ବନ ବିଭାଗର କାର୍ଯ୍ୟ ଦକ୍ଷତା ବଢ଼ାଇବାକୁ ନିଆରା ପ୍ରୟାସ, ବାଘ ବେଶରେ ଜିଲ୍ଲାପାଳଙ୍କ ଅଫିସରେ ଯୁବକଙ୍କ ଧାରଣା

ଅନୁଗୁଳ: ବନ ବିଭାଗର କାର୍ଯ୍ୟ ଦକ୍ଷତା ବଢ଼ାଇବାକୁ ନିଆରା ପ୍ରୟାସ। ଜଙ୍ଗଲ ବିଭାଗକୁ ଜୀବନ ବିଭାଗରେ ପରିବର୍ତ୍ତନ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାଘ ବେଶରେ ଧାରଣା ଦେଇଛନ୍ତି ସ୍ଥାନୀୟ ପାଳଲହଡ଼ା ବ୍ଲକ ଉଦୟପୁର ଅଞ୍ଚଳର ଦିଲ୍ଲୀପ କୁମାର…

Continue Readingବନ ବିଭାଗର କାର୍ଯ୍ୟ ଦକ୍ଷତା ବଢ଼ାଇବାକୁ ନିଆରା ପ୍ରୟାସ, ବାଘ ବେଶରେ ଜିଲ୍ଲାପାଳଙ୍କ ଅଫିସରେ ଯୁବକଙ୍କ ଧାରଣା

ଶଙ୍କର ସିନେମା ରୋଡସ୍ଥିତ ଦ ମ୍ୟାନ୍ ଷ୍ଟୋରରେ ଅଗ୍ନିକାଣ୍ଡ, ଜଳିଗଲା ୪ ରୁ ୫ ଲକ୍ଷ ଟଙ୍କାର ଜିନିଷ

ଅନୁଗୁଳ ସହର ଶଙ୍କର ସିନେମା ରୋଡରେ ଥିବା ଦ ମ୍ୟାନ୍ ଷ୍ଟୋର ଡ୍ରେସ୍ ଦୋକାନରେ ଅଗ୍ନିକାଣ୍ଡ ହୋଇ ପାଖାପାଖି ୪ ରୁ ୫ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି। ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା କୁହାଯାଉଛି। ଅଗ୍ନିଶମ ବାହିନୀ ପହଞ୍ଚି…

Continue Readingଶଙ୍କର ସିନେମା ରୋଡସ୍ଥିତ ଦ ମ୍ୟାନ୍ ଷ୍ଟୋରରେ ଅଗ୍ନିକାଣ୍ଡ, ଜଳିଗଲା ୪ ରୁ ୫ ଲକ୍ଷ ଟଙ୍କାର ଜିନିଷ

ଢାବାରେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମଦ ନ ଦେବାରୁ ଲୁହା ରଡରେ ପିଟିଲେ, ମାଲିକ ସମେତ ୫ ଗୁରୁତର

ଅନୁଗୁଳ: ଢାବାରେ ପହଞ୍ଚିଲେ ଆଉ ପୁଣି ମଦ ମାଗିଲେ। ମାଲିକ ମନା କରିବାରୁ ଲୁହା ରଡ଼ରେ କଲେ ଆକ୍ରମଣ। ମଦୁଆଙ୍କ ଆକ୍ରମଣରେ ୫ ଜଣ ଆହତ ହୋଇଥିବା ନେଇ ଅନୁଗୁଳ ସଦର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଅନୁଗୁଳ ସଦର…

Continue Readingଢାବାରେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମଦ ନ ଦେବାରୁ ଲୁହା ରଡରେ ପିଟିଲେ, ମାଲିକ ସମେତ ୫ ଗୁରୁତର

ନବ-ମାଳତୀ ଉତ୍କର୍ଷ ସମ୍ମାନ ସମାରୋହ ଉଦଯାପିତ,ଭକ୍ତି ରସରେ ଦର୍ଶକଙ୍କୁ ବାନ୍ଧିଲେ ଗୀତା ଦାସ

ଅନୁଗୁଳ: ସ୍ଥାନୀୟ ସଭାଘରେ ରବିବାର ନବ-ମାଳତୀ ଉତ୍କର୍ଷ ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଛି। ଉଦଯାପନି ସନ୍ଧ୍ୟାକୁ ମୁଖ୍ୟ ଅତିଥି ରୁପେ ଉଦଘାଟନ କରିଥିଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା। ଶ୍ରୀ ବେହେରା ନିଜ ବକ୍ତବ୍ୟରେ ଜିଲ୍ଲା କଳା ସଂସ୍କୃତିର ଉନ୍ନତି ପାଇଁ…

Continue Readingନବ-ମାଳତୀ ଉତ୍କର୍ଷ ସମ୍ମାନ ସମାରୋହ ଉଦଯାପିତ,ଭକ୍ତି ରସରେ ଦର୍ଶକଙ୍କୁ ବାନ୍ଧିଲେ ଗୀତା ଦାସ

