ପୂର୍ବତନ ଶାସନ ସଚିବଙ୍କ ବିୟୋଗରେ ଶୋକ
ଅନୁଗୁଳ: ଆଠମଲ୍ଲିକ ମାଟିର ପୁଅ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ର (୮୩)ଙ୍କ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଗତ ବୁଧବାର ପରଲୋକ ଘଟିଛି। ଆଠମଲ୍ଲିକରେ ଜନ୍ମିତ ସ୍ବର୍ଗତ ମିଶ୍ର ନିଜ ନିଷ୍ଠା, ଅଧ୍ୟବସାୟ ବଳରେ ସାଧାରଣ…