କିଆକଟା ଛକରେ ଭୟଙ୍କର ଦୁର୍ଘଟଣା; ବରଯାତ୍ରୀ ଗାଡ଼ି-ଟ୍ରାକ୍ଟର ମୁହାଁମୁହିଁ, ୨ ଗୁରୁତର, ୩ ଆହତ
ଅନୁଗୁଳ: ଆଠମଲ୍ଲିକ ଉପଖଣ୍ଡ କିଆକଟା ଛକ ନିକଟରେ ବିଳମ୍ବିତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବିବାହ ସାରି ଫେରୁଥିବା ବରଯାତ୍ରୀ ବୋଲେରୋ ଓ ଏକ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବାରୁ ଡ୍ରାଇଭର ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି।…





