କାର୍ଗିଲ ବିଜୟ ସ୍ମାରକୀ ରଥ ସହର ବୁଲିଲା
ଅନୁଗୋଳ: କାର୍ଗିଲ ବିଜୟ ଦିବସ ଅବସରରେ ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ଏକ ସ୍ମାରକୀ ରଥ ଅନୁଗୋଳ ସହର ପରିକ୍ରମା କରିଥିଲା ଦେଶାତ୍ମବୋଧକ ଗୀତ ସହ ଭାରତର କାର୍ଗିଲ ବିଜୟ ସମ୍ବଳିତ ସ୍ଥିରଚିତ୍ର ଏଥିରେ ପ୍ରଦର୍ଶିତ ହୋଇଥିଲା।ଅନୁଗୋଳ ପୌର…
ଅନୁଗୋଳ: କାର୍ଗିଲ ବିଜୟ ଦିବସ ଅବସରରେ ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ଏକ ସ୍ମାରକୀ ରଥ ଅନୁଗୋଳ ସହର ପରିକ୍ରମା କରିଥିଲା ଦେଶାତ୍ମବୋଧକ ଗୀତ ସହ ଭାରତର କାର୍ଗିଲ ବିଜୟ ସମ୍ବଳିତ ସ୍ଥିରଚିତ୍ର ଏଥିରେ ପ୍ରଦର୍ଶିତ ହୋଇଥିଲା।ଅନୁଗୋଳ ପୌର…
ଅନୁଗୋଳ: ସ୍ଥାନୀୟ ଜିଲ୍ଲା ସଂସ୍କୃତି ପାଠାଗାର ଠାରେ ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ଏକ ଦେଶାତ୍ମବୋଧକ କବିତା ଆବୃତ୍ତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବହୁ ବରିଷ୍ଠ ନାଗରିକ ଏବଂ ସ୍କୁଲ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଅନୁଗୋଳର…
ଅନୁଗୋଳ: ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସନ୍ଧ୍ୟାରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ବରେ ଏକ ଶାନ୍ତିପୂର୍ଣ୍ଣ ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ସ୍ଥାନୀୟ କଂଗ୍ରେସ ଭବନରୁ ବାହାରିଥିବା ଏହି ପଦଯାତ୍ରା ମହାତ୍ମାଗାନ୍ଧୀ ପାର୍କରେ ପହଞ୍ଚିବା…
ଅନୁଗୋଳ: ମହିମା ଜ୍ୟୋତି ଶୈକ୍ଷିକ ବିଦ୍ୟାପୀଠରେ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପ୍ରତିଷ୍ଠାନର ଫାଉଣ୍ଡେସନ୍ ଡେ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହା ଆଡମ୍ବରରେ ପାଳନ କରାଯାଇଥିଲା। ଅପରାହ୍ଣ ୨ଟାରେ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରେ ମହିମାଧର୍ମର…
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ମନ୍ଦିର ପରିଚାଳନା ସମିତି ପକ୍ଷରୁ ପବିତ୍ର ବାହୁଡ଼ା ଯାତ୍ରା ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ, ଗୁଣ୍ଡିଚା ଘର ସଦୃଶ କ୍ୟାମ୍ପସ ସ୍ଥିତ କେଦାରେଶ୍ୱର ମନ୍ଦିରଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର…
ଅନୁଗୋଳ: ଶୈଳ ଶ୍ରୀକ୍ଷେତ୍ର ଅନୁଗୋଳ ବଡ଼ ଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁନା ବେଶ୍ ଦେଖିବା ପାଇଁ ଭକ୍ତଙ୍କ ଭିଡ଼। ଭକ୍ତିର ସେଇ ମୁହୂର୍ତ୍ତରେ ହିଁ ଜଣେ ମହିଳାଙ୍କ ସହ ଅଘଟଣ ଘଟିଯାଇଥାନ୍ତା। ଘଟଣା ଅନୁଯାୟୀ, ଜଣେ ମହିଳା ଠାକୁରଙ୍କୁ ମୁଣ୍ଡ ନୁଆଁଇ…
ଅନୁଗୋଳ: ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ । ସିଜେପି ଚାପ ଏବଂ ଜନ୍ତରମନ୍ତରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଭିତରେ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସବୁ ଆଲୋଚନା, ସମାଲୋଚନା, ବିବାଦ, ପ୍ରବଳ ଚାପ ମଧ୍ୟରେ…
ଅନୁଗୋଳ: ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଅନୁଗୋଳ ଓକିଲ ସଂଘ ପକ୍ଷରୁ ବାହୁଡ଼ା ଯାତ୍ରା ଅବସରରେ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କୋର୍ଟ ସମ୍ମୁଖସ୍ଥ ବଡଦାଣ୍ଡରେ ସଂଘ ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ଯାତ୍ରା ଦେଖିବାକୁ ଆସିଥିବା ପ୍ରାୟ…
ଅନୁଗୋଳ: ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ସକାଳେ ପ୍ରାରମ୍ଭିକ ନୀତି କାନ୍ତି ସରିବା ପରେ ଦିଅଁ ମାନଙ୍କୁ ସେବକ ମାନେ ଗୋଟି ପହଣ୍ଡିରେ ନେଇ ରଥାରୂଢ଼ କରାଇଥିଲେ। ଚାରମାଳ ପୂର୍ବରୁ ପ୍ରସ୍ତୁତ ହୋଇସାରିଥିବା…
ଅନୁଗୋଳ: ଜିନ୍ଦଲ ନଗର ଦେବଭୂମିରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ମଧ୍ୟରେ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ଶ୍ରଦ୍ଧାଳୁ ବଡ଼ ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ଯାତ୍ରାରେ ସାମିଲ…