ଟିକସ ଆଦାୟରେ ପ୍ରଥମ: ଆଠମଲ୍ଲିକ ଏନଏସିକୁ ୧ କୋଟି ଟଙ୍କାର ପୁରସ୍କାର

ଅନୁଗୋଳ: ନିଜସ୍ୱ ଟିକସ ଆଦାୟରେ କୃତିତ୍ୱ ହାସଲ କରି ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି। ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଓୟୁଏଟିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ…

Continue Readingଟିକସ ଆଦାୟରେ ପ୍ରଥମ: ଆଠମଲ୍ଲିକ ଏନଏସିକୁ ୧ କୋଟି ଟଙ୍କାର ପୁରସ୍କାର

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଆଠମଲ୍ଲିକ ଗସ୍ତ: ଭବ୍ଯ ସ୍ବାଗତ

​ଅନୁଗୋଳ: ଆଜି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଠମଲ୍ଲିକ ଗସ୍ତରେ ଆସିଛନ୍ତି। ଏହି ଅବସରରେ ସ୍ଥାନୀୟ ପ୍ରଶାସନ ଓ ଦଳୀୟ କର୍ମୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି।​ଆଠମଲ୍ଲିକ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହାଙ୍କ ସମେତ ବିଜେପିର ବହୁ ନେତୃସ୍ଥାନୀୟ ବ୍ୟକ୍ତି ଓ କର୍ମକର୍ତ୍ତାମାନେ…

Continue Readingଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଆଠମଲ୍ଲିକ ଗସ୍ତ: ଭବ୍ଯ ସ୍ବାଗତ

ଆଠମଲ୍ଲିକରେ ବିକାଶର ଛାପ: ବହୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ: ଆଠମଲ୍ଲିକ ଅଞ୍ଚଳର ମୌଳିକ ଭିତ୍ତିଭୂମି ଓ ଆଧ୍ୟାତ୍ମିକ ବିକାଶ ଦିଗରେ ଆଉ ଏକ ପଦକ୍ଷେପ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଠମଲ୍ଲିକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିଛନ୍ତି। ସାଂସଦ…

Continue Readingଆଠମଲ୍ଲିକରେ ବିକାଶର ଛାପ: ବହୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୩୦ ଫୁଟ୍ ତଳକୁ ଖସିଲା ଟ୍ରକ୍: ଡ୍ରାଇଭର ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର କିଆକଟା-ବଇଣ୍ଡା ୬୨ ନମ୍ବର ରାଜ୍ୟ ରାଜପଥର ପୁରୁଣାମାଣତ୍ରୀ ବ୍ରିଜ୍ ଉପରେ ଯାଉଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ବ୍ୟାରିକେଡ୍ ଭାଙ୍ଗି ପ୍ରାୟ ୩୦ ଫୁଟ୍ ତଳକୁ ଖସିପଡ଼ିଛି। ଏହି ଭୟଙ୍କର ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର…

Continue Readingଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୩୦ ଫୁଟ୍ ତଳକୁ ଖସିଲା ଟ୍ରକ୍: ଡ୍ରାଇଭର ଗୁରୁତର

ସାପ କାମୁଡ଼ାରେ ୧୧ ବର୍ଷର ନାବାଳକ ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ପୀତବାସପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ୧୧ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ପ୍ରିୟବ୍ରତ ମେଣ୍ଡୁଲିଙ୍କ ପୁଅ ପ୍ରୀତମ ମେଣ୍ଡୁଲି। ସୂଚନା ଅନୁଯାୟୀ, ଗତ ରବିବାର ରାତିରେ…

Continue Readingସାପ କାମୁଡ଼ାରେ ୧୧ ବର୍ଷର ନାବାଳକ ମୃତ

ଉଦ୍ଧାର କରି ଆକ୍ରମଣର ଶିକାର ହେଲେ ଲୋକେ

ଅନୁଗୋଳ: ମୃତ୍ୟୁ ମୁହଁରୁ ବଞ୍ଚାଇଲେ, ହେଲେ ବଦଳରେ ମିଳିଲା ଆକ୍ରମଣ। ଏମିତି ଏକ ରୋମାଞ୍ଚକର ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଟୁସର ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ ଦୁଇଟି ଭାଲୁ ଗୋଟିଏ…

