ଗଣ୍ଠିଗାଡ଼ିଆରେ ହାତୀ ଉତ୍ପାତ, ଗାଁ ଲୋକଙ୍କ ସମେତ ବନ ବିଭାଗ ନାକେଦମ୍
ଅନୁଗୁଳ: ସ୍ଥାନୀୟ ବଅଁରପାଳ ତହସିଲ ଅନ୍ତର୍ଗତ ନୂଆହତା ପଞ୍ଚାୟତର ଗଣ୍ଠିଗାଡ଼ିଆରେ ହାତୀ ଉତ୍ପାତ। ଦନ୍ତା ଆକ୍ରମଣରେ ଗାଁ ଲୋକେ ହନ୍ତସନ୍ତ ହୋଇଛନ୍ତି। ସୂଚନା ମୁତାବକ, ଗାଁରେ ପ୍ରାୟ ଏକ ମାସ ହେବ ହାତୀମାନେ ଉତ୍ପାତ ହେଉଛନ୍ତି। ଫଳରେ ଲୋକେ ନାହିଁ ନ…