୧୭ ବର୍ଷରୁ କମ୍ ରାଜ୍ୟସ୍ତରୀୟ କ୍ରିକେଟ୍

ଅନୁଗୁଳ: ୧୭ ବର୍ଷରୁ କମ ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନରେ ବାଳିକା ବିଭାଗରେ ଭୁବନେଶ୍ବର ମୟୂରଭଞ୍ଜକୁ, ବାଲେଶ୍ବର ମୟୂରଭଞ୍ଜକୁ, ଭବନେଶ୍ୱର୍ ଅନୁଗୁଳୁକୁ ଓ ବାଲେଶ୍ଵର ଅନୁଗୁଳକୁ ପରାସ୍ତ କରିଥିଲା।ସେହିଭଳି ବାଳକ ବିଭାଗରେ ଭଦ୍ରକ ଜଗତସିଂହପୁରକୁ, ବାଲେଶ୍ବର ଗଜପତିକୁ, ମୟୂରଭଞ୍ଜ କେନ୍ଦ୍ରାପଡ଼ାକୁ,…

Continue Reading୧୭ ବର୍ଷରୁ କମ୍ ରାଜ୍ୟସ୍ତରୀୟ କ୍ରିକେଟ୍

ବାଲିପଟା ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ, ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଲିପଟା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରବିବାର ଉଦଯାପିତ ହୋଇଛି। ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟି ସଭାପତି ତଥା ବରିଷ୍ଠ ପୋଲିସ ଅଧିକାରୀ ମାନସ ରଞ୍ଜନ ଗଡ଼ନାୟକଙ୍କ ପୌରୋହିତ୍ୱରେ ଆୟୋଜିତ ଏହି…

Continue Readingବାଲିପଟା ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ, ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜଣାଇଲେ କମଳାକାନ୍ତ ସାହୁ, ବିଜେପିରେ ଯୋଗ ଦେଲେ ବିଜେଡି ଯୁବ ନେତା ଯୋଗେଶ ପଟ୍ଟନାୟକ

ଅନୁଗୁଳ: ଆଜି ଅପରାହ୍ନରେ ତୁବେ ପଞ୍ଚାୟତର ତୁବେ ଛକ ଠାରେ ଯୁବ ନେତା କମଳାକାନ୍ତ ସାହୁଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହି ସମ୍ବର୍ଦ୍ଧନା ସମୟରେ ବିଜେପି ଗ୍ରାମ ସଭାପତି ବାଙ୍କନିଧି ସାହୁ, ଯୁବ ନେତା…

Continue Readingକେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜଣାଇଲେ କମଳାକାନ୍ତ ସାହୁ, ବିଜେପିରେ ଯୋଗ ଦେଲେ ବିଜେଡି ଯୁବ ନେତା ଯୋଗେଶ ପଟ୍ଟନାୟକ

ଜରପଡା ପତିତପାବନ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡା ପତିତପାବନ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଶରତ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ…

Continue Readingଜରପଡା ପତିତପାବନ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

ନୂଆ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଶନିବାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକଅଦାଲତରେ ୭୭୯୩ଟି ପ୍ରାକ ମୋକଦ୍ଦମା ଜନିତ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୭୧ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ଫଇସଲା କରାଯାଇ ୨୩ଲକ୍ଷ…

Continue Readingନୂଆ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ନବୀନ ଜିନ୍ଦଲଙ୍କୁ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ ସମ୍ମାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ଜଣାଶୁଣା ଭିଭିଭୂମି ଅଙ୍କ ବ୍ୟାଙ୍କ ଏବଂ ଭଭିଭୂମି ଗବେଷଣା ଅଧ୍ୟୟନ ତାଲିମ ଫାଉଣ୍ଡେସନ୍ ଓ ଫାଷ୍ଟ…

Continue Readingନବୀନ ଜିନ୍ଦଲଙ୍କୁ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ ସମ୍ମାନ

ପୋଲିସର ବର୍ବରତା, ଯୁବକ ଗୁରୁତର, ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଥାନା ପୋଲିସର ବର୍ବତାର ଏକ ନମୁନା ଆଜି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା…

Continue Readingପୋଲିସର ବର୍ବରତା, ଯୁବକ ଗୁରୁତର, ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି

ରାସ୍ତା ଅତିକ୍ରମ ବେଳେ ମାଡ଼ିଗଲା ଟ୍ରଲର: ଯୁବକ ଗୁରୁତର, ଡ୍ରାଇଭର ଗିରଫ

ପାଳଲହଡ଼ା: ପାଳଲହଡା ଉପଖଣ୍ଡ ୪୯ ନଂ ଜାତୀୟ ରାଜପଥ ମୁକ୍ତାପୁର ନିକଟସ୍ଥ ରାଜୁ ଢାବା ସମ୍ମୁଖରେ ଟ୍ରଲର ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ପାଳଲହଡା ଶିଗଡ଼ ପଞ୍ଚାୟତ ତିମି ଗାଁର ପୂର୍ଣ୍ଣଚନ୍ଦ୍ର ପ୍ରଧାନ (୪୮) ଜାତୀୟ ରାଜପଥ…

Continue Readingରାସ୍ତା ଅତିକ୍ରମ ବେଳେ ମାଡ଼ିଗଲା ଟ୍ରଲର: ଯୁବକ ଗୁରୁତର, ଡ୍ରାଇଭର ଗିରଫ

ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ବଖରା, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଖାମଣା ଗାଁରେ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ମୁତାବକ, ଖାମଣା ଗାଁରେ କୌଣସି କାରଣରୁ ଏକ ଘରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଏହି ନିଆଁ…

Continue Readingଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ବଖରା, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

୧୭ ବର୍ଷରୁ କମ ରାଜ୍ୟ ସ୍ତରୀୟ କ୍ରିକେଟ

ଅନୁଗୁଳ: ଆଜିଠାରୁ ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗର ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। କଦମ ପଡିଆରେ ଅନୁଷ୍ଠିତ ବାଳକ ବିଭାଗ ମ୍ୟାଚରେ ଅନୁଗୁଳ କୋରାପୁଟକୁ ୨ ୱିକେଟରେ, ଢେ଼ଙ୍କାନାଳ ରାୟଗଡ଼ାକୁ ୪୩ ରନରେ, ବଲାଙ୍ଗୀର କୋରାପୁଟକୁ…

Continue Reading୧୭ ବର୍ଷରୁ କମ ରାଜ୍ୟ ସ୍ତରୀୟ କ୍ରିକେଟ