ଆସନ୍ତା ୧୧ ରେ ଆୟୋଜିତ ହେଉଛି ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ, ମାଗଣାରେ ନ୍ୟାୟ ପାଇପାରିବେ ଅନୁଗୁଳବାସୀ

ଅନୁଗୁଳ : ଆସନ୍ତା ଶନିବାର ଫେବୃୟାରୀ ୧୧ ତାରିଖରେ ଅନୁଗୁଳ, ତାଳଚେର, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳ ସ୍ଥିତ ଅଦାଲତ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ…

Continue Readingଆସନ୍ତା ୧୧ ରେ ଆୟୋଜିତ ହେଉଛି ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ, ମାଗଣାରେ ନ୍ୟାୟ ପାଇପାରିବେ ଅନୁଗୁଳବାସୀ

ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ୩ ଟା ବେଳେ କୁରୁଡୋଲ ଆର୍ୟା ଢାବା ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ସିଦ୍ଧାନ୍ତ(୩୫) ନାମକ ଯୁବକ କୁରୁଡୋଲରୁ ସ୍କୁଟର ଯୋଗେ ଅନୁଗୁଳ ଆଡକୁ ଆସୁଥିବାବେଳେ ବିପରୀତ ଦିଗରୁ ପିଣ୍ଟୁ…

Continue Readingସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ବିଭିନ୍ନ ଦାବି ନେଇ ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇଞ୍ଜିନିୟର ଏକତା ମଞ୍ଚର ବିକ୍ଷୋଭ

ଅନୁଗୁଳ : ସ୍ଥାନୀୟ ଅମଲାପଡ଼ା ସ୍ଥିତ ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଇଞ୍ଜିନିୟର ଏକତା ମଞ୍ଚ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କର୍ମଚାରୀ ମାନଙ୍କର ଏନ୍ ପି ଏସ ଲାଗୁ କରିବା,…

Continue Readingବିଭିନ୍ନ ଦାବି ନେଇ ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇଞ୍ଜିନିୟର ଏକତା ମଞ୍ଚର ବିକ୍ଷୋଭ

ବ୍ରାଉନ୍‌ସୁଗର ଜବତ, ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ନାଲ୍‌କୋ ନଗର ଥାନା ଅଞ୍ଚଳରେ ବୁଧବାର ଚଢ଼ଉ କରାଯାଇ ବ୍ରାଉନ୍‌ସୁଗର୍ ଜବତ କରାଯିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ,ଏକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ କାଣ୍ଡସର ଗାଁ…

Continue Readingବ୍ରାଉନ୍‌ସୁଗର ଜବତ, ଯୁବକ ଗିରଫ

ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର

ତାଳଚେର: ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ତାଲିମଦିଆଯାଇଛି । ଆୟୋଜିତ ଏହି ଶିବିରକୁ ବିଦ୍ୟାଳୟର ଅଧକ୍ଷା ଶିବାନୀ ମହାପାତ୍ର ଉଦଘାଟନ କରି ପ୍ରଶିକ୍ଷଣର ଉପକାରୀତା ସମ୍ପର୍କରେ ଆଲୋଚନା କରିଥିଲେ। ୮ଦିନ ବ୍ୟାପି ଏହି ଶିବିରରେ ତାଲିମ ଅଧିକାରିଣୀ…

Continue Readingଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର

ନାଲକୋରେ ଦୁଇ ଦିନିଆ ପୁଷ୍ପ ଏବଂ ପନିପରିବା ପ୍ରଦର୍ଶନୀ, ଆକର୍ଷଣ ପନିପରିବା ଦେଖିବାକୁ ଜମୁଛି ପ୍ରବଳ ଭିଡ଼

ବଅଁରପାଳ: ନାଲକୋ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ଉଦ୍ୟାନ ବିଭାଗ ଅଧିକାରୀ ଶୁଭେନ୍ଦୁ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଦୁଇ ଦିନିଆ ପୁଷ୍ପ ଏବଂ ଫଳ ପନିପରିବା ପ୍ରଦର୍ଶନୀ ଉଦଘାଟିତ ହୋଇଛି। ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ ମୁଖ୍ୟ ଅତିଥି ଭାବେ…

Continue Readingନାଲକୋରେ ଦୁଇ ଦିନିଆ ପୁଷ୍ପ ଏବଂ ପନିପରିବା ପ୍ରଦର୍ଶନୀ, ଆକର୍ଷଣ ପନିପରିବା ଦେଖିବାକୁ ଜମୁଛି ପ୍ରବଳ ଭିଡ଼

