କେନାଲରେ ପଡି ଗୟଳ ମଲା

ଅନୁଗୁଳ: ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜ ଜଙ୍ଗଲରୁ ଏକ ବୟଷ୍କ ଗୟଳ ପାଣି ପିଇବାକୁ ବାହାରି ଆସି ସାମନାରେ ଥିବା ନୂଆଗାଁ-ସୋରିସପଙ୍କ ମାଞ୍ଜୋର୍ କେନାଲରେ ପଡି ଯାଇଥିଲା। ଖବର ପାଇ ଗ୍ରାମବାସୀ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ…

Continue Readingକେନାଲରେ ପଡି ଗୟଳ ମଲା

ନିର୍ଦ୍ଦେଶ ଅବମାନନା: ଆଠମଲ୍ଲିକ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଦ୍ୱିତୀୟ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ଆଠମଲ୍ଲିକ ଏନଏସି (NAC) ନିର୍ବାହୀ ଅଧିକାରୀଙ୍କୁ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦ୍ୱିତୀୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ପୁନର୍ବାସ ସହାୟତା ଯୋଜନାରେ ମନୋନୀତ ପ୍ରାର୍ଥୀ ରଶ୍ମି ରଞ୍ଜନ ସିଂଙ୍କୁ…

Continue Readingନିର୍ଦ୍ଦେଶ ଅବମାନନା: ଆଠମଲ୍ଲିକ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଦ୍ୱିତୀୟ କାରଣ ଦର୍ଶାଅ ନୋଟିସ

ହିତାଧିକାରୀଙ୍କ ପାଖରେ ପହଞ୍ଚୁ ସରକାରୀ ଯୋଜନା; ପିଇଓଙ୍କୁ ଭେଟିଲେ ବିଜେପି କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କୃତିବାସପୁର ପଞ୍ଚାୟତର ବିକାଶ ପାଇଁ ବିଜେପି ପକ୍ଷରୁ ଦାବି ଜଣାଯାଇଛି। ଶକ୍ତି ପ୍ରମୁଖ ଲକ୍ଷ୍ମଣ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ତ୍ରିନାଥ ଦେହୁରୀଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଭେଟିଥିଲେ।…

Continue Readingହିତାଧିକାରୀଙ୍କ ପାଖରେ ପହଞ୍ଚୁ ସରକାରୀ ଯୋଜନା; ପିଇଓଙ୍କୁ ଭେଟିଲେ ବିଜେପି କର୍ମକର୍ତ୍ତା

ବାହାଘର ପ୍ରୋସେସନ୍ ବେଳେ ଫୁଟିଲା ଗୁଳି, ଦୁଇ ଆହତ

ଅନୁଗୁଳ: ବାହାଘର ପ୍ରୋସେସନ୍ ବେଳେ ଫୁଟିଲା ଗୁଳି । ଦୁଇ ଆହତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଗୁଳିକାଣ୍ଡ। ବୌଦ୍ଧ ଅଞ୍ଚଳରୁ ବେଲପୁଞ୍ଜି ଗାଁକୁ ଆସିଥିଲେ ବରଯାତ୍ରୀ । ପ୍ରୋସେସନ୍ ଚାଲିଥିବାବେଳେ ହଠାତ୍ ଗୁଳି ଫୁଟିଥିଲା । ଏଥିରେ ମନମୁଣ୍ଡା…

Continue Readingବାହାଘର ପ୍ରୋସେସନ୍ ବେଳେ ଫୁଟିଲା ଗୁଳି, ଦୁଇ ଆହତ

ଜିଲ୍ଲା ଜଜ୍‌ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଠମଲ୍ଲିକ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ଅନୁଗୁଳ: ୨୦୨୬-୨୭ ବର୍ଷ ପାଇଁ ଆଠମଲ୍ଲିକ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶେଷ ହେବା ପରେ ନବନିର୍ବାଚିତ ପ୍ରତିନିଧି ଦଳ ଅନୁଗୁଳ ଜିଲ୍ଲା ଓ ଦୌରା ଜଜ୍ ଦାମୋଦର ରଥଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସଂଘର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ…

Continue Readingଜିଲ୍ଲା ଜଜ୍‌ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଠମଲ୍ଲିକ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ଷୋଳପଦା ଶୌଣ୍ଢିକ ସମାଜର ବାର୍ଷିକ ସମ୍ମିଳନୀ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ଷୋଳପଦା ଶୁଣ୍ଢୀ ସମାଜ ପକ୍ଷରୁ ଅଲେଖପୁର ଆମ୍ବ ତୋଟାଠାରେ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଭାରେ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଯଶୋବନ୍ତ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

Continue Readingଷୋଳପଦା ଶୌଣ୍ଢିକ ସମାଜର ବାର୍ଷିକ ସମ୍ମିଳନୀ ଆୟୋଜିତ

ଆଠମଲ୍ଲିକ ସିଭିଲ ଅଦାଲତ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସିଭିଲ ଅଦାଲତ ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ବେଶ୍ ଆଡ଼ମ୍ବରରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ…

Continue Readingଆଠମଲ୍ଲିକ ସିଭିଲ ଅଦାଲତ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଗୁଣ୍ଡୁରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ: କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆନନ୍ଦପୁର ସ୍ଥିତ ଗୁଣ୍ଡୁରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଦିନ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ…

Continue Readingଗୁଣ୍ଡୁରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ: କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

୩୦ ବର୍ଷ ପରେ ମିଳିଲା ନ୍ୟାୟ: ବଧୂ ହତ୍ୟା ମାମଲାରେ ସ୍ୱାମୀ ଓ ଶାଶୂଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସଦର ମହକୁମାରେ ଦୀର୍ଘ ୩୦ ବର୍ଷ ତଳେ ଘଟିଥିବା ଏକ ବହୁଚର୍ଚ୍ଚିତ ଯୌତୁକ ଜନିତ ବଧୂ ହତ୍ୟା ମାମଲାରେ ଆଜି ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରଞ୍ଜନ…

Continue Reading୩୦ ବର୍ଷ ପରେ ମିଳିଲା ନ୍ୟାୟ: ବଧୂ ହତ୍ୟା ମାମଲାରେ ସ୍ୱାମୀ ଓ ଶାଶୂଙ୍କୁ ଆଜୀବନ କାରାଦଣ୍ଡ

ଠାକୁରଗଡ଼ ପୋଲିସକୁ ବଡ଼ ସଫଳତା: ୨୪ ଘଣ୍ଟା ଭିତରେ ଚୋରକୁ ବାନ୍ଧିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ପୋଲିସକୁ ସଫଳତା। ୨୪ ଘଣ୍ଟା ନ ପୂରୁଣୁ ଚୋରକୁ ଧରିଲା। ଗତକାଲି ସୁଭଦ୍ରା ସାହୁଙ୍କ ଘରେ ଘଟିଥିବା ଚୋରି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ମନମୋହନ…

Continue Readingଠାକୁରଗଡ଼ ପୋଲିସକୁ ବଡ଼ ସଫଳତା: ୨୪ ଘଣ୍ଟା ଭିତରେ ଚୋରକୁ ବାନ୍ଧିଲା