ବଇଣ୍ଡା ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ, ଅଂଶ ଗ୍ରହଣ କଲେ ୩୦୦ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଶିଶୁ ମନ୍ଦିର ପରିସରରେ ଶୁକ୍ରବାର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଛି। ଅବସରପ୍ରାପ୍ତ ପୋଲିସ ଅଧିକାରୀ ରବି ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଅନ୍ୟତମ…

Continue Readingବଇଣ୍ଡା ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ, ଅଂଶ ଗ୍ରହଣ କଲେ ୩୦୦ ଛାତ୍ରଛାତ୍ରୀ

କଣିହାଁରୁ ବିପୁଳ ଶିକାର ସାମଗ୍ରୀ ଜବତ

ଅନୁଗୁଳ: ଗତ ଶୁକ୍ରବାର କଣିହାଁ ରେଞ୍ଜ ଅଞ୍ଚଳରେ ଜଙ୍ଗଲ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ ଚାଲି ଥିବାବେଳେ ଟିଟ୍ରିମା ଶିଶୁ ମନ୍ଦିର ପଛପଟେ ବିପୁଳ ପରିମାଣର ଶିକାର ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଦେଖି ସେସବୁକୁ ଜବତ କରିଥିଲେ। ଜବତ ସାମଗ୍ରୀ ମଧ୍ୟରେ…

Continue Readingକଣିହାଁରୁ ବିପୁଳ ଶିକାର ସାମଗ୍ରୀ ଜବତ

ଭୋଜି ବେଳେ ବଚସା: ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ କଲେ ସାଙ୍ଗର ପରିବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ସୋମନାଥପୁର ଅଞ୍ଚଳର ଜଣେ ଯୁବକଙ୍କୁ ସେହି ଗାଁର ଏକ ପରିବାର ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ବୁଲା ପ୍ରଧାନ। ଅଭିଯୋଗ ଭିତ୍ତିରେ ପୋଲିସ କେସ୍…

Continue Readingଭୋଜି ବେଳେ ବଚସା: ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ କଲେ ସାଙ୍ଗର ପରିବାର

ତାଳଚେରରେ ହେବ ଓଡ଼ିଶାର ପ୍ରଥମ ହିନ୍ଦୁ ରାଷ୍ଟ୍ର ମହାଅଧିବେଶନ, ଯୋଗ ଦେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ଅନୁଗୁଳ: ଆସନ୍ତା ଜାନୁଆରୀରେ ତାଳଚେରରେ ଅନୁଷ୍ଠିତ ହେବ ଓଡ଼ିଶାର ପ୍ରଥମ ହିନ୍ଦୁ ରାଷ୍ଟ୍ର ମହାଅଧିବେଶନ। କାର୍ଯ୍ୟକ୍ରମରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଯୋଗଦେବେ।ଏ ନେଇ ଆଜି ଏକ ବୈଠକ ସ୍ଥାନୀୟ ଶର୍ମାଛକ ସ୍ଥିତ ଡଃ ସଂଜୀବ ରାଉତଙ୍କ…

Continue Readingତାଳଚେରରେ ହେବ ଓଡ଼ିଶାର ପ୍ରଥମ ହିନ୍ଦୁ ରାଷ୍ଟ୍ର ମହାଅଧିବେଶନ, ଯୋଗ ଦେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ଜାପାନୀ ଜ୍ଵର ନିରାକରଣ କାର୍ଯ୍ୟକ୍ରମ ଜୋରଦାର

ଅନୁଗୁଳ: ଗତ କାଲି (ଗୁରୁବାର) ଅନୁଗୁଳରେ ଜଣେ ଶିଶୁ ଜାପାନୀ ଜ୍ବରରେ ଆକ୍ରାନ୍ତ ହେବା ପରେ ସହରରେ ସଫେଇ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି। ଫଗିଂ ମେସିନ ଏବଂ ମଶା ତେଲ ପକାଯାଇ ମଶା ନିୟନ୍ତ୍ରଣ କରାଯାଉଛି। ତେବେ ମଣିଷ ବସ୍ତିରେ ଘୁଷୁରୀ…

Continue Readingଜାପାନୀ ଜ୍ଵର ନିରାକରଣ କାର୍ଯ୍ୟକ୍ରମ ଜୋରଦାର

ଦିନ ଦିପହରେ ଚୋରି ଉଦ୍ୟମ ବିଫଳ,ଜଣକୁ ମାଡ଼ି ବସିଲେ କଲୋନୀବାସୀ

ଅନୁଗୁଳ: ଗତ କିଛି ଦିନ ଧରି ସହରରେ ଚୋରଙ୍କ ଉତ୍ପାତ ବଢ଼ି ଯାଇଛି।ବିଶେଷକରି ଘର ମାଲିକ ଅନୁପସ୍ଥିତ ଥିବା ସୂଚନାପାଇ ସେମାନେ ଘରେ କଳାକନା ବୁଲାଇ ଦେଉଛନ୍ତି। ଆଜି ଦିନ ପ୍ରାୟ ୩ ଟା ବେଳେ କିଛି ଚୋର କଲେଜ୍ ଛକ…

