କଣ୍ଠଶିଳ୍ପୀ ଚଣ୍ଡିକା ନନ୍ଦଙ୍କ ସାନଝିଅ ରୁପାଲୀଙ୍କ ପରଲୋକ

ଅନୁଗୋଳ: ଅନୁଗୋଳର ବିଶିଷ୍ଟ କଣ୍ଠଶିଳ୍ପୀ ଚଣ୍ଡିକା ପ୍ରସାଦ ନନ୍ଦଙ୍କ ସାନଝିଅ ରୁପାଲୀ ନନ୍ଦ (ରିଙ୍କି)ଙ୍କର ଅକାଳ ବିୟୋଗ ହୋଇଛି। ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ପରିବାରବର୍ଗ, ବନ୍ଧୁବାନ୍ଧବଙ୍କ ସମେତ…

Continue Readingକଣ୍ଠଶିଳ୍ପୀ ଚଣ୍ଡିକା ନନ୍ଦଙ୍କ ସାନଝିଅ ରୁପାଲୀଙ୍କ ପରଲୋକ
Read more about the article ଗଜଲକ୍ଷ୍ମୀ ପୂଜା ପାଇଁ ଅନୁଗୋଳରେ କଡ଼ା ସୁରକ୍ଷା ବ୍ୟବସ୍ଥା: ଅପରାହ୍ନ ୪ରୁ ରାତି ୧୨ ଯାଏଁ ଗାଡ଼ି ଚଳାଚଳ ଉପରେ କଟକଣା
oplus_2097152

ଗଜଲକ୍ଷ୍ମୀ ପୂଜା ପାଇଁ ଅନୁଗୋଳରେ କଡ଼ା ସୁରକ୍ଷା ବ୍ୟବସ୍ଥା: ଅପରାହ୍ନ ୪ରୁ ରାତି ୧୨ ଯାଏଁ ଗାଡ଼ି ଚଳାଚଳ ଉପରେ କଟକଣା

ଅନୁଗୋଳ : ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଅନୁଗୋଳ ସହର। ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରିଛି ଜିଲ୍ଲା ପୁଲିସ। ଜନସମାଗମ ନିୟନ୍ତ୍ରଣଠାରୁ…

Continue Readingଗଜଲକ୍ଷ୍ମୀ ପୂଜା ପାଇଁ ଅନୁଗୋଳରେ କଡ଼ା ସୁରକ୍ଷା ବ୍ୟବସ୍ଥା: ଅପରାହ୍ନ ୪ରୁ ରାତି ୧୨ ଯାଏଁ ଗାଡ଼ି ଚଳାଚଳ ଉପରେ କଟକଣା

ବେଆଇନ ଗଚ୍ଛିତ ବାଣ ଠାବ, ଜଣେ ଅଟକ

ଅନୁଗୋଳ : ଦୀପାବଳି ପୂର୍ବରୁ ଅନୁଗୋଳରେ ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ ସଦର ଥାନା ପୁଲିସ ଛେଳିଆପଡ଼ା ଗ୍ରାମର ଏକ ଘରେ ଚଢ଼ାଉ କରି ବିପୁଳ ପରିମାଣର ବିଭିନ୍ନ ପ୍ରକାର ବାଣ ଜବତ କରିବା…

Continue Readingବେଆଇନ ଗଚ୍ଛିତ ବାଣ ଠାବ, ଜଣେ ଅଟକ

କଣଲୋଇ ହତ୍ୟା ମାମଲାର ପର୍ଦ୍ଦାଫାସ୍: ପରକୀୟା ପ୍ରୀତିକୁ ବିରୋଧ କରିବାରୁ ହତ୍ୟା, ପତ୍ନୀଙ୍କ ସମେତ ୨ ଗିରଫ

ଅନୁଗୋଳ : ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ କଣଲୋଇ ଗ୍ରାମର ଦିଲ୍ଲୀପ ସେଠୀ (୩୫) ହତ୍ୟା ମାମଲାରେ ପୁଲିସ ତାଙ୍କ ପତ୍ନୀ ସୌଦାମିନୀ ସେଠୀ (୨୫) ଓ ଖଗେଶ୍ୱର ସାହୁ ଓରଫ ମିଲୁ (୨୫)ଙ୍କୁ ଗିରଫ କରିଛି। ଉଭୟଙ୍କୁ ଶୁକ୍ରବାର…

Continue Readingକଣଲୋଇ ହତ୍ୟା ମାମଲାର ପର୍ଦ୍ଦାଫାସ୍: ପରକୀୟା ପ୍ରୀତିକୁ ବିରୋଧ କରିବାରୁ ହତ୍ୟା, ପତ୍ନୀଙ୍କ ସମେତ ୨ ଗିରଫ

ଦଶହରା ଦିନ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ମାମଲା

ଅନୁଗୋଳ: ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅଞ୍ଚଳରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସେହି ଗାଁର ଜଣେ ୧୯ ବର୍ଷୀୟ ଯୁବକଙ୍କ ବିରୋଧରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ…

Continue Readingଦଶହରା ଦିନ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ମାମଲା

ଭସାଣି ବେଳେ ମେଢ଼ ଯାଇ ନ ପାରିବାରୁ ଉତ୍ତେଜନା

ଅନୁଗୋଳ : ଦୁର୍ଗାପୂଜା ଭସାଣି ଶୋଭାଯାତ୍ରା ସମୟରେ ଆଲୋକ ତୋରଣର ଉଚ୍ଚତାକୁ ନେଇ ଅନୁଗୋଳ ସହରରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ଶିମିଳିପଡ଼ାରେ ଅସାବଧାନତା ଯୋଗୁଁ ଦେବୀଙ୍କ ଶାଢ଼ିରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି। ଏହି ଦୁଇଟି ଘଟଣା ପୂଜା ଆୟୋଜନରେ…