ସ୍ୱାସ୍ଥ୍ୟଗତ କାରଣରୁ ତାଳଚେର ଆସିବେନି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ, କାର୍ଯ୍ୟକ୍ରମ ସ୍ଥଗିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରକୁ ଆସିବେନି ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଜାନୁଆରୀ ୧ ରେ ଥିବା କାର୍ଯ୍ୟକ୍ରମ ସ୍ଥଗିତ ରହିଛି। ଦେଉଳବେଡା ଡିସିଆଇ କ୍ଲବ ଠାରେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ପକ୍ଷରୁ ରବିବାର ଆୟୋଜିତ ସାମ୍ବାଦିକ…

Continue Readingସ୍ୱାସ୍ଥ୍ୟଗତ କାରଣରୁ ତାଳଚେର ଆସିବେନି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ, କାର୍ଯ୍ୟକ୍ରମ ସ୍ଥଗିତ

ପୂଜକଙ୍କ ମୋବାଇଲ ଫୋନ ଚୋରି ଉତ୍ତମ ମଧ୍ୟମ ଖାଇଲା ଚୋର, ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

ଅନୁଗୁଳ: ପୂଜକଙ୍କ ମୋବାଇଲ ଫୋନ ଚୋରି କରି ଧରାପଡ଼ିଲା ଯୁବକ। ଉତ୍ତମ ମଧ୍ୟମ ଦେଲେ ଲୋକେ।ଅନୁଗୁଳ ଟାଉନ ଥାନା ଅଧୀନସ୍ଥ ଶୈଳ ଶ୍ରୀକ୍ଷେତ୍ର ନିକଟରେ ଥିବା ଶିବ ମନ୍ଦିରର ପୂଜକଙ୍କ ମୋବାଇଲ ଫୋନ ଚୋରି କରି ଜଣେ ଯୁବକ ଧରପଡିଛି। ଲୋକେ…

Continue Readingପୂଜକଙ୍କ ମୋବାଇଲ ଫୋନ ଚୋରି ଉତ୍ତମ ମଧ୍ୟମ ଖାଇଲା ଚୋର, ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

ପାରିବାରିକ କଳହ: ପୁଅକୁ ବାପା ଓ ଭାଇଙ୍କ ଟାଙ୍ଗିଆରେ ଆକ୍ରମଣ, ଦୁଇ ଗୁରୁତର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମ ନିକଟରେ ଘର ଲୋକଙ୍କ ଟାଙ୍ଗିଆ ଚୋଟରେ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ ଅଭୟ ରାଜ (୨୩) ଏବଂ ହଂସା ରାଜ…

Continue Readingପାରିବାରିକ କଳହ: ପୁଅକୁ ବାପା ଓ ଭାଇଙ୍କ ଟାଙ୍ଗିଆରେ ଆକ୍ରମଣ, ଦୁଇ ଗୁରୁତର

କାରକୁ ଧକ୍କା ଦେଲା ବାଇକ, ଗଲା ଜଣଙ୍କ ଜୀବନ; ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

ଅନୁଗୁଳ: କାରକୁ ବାଇକ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆବଡ଼କେରା ଗାଁ ନିକଟରେ ଆଜି ଅପରାହ୍‌ଣରେ ଏକ ବାଇକ୍‌କୁ କାର୍‌ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏହାକୁ…

Continue Readingକାରକୁ ଧକ୍କା ଦେଲା ବାଇକ, ଗଲା ଜଣଙ୍କ ଜୀବନ; ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବର୍ଷର ଶେଷ ‘ମନ୍ କୀ ବାତ୍’ ଶୁଣିଲେ ସାଂସଦ ରୁଦ୍ର ନାରାୟଣ ପାଣି

ଅନୁଗୁଳ :ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ଷର ଶେଷ ୧୧୬ ତମ ମନ କୀ ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି ଶତାଧିକ କାର୍ଯ୍ୟକର୍ତ୍ତା। ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ…

Continue Readingବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବର୍ଷର ଶେଷ ‘ମନ୍ କୀ ବାତ୍’ ଶୁଣିଲେ ସାଂସଦ ରୁଦ୍ର ନାରାୟଣ ପାଣି

ଦନ୍ତା ହାତୀର ଗୁଳିବିଦ୍ଧ ମୃତ ଦେହ ଠାବ, ଧାନଫସଲ ଖାଇବାକୁ ଆସିଥିବା ବେଳେ ହତ୍ୟା ସନ୍ଦେହ

ଅନୁଗୁଳ: ଗୁଳିମାଡ଼ରେ ଗଲା ଦନ୍ତା ଜୀବନ। ଅନୁଗୁଳ ଜିଲ୍ଲା ମାଣିକଯୋଡ଼ି ପଞ୍ଚାୟତ ପୋକୁଣ୍ଡା ଠାରେ ଏକ ଦନ୍ତା ହାତୀର ଗୁଳିବିଦ୍ଧ ମୃତ ଦେହ ଠାବ ହୋଇଛି। ହାତୀର ବୟସ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଧାନ ଫସଲ ଖାଇବାକୁ…

Continue Readingଦନ୍ତା ହାତୀର ଗୁଳିବିଦ୍ଧ ମୃତ ଦେହ ଠାବ, ଧାନଫସଲ ଖାଇବାକୁ ଆସିଥିବା ବେଳେ ହତ୍ୟା ସନ୍ଦେହ