ଠାକୁରଗଡ଼ ଗଣେଶ ପୂଜାରେ ଆଜ୍ଞାଲଡୁ ୫୪ ହଜାର ଟଙ୍କାରେ ନିଲାମ
ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଗଣେଶ ବଜାର ପୂଜା କମିଟି ପକ୍ଷରୁ ଧୂମଧାମରେ ଅଗ୍ରପୂଜ୍ୟଙ୍କ ପୂଜା ଅନୁଷ୍ଠିତ ହୋଇଛି। ପ୍ରତିବର୍ଷର ପରି ଏବର୍ଷ ମଧ୍ୟ ସଭାପତି ଶୁଭକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ପୂଜା ପରେ ପ୍ରଭୁଙ୍କ ଆଜ୍ଞା ଲଡୁ ନିଲାମ କରାଯାଇଥିଲା।…