Continue Readingଭସାଣି ବେଳେ ମେଢ଼ ଯାଇ ନ ପାରିବାରୁ ଉତ୍ତେଜନା

ଷ୍ଟେସନ ଛକ ଦୁର୍ଗାପୂଜାର ଆଜ୍ଞା ଲଡ଼ୁ ଲଟେରୀ: ବିଜୟୀ ହେଲେ ଶ୍ରିୟଙ୍କା

ଅନୁଗୋଳ : ଅନୁଗୋଳ ଷ୍ଟେସନ ଛକସ୍ଥିତ ମା’ ଦୁର୍ଗା ପୂଜା ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଦୁର୍ଗାପୂଜା ମହୋତ୍ସବ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ପୂଜାର ଅନ୍ତିମ ଦିନ ଦଶହରା ଅବସରରେ ମା’ଙ୍କ ଆଜ୍ଞା ଲଡ଼ୁ ପାଇବା ପାଇଁ ଆୟୋଜିତ ଲଟେରୀ ଉଠାଣରେ…

Continue Readingଷ୍ଟେସନ ଛକ ଦୁର୍ଗାପୂଜାର ଆଜ୍ଞା ଲଡ଼ୁ ଲଟେରୀ: ବିଜୟୀ ହେଲେ ଶ୍ରିୟଙ୍କା

ଅନୁଗୋଳରେ ‘କନ୍ୟାରତ୍ନ ସମ୍ବର୍ଦ୍ଧନା ଉତ୍ସବ’ ସମ୍ପନ୍ନ, ନବଜାତ କନ୍ୟା ଓ ସେମାନଙ୍କ ମା’ଙ୍କୁ ବେବି କିଟ୍ ପ୍ରଦାନ

ଅନୁଗୋଳ: ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅନୁଗୋଳ ଜିଲ୍ଲାରେ "କନ୍ୟାରତ୍ନ ସମ୍ବର୍ଦ୍ଧନା ଉତ୍ସବ" ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ କନ୍ୟା ଓ ସେମାନଙ୍କ ମା'ମାନଙ୍କୁ ବେବି କିଟ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମ ଶୁଭାରମ୍ଭ…

Continue Readingଅନୁଗୋଳରେ ‘କନ୍ୟାରତ୍ନ ସମ୍ବର୍ଦ୍ଧନା ଉତ୍ସବ’ ସମ୍ପନ୍ନ, ନବଜାତ କନ୍ୟା ଓ ସେମାନଙ୍କ ମା’ଙ୍କୁ ବେବି କିଟ୍ ପ୍ରଦାନ
Read more about the article ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ କମ୍ପିଲା ଅନୁଗୋଳ, ଭାବବିହ୍ୱଳ ପରିବେଶରେ ମା’ଙ୍କୁ ମେଲାଣି
oplus_2097152

ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ କମ୍ପିଲା ଅନୁଗୋଳ, ଭାବବିହ୍ୱଳ ପରିବେଶରେ ମା’ଙ୍କୁ ମେଲାଣି

ଅନୁଗୋଳ: ଢୋଲ, ନିଶାଣ ଓ ସିଂହବାଜାର ଗର୍ଜନ ସାଙ୍ଗକୁ ପାରମ୍ପରିକ ଲୋକକଳା ଏବଂ ଦଳଗତ ନୃତ୍ୟରେ ଦୁଲୁକିଲା ଅନୁଗୋଳ ସହର। ରଙ୍ଗିନ ଆଲୋକରେ ଝଲସୁଥିବା ସୁସଜ୍ଜିତ ମେଢ଼, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ଗୁରୁବାର ଧୁମ୍‌ଧାମରେ ଅନୁଷ୍ଠିତ…

Continue Readingପାରମ୍ପରିକ ବାଦ୍ୟ ଓ ନୃତ୍ୟରେ କମ୍ପିଲା ଅନୁଗୋଳ, ଭାବବିହ୍ୱଳ ପରିବେଶରେ ମା’ଙ୍କୁ ମେଲାଣି

ଶିମିଳିପାଳରେ ବଜରଙ୍ଗୀ ଫୁଟବଲ କପ୍‌ ଆରମ୍ଭ: ୧୬ ଦଳକୁ ନେଇ ତିନିଦିନିଆ ପ୍ରତିଯୋଗିତା

ଅନୁଗୋଳ: ଗ୍ରାମାଞ୍ଚଳରେ କ୍ରୀଡ଼ା ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବୃଦ୍ଧି ସହ ଫୁଟବଲ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ପେଚାମୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିମିଳିପାଳ ଗ୍ରାମରେ ବଜରଙ୍ଗୀ ଫୁଟବଲ କପ୍‌ ଆରମ୍ଭ ହୋଇଛି। ବଜରଙ୍ଗୀ ଯୁବକ…

Continue Readingଶିମିଳିପାଳରେ ବଜରଙ୍ଗୀ ଫୁଟବଲ କପ୍‌ ଆରମ୍ଭ: ୧୬ ଦଳକୁ ନେଇ ତିନିଦିନିଆ ପ୍ରତିଯୋଗିତା