେ ଇନ୍ଦିରା ଗାନ୍ଧୀଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ତାଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ…

Continue Readingଜିଲ୍ଲା କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ୪୨ତମ ଶ୍ରାଦ୍ଧ ଦିବସ ପାଳିତ

ହୋଣ୍ଡା ଜୟ ଫେଷ୍ଟରେ ଆଉ ଜଣେ ବିଜେତା, ଫିଲିପ୍ସ ଏୟାର ଫ୍ରାୟର ଜିତିଲେ ରଞ୍ଜନ

ଅନୁଗୋଳ: ହୋଣ୍ଡା ଜୟ ଫେଷ୍ଟ ଅଫରରେ ଲକ୍ଷ୍ମୀ ହୋଣ୍ଡା, ଅନୁଗୋଳର ଆଉ ଜଣେ ଗ୍ରାହକ ଖୁସିର ବିଜେତା ହୋଇଛନ୍ତି। ଟେଣ୍ଟୋଇ, ବଲରାମପ୍ରସାଦର ରଞ୍ଜନ ନାଏକ ଏହି ଅଫରରେ ଏକ ଫିଲିପ୍ସ ଏୟାର ଫ୍ରାୟର ଜିତିଛନ୍ତି। ଲକ୍ଷ୍ମୀ ହୋଣ୍ଡା ସୋ-ରୁମ ପରିସରରେ ଆୟୋଜିତ…

Continue Readingହୋଣ୍ଡା ଜୟ ଫେଷ୍ଟରେ ଆଉ ଜଣେ ବିଜେତା, ଫିଲିପ୍ସ ଏୟାର ଫ୍ରାୟର ଜିତିଲେ ରଞ୍ଜନ

ନିଜ ଆୟର କିଛି ଅଂଶ ନିୟମିତ ସଞ୍ଚୟ କରିବାକୁ ପରାମର୍ଶ: ଅନୁଗୋଳରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ଅନୁଗୋଳ: ପଞ୍ଚାୟତ ସମିତି ସଭାଗୃହରେ ଆଜି ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଛି। ଆର୍ଥିକ ଶୃଙ୍ଖଳା, ନିୟମିତ ସଞ୍ଚୟ ଓ ଭବିଷ୍ୟତ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ବିଶ୍ୱ…

Continue Readingନିଜ ଆୟର କିଛି ଅଂଶ ନିୟମିତ ସଞ୍ଚୟ କରିବାକୁ ପରାମର୍ଶ: ଅନୁଗୋଳରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

‘ଯୌତୁକ ନିଷେଧ ଅଧିନିୟମ, ୧୯୬୧’ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର

ଅନୁଗୋଳ, ୩୦/୧୦: ସମାଜରୁ ଯୌତୁକ ପ୍ରଥାର ମୂଳୋତ୍ପାଟନ ଏବଂ ମହିଳାଙ୍କ ସୁରକ୍ଷା ଓ ଅଧିକାର ସୁନିଶ୍ଚିତ ଲକ୍ଷ୍ୟରେ ଆଜି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ 'ଯୌତୁକ ନିଷେଧ ଅଧିନିୟମ, ୧୯୬୧' ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।ଜିଲ୍ଲା ପରିଷଦ…

Continue Reading‘ଯୌତୁକ ନିଷେଧ ଅଧିନିୟମ, ୧୯୬୧’ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୧୦ ଦିନ ପରେ ଫେରାର ଅଭିଯୁକ୍ତ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫେରାର ଯୁବକକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସେହି ଗ୍ରାମର ରାହୁଲ ପୁଢ଼। ପୁଲିସ ସୂଚନା ଅନୁଯାୟୀ, ଗତ ୨୦ ତାରିଖରେ…

Continue Readingନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୧୦ ଦିନ ପରେ ଫେରାର ଅଭିଯୁକ୍ତ ଗିରଫ

ଅନୁଗୋଳରେ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ: ଆଲୁମିନିୟମ ପାର୍କ, ବାୟୋ-ମାଇନିଂ ଓ ଗୃହ ନିର୍ମାଣ ପ୍ରକଳ୍ପର କଲେ କ୍ଷେତ୍ର ପରିଦର୍ଶନ

ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ଶିଳ୍ପ ଓ ନଗର ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦେଇ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୁରୁବାର ତାଙ୍କର ଦିନିକିଆ…

Continue Readingଅନୁଗୋଳରେ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ: ଆଲୁମିନିୟମ ପାର୍କ, ବାୟୋ-ମାଇନିଂ ଓ ଗୃହ ନିର୍ମାଣ ପ୍ରକଳ୍ପର କଲେ କ୍ଷେତ୍ର ପରିଦର୍ଶନ

ଘର ଭିତର କୂଅରୁ ୧୧ ଫୁଟର ଅହିରାଜ ଉଦ୍ଧାର

ଅନୁଗୋଳ: ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗ୍ରାମ ରଗୁଡ଼ିଆପଡ଼ା ବିଦ୍ୟାଧର ପ୍ରଧାନଙ୍କ ଘର ଭିତରେ ଥିବା କୂଅରୁ ଏକ ୧୧ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ଗତକାଲି ରାତି ୧୦ଟା ୪୦ ମିନିଟ୍‌ ସମୟରେ ସାପଟି କୂଅରେ ପଡ଼ିଥିବା…

Continue Readingଘର ଭିତର କୂଅରୁ ୧୧ ଫୁଟର ଅହିରାଜ ଉଦ୍ଧାର

କ୍ରସର ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା

ଅନୁଗୋଳ: କ୍ରସରରେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣାରେ ଆହତ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ପାଳଲହଡ଼ା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ପରିବାର ସଦସ୍ୟ ଓ ଗ୍ରାମବାସୀ କ୍ରସର ଏବଂ…

Continue Readingକ୍ରସର ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା

ଓଲା ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ବିୟୋଗ: ଅନୁଗୋଳ ଓକିଲ ସଂଘ ପକ୍ଷରୁ ଶୋକସଭା

ଅନୁଗୋଳ: ନିଖିଳ ଓଡ଼ିଶା ଆଇନଜୀବୀ ସଂଘ (ଓଲା)ର ଅଧ୍ୟକ୍ଷ ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ବିୟୋଗରେ ଅନୁଗୋଳ ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ସଭାପତିତ୍ୱରେ…

Continue Readingଓଲା ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ବିୟୋଗ: ଅନୁଗୋଳ ଓକିଲ ସଂଘ ପକ୍ଷରୁ ଶୋକସଭା