ଅନୁଗୁଳକୁ ମଶା ମୁକ୍ତ କରିବାକୁ ଜିଲ୍ଲା କଂଗ୍ରେସ ତରଫରୁ ପୌର ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର

ଅନୁଗୁଳ: ଅନୁଗୁଳ ପୌରପାଳିକାରେ ଲାଗି ରହିଥିବା ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ତରଫରୁ ସାଧାରଣ ସମ୍ପାଦକ ତଥା ପୂର୍ବତନ କାଉନସିଲର ବଲବୀର ସିଂଙ୍କ ନେତୃତ୍ବରେ ନଗରପାଳଙ୍କ ଅନୁପସ୍ଥିତିରେ ପୌର ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। କଂଗ୍ରେସ କର୍ମୀଙ୍କ ଅଭିଯୋଗ…

Continue Readingଅନୁଗୁଳକୁ ମଶା ମୁକ୍ତ କରିବାକୁ ଜିଲ୍ଲା କଂଗ୍ରେସ ତରଫରୁ ପୌର ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର

ସାତକୋଶିଆ ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ: ସରକାର ତୁରନ୍ତ ସମସ୍ୟା ନ ବୁଝିଲେ ଆନ୍ଦୋଳନ କରିବାକୁ ଚେତାବନୀ

ଅନଗୁଳ : ସାତକୋଶିଆ ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ ଟିକରପଡ଼ାରେ ଅନୁଷ୍ଠିତ ହୋଇଛି। ମଣ୍ଡଳ ସଭାପତି ଅନନ୍ତ ବାସୁଦେବ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ଦିଲେଶ୍ଵର…

Continue Readingସାତକୋଶିଆ ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ: ସରକାର ତୁରନ୍ତ ସମସ୍ୟା ନ ବୁଝିଲେ ଆନ୍ଦୋଳନ କରିବାକୁ ଚେତାବନୀ

ନାଲକୋ ପକ୍ଷରୁ ୩ଟି ନୂଆ ଏମଏଚୟୁ ଗାଡ଼ି ସେବା ଆରମ୍ଭ, ୪୪ ଗାଁରେ ରୋଗୀଙ୍କର କରିବ ସ୍ୱାସ୍ଥ୍ୟ ପରୀକ୍ଷା ଓ ଦେବ ଔଷଧ

ଅନୁଗୁଳ : ନାଲକୋ ପକ୍ଷରୁ ପାରିପାର୍ଶ୍ବିକ ୪୪ ଗାଁର ୬୬ଟି ସ୍ଥାନ ପାଇଁ ତିନିଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟର ଶୁଭାରମ୍ଭ କରାଯାଇଛି। ମୁଖ୍ୟ ଅତିଥି ଭାବେ ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ, ମାନବ ସମ୍ବଳ ପ୍ରବନ୍ଧକ ଏସ.ଏ ବାସୁ, ମାନବ…

Continue Readingନାଲକୋ ପକ୍ଷରୁ ୩ଟି ନୂଆ ଏମଏଚୟୁ ଗାଡ଼ି ସେବା ଆରମ୍ଭ, ୪୪ ଗାଁରେ ରୋଗୀଙ୍କର କରିବ ସ୍ୱାସ୍ଥ୍ୟ ପରୀକ୍ଷା ଓ ଦେବ ଔଷଧ

ପ୍ରଧାନମନ୍ତ୍ରୀ ଆବାସରେ ବଡ଼ ଘୋଟାଲା, ପାଳଲହଡ଼ା ବ୍ଲକ ଅଫିସ୍ ଘେରିଲା ବିଜେପି

ଅନୁଗୁଳ : ପ୍ରଧାନମନ୍ତ୍ରୀ ଆବାସରେ ବଡ଼ ଘୋଟାଲା ହୋଇଥିବା ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି। ଆଜି ସ୍ଥାନୀୟ ପାଳଲହଡ଼ା ବ୍ଲକରେ ଏନେଇ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏଠାକୁ ଆସିଥିବା ୩,୬୦୦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ୧୫୦୦ ଘର ହେରଫେର…

Continue Readingପ୍ରଧାନମନ୍ତ୍ରୀ ଆବାସରେ ବଡ଼ ଘୋଟାଲା, ପାଳଲହଡ଼ା ବ୍ଲକ ଅଫିସ୍ ଘେରିଲା ବିଜେପି