ଧରଣୀଧର ସାହୁ ହେଲେ ଅନୁଗୁଳ ଜିଲ୍ଲା ବିଜେଡିର ଉପସଭାପତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେଡି ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଯୋକୁବ ଗାଁର ଧରଣୀଧର ସାହୁ (ଧନୀ)। ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ଅନୁମୋଦନ ତଥା ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନ…

Continue Readingଧରଣୀଧର ସାହୁ ହେଲେ ଅନୁଗୁଳ ଜିଲ୍ଲା ବିଜେଡିର ଉପସଭାପତି

ନିରପେକ୍ଷ ନିର୍ବାଚନକୁ ଅନୁଗୁଳ ପ୍ରଶାସନର ଗୁରୁତ୍ୱ: ନିର୍ବାଚନ ସମ୍ପର୍କିତ ଆପତ୍ତି ଅଭିଯୋଗ ପାଇଁ ଜାରି କଲା ମୋବାଇଲ୍ ନମ୍ବର

ଅନୁଗୁଳ: ଆସନ୍ତା ୨୫ ତାରିଖରେ ଅନୁଗୁଳ ଜିଲ୍ଲାରେ ମତଦାନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନକୁ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହା ସହ ଅନୁଗୁଳ ଜିଲ୍ଲା…

Continue Readingନିରପେକ୍ଷ ନିର୍ବାଚନକୁ ଅନୁଗୁଳ ପ୍ରଶାସନର ଗୁରୁତ୍ୱ: ନିର୍ବାଚନ ସମ୍ପର୍କିତ ଆପତ୍ତି ଅଭିଯୋଗ ପାଇଁ ଜାରି କଲା ମୋବାଇଲ୍ ନମ୍ବର

ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ରେଡକ୍ରସ ଦିବସ

ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ସ୍କୁଲର ରେଡକ୍ରସ କାଉନସିଲର ମନ୍ଦାକିନୀ ସାହୁଙ୍କ ତତ୍ତ୍ଵାବଧାନରେ କ୍ରୀଡା ଶିକ୍ଷକ ବିନୋଦ ଚନ୍ଦ୍ର ଦେହୁରୀ,ନୀଳମଣି ଦେହୁରୀ, ଶିକ୍ଷିକା ସ୍ଥିତପ୍ରଜ୍ଞା ଗଡ଼ନାୟକ ଏବଂ ରେଡକ୍ରସ ସୋସାଇଟିର ଆଜୀବନ…

Continue Readingଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ରେଡକ୍ରସ ଦିବସ

ପାଣି ପାଇଁ ରାସ୍ତା ଅବରୋଧ: ଗରା ବାଲଟି ଧରି ଆନ୍ଦୋଳନ କଲେ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମ ପଞ୍ଚାୟତର ୮ ନମ୍ବର ୱାର୍ଡ ତଥା ମହୁଲବୁରି ସାହିର ବାସିନ୍ଦା ଆଜି ଅପରାହ୍ନରେ ପାଣି ପାଇଁ ରାସ୍ତା ଉପରେ ଗରା ବାଲଟି ଧରି ବସିଛନ୍ତି। ସୂଚନା ମୁତାବକ, କାଣ୍ଡସର ପଞ୍ଚାୟତ…

Continue Readingପାଣି ପାଇଁ ରାସ୍ତା ଅବରୋଧ: ଗରା ବାଲଟି ଧରି ଆନ୍ଦୋଳନ କଲେ ଲୋକେ

ତାଳଚେର ଉପଖଣ୍ଡ ରେଡକ୍ରସ ସୋସାଇଟ୍ ପକ୍ଷରୁ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ

ତାଳଚେର: ତାଳଚେର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ତାଳଚେର ଉପଖଣ୍ଡ ରେଡକ୍ରସ୍ ସୋସାଇଟ୍ ପକ୍ଷରୁ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ତାଳଚେର ବ୍ଲକ୍ ବିଡ଼ିଓ ଚିନ୍ମୟୀ ଚେତନା ଦାସ ଓ ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ବିକାଶ…