Continue Readingଉଦ୍ଧାର କରି ଆକ୍ରମଣର ଶିକାର ହେଲେ ଲୋକେ

ଡୁମାଳ ସମାଜର ଜିଲ୍ଲା ସମ୍ମିଳନୀ: ଶିକ୍ଷା ଓ ସଂସ୍କାର ଉପରେ ଗୁରୁତ୍ୱ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକସ୍ଥିତ ମାଧପୁର ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଡୁମାଳ ପରିଷଦର ସ୍ୱତନ୍ତ୍ର ଜିଲ୍ଲା ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ଆଇନଜୀବୀ ଅଞ୍ଜନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଭାପତି ଦୟାସାଗର ମେଣ୍ଡୁଲି…

Continue Readingଡୁମାଳ ସମାଜର ଜିଲ୍ଲା ସମ୍ମିଳନୀ: ଶିକ୍ଷା ଓ ସଂସ୍କାର ଉପରେ ଗୁରୁତ୍ୱ

ଆଠମଲ୍ଲିକରେ ‘ସେବା, ସୁଶାସନ ଓ ଗରିବ କଲ୍ୟାଣର ସଂକଳ୍ପ’ ଏବଂ ବୁଦ୍ଧିଜୀବୀ ସମାବେଶ

ଆଠମଲ୍ଲିକ: କେନ୍ଦ୍ର ସରକାରଙ୍କ ଗୌରବମୟ ୧୨ ବର୍ଷ ପୂର୍ତ୍ତି ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ସଫଳତାର ୨ ବର୍ଷ ପୂର୍ତ୍ତି ଅବସରରେ ଆଠମଲ୍ଲିକ ବିଧାନସଭା କ୍ଷେତ୍ର ପକ୍ଷରୁ 'ସେବା, ସୁଶାସନ ଓ ଗରିବ କଲ୍ୟାଣର ସଂକଳ୍ପ ଏବଂ ବୁଦ୍ଧିଜିବୀ ସମାବେଶ' ଅନୁଷ୍ଠିତ…

Continue Readingଆଠମଲ୍ଲିକରେ ‘ସେବା, ସୁଶାସନ ଓ ଗରିବ କଲ୍ୟାଣର ସଂକଳ୍ପ’ ଏବଂ ବୁଦ୍ଧିଜୀବୀ ସମାବେଶ

ରାଣୀ ଦୁର୍ଗାବତୀଙ୍କ ବୀରତ୍ୱକୁ ସମ୍ମାନ: ଆଠମଲ୍ଲିକରେ ଗୋଣ୍ଡ ମହାସଭାର ବିରାଟ ସମାବେଶ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର ଆମ୍ବସରମୁଣ୍ଡା ସ୍ଥିତ ଜଂଘା ବଡ଼ଦେବ କଳା ମଣ୍ଡପଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା, ଓଡ଼ିଶା ପ୍ରଦେଶ ଆନୁକୂଲ୍ୟରେ ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୪୬୩ତମ ବଳିଦାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ସଭାନେତ୍ରୀ…

Continue Readingରାଣୀ ଦୁର୍ଗାବତୀଙ୍କ ବୀରତ୍ୱକୁ ସମ୍ମାନ: ଆଠମଲ୍ଲିକରେ ଗୋଣ୍ଡ ମହାସଭାର ବିରାଟ ସମାବେଶ

ରାଜିଙ୍ଗ ଚଷା ପୁଞ୍ଜର ବାର୍ଷିକ ସମାବେଶ: ଚାଷୀଙ୍କ ବିକାଶ ପାଇଁ ଏକଜୁଟ ହେଲେ ଶତାଧିକ ସଦସ୍ୟ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଚିଲଖଣ୍ଡି ଗ୍ରାମର ଆମ୍ବତେଟାଠାରେ ରାଜିଙ୍ଗ ପୁଞ୍ଜ ଚଷା ସମାଜର ବାର୍ଷିକ ସମାବେଶ ଅନୁଷ୍ଠିତ ହୋଇଛି। ସମାଜର ସଭାପତି ଜୟଲାଲ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ବିଜୟାନନ୍ଦ ପ୍ରଧାନ ପରିଚାଳନା କରିଥିଲେ। ଏହି…

Continue Readingରାଜିଙ୍ଗ ଚଷା ପୁଞ୍ଜର ବାର୍ଷିକ ସମାବେଶ: ଚାଷୀଙ୍କ ବିକାଶ ପାଇଁ ଏକଜୁଟ ହେଲେ ଶତାଧିକ ସଦସ୍ୟ