Continue Readingଦିନ ଦିପହରେ ଚୋରି ଉଦ୍ୟମ ବିଫଳ,ଜଣକୁ ମାଡ଼ି ବସିଲେ କଲୋନୀବାସୀ

ଓଡ଼ିଶାରେ ବାୟୁ ପ୍ରଦୂଷଣ ଉପରମୁହାଁ: ସବୁଠୁ ପ୍ରଦୂଷିତ ୪ ସହର ଭିତରେ ଅନୁଗୁଳ, ଏକ୍ୟୁଆଇ ରହିଛି ୩୩୨

ଭୁବନେଶ୍ବର: ଦିନକୁ ଦିନ ପ୍ରଦୂଷିତ ହେଉଛି ପୃଥିବୀ ପୃଷ୍ଠ। ବିଗୁଡ଼ୁଛି ବାୟୁର ସ୍ଥିତି। ଓଡ଼ିଶାରେ ବାୟୁ ପ୍ରଦୂଷଣ ଉପରମୁହାଁ। ରାଜ୍ୟର ୪ ସହର ଭୁବନେଶ୍ବର, କଟକ, ବାଲେଶ୍ବର ଏବଂ ଅନୁଗୁଳରେ ଏବେ ବାୟୁ ପ୍ରଦୂଷଣ ସର୍ବାଗ୍ରେ ରହିଛି। ରାଜଧାନୀ ଦିଲ୍ଲୀ ଠାରୁ…

Continue Readingଓଡ଼ିଶାରେ ବାୟୁ ପ୍ରଦୂଷଣ ଉପରମୁହାଁ: ସବୁଠୁ ପ୍ରଦୂଷିତ ୪ ସହର ଭିତରେ ଅନୁଗୁଳ, ଏକ୍ୟୁଆଇ ରହିଛି ୩୩୨

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲା ଅନୁଗୁଳ ଜିଲ୍ଲା ହିନ୍ଦୁ ସୁରକ୍ଷା ମଞ୍ଚ

ଅନୁଗୁଳ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ତୁରନ୍ତ ବନ୍ଦ କରିବା ଦାବିରେ ଆଜି ଅନୁଗୁଳ ଜିଲ୍ଲା ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା ଆୟୋଜିତ ହୋଇଛି। ହିନ୍ଦୁ ସୁରକ୍ଷା ମଞ୍ଚ ଦ୍ୱାରା ଆୟୋଜିତ ପ୍ରତିବାଦ…

Continue Readingବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲା ଅନୁଗୁଳ ଜିଲ୍ଲା ହିନ୍ଦୁ ସୁରକ୍ଷା ମଞ୍ଚ

୬୨ ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଦିବସ

ଅନୁଗୁଳ: ଆଜି ସ୍ଥାନୀୟ ଗୃହରକ୍ଷୀ ପ୍ୟାରେଡ ଗ୍ରାଉଣ୍ଡରେ ୬୨ ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷାବାହିନୀ ଦିବସ ପାଳିତ ହୋଇଯାଇଛି। ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୃହରକ୍ଷୀଙ୍କ ମାର୍ଚ୍ଚ ପାଷ୍ଟରେ…

Continue Reading୬୨ ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଦିବସ

ଟ୍ରକ ଧକ୍କାରେ ତାଳଚେର ବ୍ଲକ କଂଗ୍ରେସ ସଭାପତି ବିଛନ୍ଦ ସାମଲଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ଅଞ୍ଚଳବାସୀ

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ତାଳଚେର ବ୍ଲକ କଂଗ୍ରେସ ସଭାପତି ତଥା ଗଣପତି ଗେଷ୍ଟ ହାଉସର ମାଲିକ ବିଛନ୍ଦ ସାମଲଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ବିଛନ୍ଦ ଗୁରୁବାର ମଧ୍ୟାହ୍ନରେ ନିଜ ଗେଷ୍ଟ ହାଉସରୁ ଘରକୁ ବାଇକରେ ଫେରୁଥିବା ବେଳେ ଏକ କୋଇଲା…

Continue Readingଟ୍ରକ ଧକ୍କାରେ ତାଳଚେର ବ୍ଲକ କଂଗ୍ରେସ ସଭାପତି ବିଛନ୍ଦ ସାମଲଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ଅଞ୍ଚଳବାସୀ