Continue Readingତାଳଚେର ଉପଖଣ୍ଡ ରେଡକ୍ରସ ସୋସାଇଟ୍ ପକ୍ଷରୁ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ

ଅମଲାପଡ଼ା ଅଞ୍ଚଳରୁ ଅଜଣା ମୃତ ଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ଅମଲାପଡ଼ା ଅଞ୍ଚଳରୁ ଦିନ ଦ୍ବିପ୍ରହରରେ ଏକ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର କରିଛି ପୋଲିସ। ସୂଚନା ମୁତାବକ, ଅମଲାପଡ଼ା କେନାଲ ପାଖ ଏଟିଏମ ବାହାରେ ଜଣେ ଅଜଣା ବ୍ୟକ୍ତି ଶୋଇଥିବାର ଅଞ୍ଚଳ ବାସୀ…

Continue Readingଅମଲାପଡ଼ା ଅଞ୍ଚଳରୁ ଅଜଣା ମୃତ ଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ, ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ନିବେଦନ

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ପଞ୍ଚାୟତ, ବଉଳିଗଡ଼ ଗ୍ରାମ ପଞ୍ଚାୟତ, ତୁଳସୀପାଳ ଗ୍ରାମ ପଞ୍ଚାୟତ ଠାରେ ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଢେଙ୍କାନାଳ ଲୋକସଭା କ୍ଷେତ୍ର ବିଜେଡି…

Continue Readingଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ, ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ନିବେଦନ

ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ଏଥର ହ୍ୱାଟସ୍‌ଆପ୍‌ରେ ମିଳିବ ପରୀକ୍ଷା ଫଳ

କଟକ: ଚଳିତ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ମେ ମାସ ଶେଷ ଆଡ଼କୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଲକ୍ଷ୍ୟ ରଖିଛି ବୋଲି ସୂଚନା ମିଳିଛି। ନିର୍ବାଚନୀ ତାଲିମ୍ କାର୍ଯ୍ୟ…

Continue Readingମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ଏଥର ହ୍ୱାଟସ୍‌ଆପ୍‌ରେ ମିଳିବ ପରୀକ୍ଷା ଫଳ

ନିର୍ବାଚନ ପାଇଁ ଉତ୍ତରାଞ୍ଚଳ ଓ ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ରେଞ୍ଜରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ, ଜବତ ହୋଇଛି ନଗଦ ୨ କୋଟି ୬୭ ଲକ୍ଷ କଳା ଟଙ୍କା ଏବଂ ୯ କୋଟିର ମାଦକ ଦ୍ରବ୍ୟ

ଅନୁଗୁଳ: ଆସନ୍ତା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଉତ୍ତରାଞ୍ଚଳ ଓ ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ରେଞ୍ଜ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏନେଇ ମଙ୍ଗଳବାର ଦିନ ଅନୁଗୁଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…

Continue Readingନିର୍ବାଚନ ପାଇଁ ଉତ୍ତରାଞ୍ଚଳ ଓ ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ରେଞ୍ଜରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ, ଜବତ ହୋଇଛି ନଗଦ ୨ କୋଟି ୬୭ ଲକ୍ଷ କଳା ଟଙ୍କା ଏବଂ ୯ କୋଟିର ମାଦକ ଦ୍ରବ୍ୟ

ଖେଳିବା ହେଲା କାଳ! ଖେଳୁଥିବା ବେଳେ ପଡ଼ିଯାଇ ନାବାଳକର ମୃତ୍ୟୁ, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ସେରେଣାବେଡ଼ା ଗ୍ରାମରେ ଖେଳୁ ଥିବା ସମୟରେ ଖସି ପଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ପଙ୍କଜ ନାଏକଙ୍କ ପୁଅ ସୂର୍ଯ୍ୟକାନ୍ତ ନାଏକ (୧୫)। ସୂର୍ଯ୍ୟକାନ୍ତ ନିଜ ଘର…

Continue Readingଖେଳିବା ହେଲା କାଳ! ଖେଳୁଥିବା ବେଳେ ପଡ଼ିଯାଇ ନାବାଳକର ମୃତ୍ୟୁ, କାରଣ ଅସ୍ପଷ୍ଟ