ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ

ଅନୁଗୁଳ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ। ରାଜ୍ୟ ଯୁଗ୍ମ ଯୁବ ବିଜେଡି ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ନେତୃତ୍ୱ ତଥା ଗନପତ କ୍ଲବ ସହଯୋଗରେ ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ଏ ଅବସରରେ ପ୍ରଥମେ…

Continue Readingପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ

ଅନୁଗୁଳ ପୌର ନିର୍ବାଚନ: ବିଜେପି ହାତେଇଲା ସବୁଠୁ ଅଧିକ ସିଟ୍, ଅକ୍ଷୟ ସାମନ୍ତ ହେଲେ ନଗରପାଳ

ଅନୁଗୁଳ: ଅନୁଗୁଳରେ ଏଥରକ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଥିବାରୁ ଫଳାଫଳ ଉପରେ ଥିଲା ସମସ୍ତଙ୍କ ନଜର। ତେବେ ଏଥରକ  ବିଜେଡି ପୌର ପରିଷଦ ହାତେଇବାରେ ସଫଳ ହୋଇଛି। ନଗରପାଳ ପଦ ପାଇଁ ହେଉଥିବା ଏହି ନିର୍ବାଚନରେ ପ୍ରାରମ୍ଭିକ…

Continue Readingଅନୁଗୁଳ ପୌର ନିର୍ବାଚନ: ବିଜେପି ହାତେଇଲା ସବୁଠୁ ଅଧିକ ସିଟ୍, ଅକ୍ଷୟ ସାମନ୍ତ ହେଲେ ନଗରପାଳ

ବିଜେଡିରୁ ସତ୍ୟନନ୍ଦଙ୍କ ଇସ୍ତଫା

ଅନୁଗୁଳ:ପୌର ନିର୍ବାଚନ ପାଇଁ ସବୁ ପ୍ରମୁଖ ଦଳ ଓ ସ୍ଵାଧୀନ ପ୍ରାର୍ଥୀମାନେ ଘମଘୋଟ ପ୍ରଚାର ଚଳାଇ ଥିବାବେଳେ ନଗର ବିଜେଡି ଉପସଭାପତି ତଥା ଦଳର ପ୍ରାଥମିକ ସଦସ୍ୟ ପଦରୁ ସତ୍ୟାନନ୍ଦ ଦଳବେହେରା ଇସ୍ତଫା ଦେଇଛନ୍ତି। ସେ ଚଳିତ ପୌର ନିର୍ବାଚନରେ ବିଜେଡି…

Continue Readingବିଜେଡିରୁ ସତ୍ୟନନ୍ଦଙ୍କ ଇସ୍ତଫା

ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ବବିତା ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ବବିତା ପ୍ରଧାନ। ବବିତା କିଶୋରନଗର ବ୍ଲକ ୧୧ ନମ୍ବର ଜୋନ୍‌ରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢ଼ି ୪୨୧ ଖଣ୍ଡ ଭୋଟ୍‌ରେ ଜିତିଛନ୍ତି। ପୂର୍ବରୁ ସେ କିଶୋରନଗର ବ୍ଲକର…

Continue Readingଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ବବିତା ପ୍ରଧାନ

୮ଟି ଯାକ ବ୍ଲକ୍‌ରେ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣିଥରେ ବାଜି ମାରି ନେଇଛି ବିଜେଡି। ଚଳିତ ନିର୍ବାଚନରେ ଜିଲ୍ଲାର ୮ଟି ଯାକ ବ୍ଲକରେ ଅଧ୍ୟକ୍ଷ ପଦ ବିଜେଡି ହାତେଇଛି। ଅନୁଗୁଳ ଜିଲ୍ଲାର ସମସ୍ତ ୮ଟି ଯାକ ବ୍ଲକରେ ଶଙ୍ଖ ଧ୍ୱନି ବାଜିଛି ଓ ବିଜେଡି ବିପୁଳ…

Continue Reading୮ଟି ଯାକ ବ୍ଲକ୍‌ରେ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

୩୦୦ ସମର୍ଥକଙ୍କୁ ଧରି ବିଜେଡିରେ ମିଶିଲେ ଅକ୍ଷୟ ସାମନ୍ତ

ଅନୁଗୁଳ: କଂଗ୍ରେସ ସହ ଦୀର୍ଘ ବର୍ଷର ସମ୍ପର୍କ ଛିନ୍ନ କରି ଶେଷରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା, ଅନୁଗୁଳର ପୂର୍ବତନ ନଗରପାଳ ତଥା ରାଜ୍ୟ କ୍ରିକେଟ ଆସୋସିଏସନ୍ ଉପସଭାପତି ଅକ୍ଷୟ କୁମାର ସାମନ୍ତ। ସୋମବାର ଅପରାହ୍ନରେ…

Continue Reading୩୦୦ ସମର୍ଥକଙ୍କୁ ଧରି ବିଜେଡିରେ ମିଶିଲେ ଅକ୍ଷୟ ସାମନ୍ତ

ଏବେ ଚାଲିଛି ମିଶାଣ ଫେଡାଣର ପର୍ବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ବଅଁରପାଳ ବ୍ଲକ୍ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତର କଂଗ୍ରେସ ପଞ୍ଚାୟତ ସଭାପତି ବାନାମ୍ବର ବେହେରାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ…

Continue Readingଏବେ ଚାଲିଛି ମିଶାଣ ଫେଡାଣର ପର୍ବ

ବିଜୁ ଜନତା ଦଳର ମିଶ୍ରଣ ପର୍ବ

ଅନୁଗୁଳ: ଅନୁଗୁଳ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ରବିବାର ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ନୂଆ ମୌଜା ଗ୍ରାମ ପଞ୍ଚାୟତର ସରଧାପୁର ଗାଁର ବହୁ ବିଜେପି କର୍ମୀ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ଅନୁଗୋଳ ଜିଲ୍ଲା ବିଜେଡି…

Continue Readingବିଜୁ ଜନତା ଦଳର ମିଶ୍ରଣ ପର୍ବ

ବିଜେଡି ୨୭ ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ନାମ ଘୋଷଣା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚୟତ ନିବର୍ବାଚନ ପାଇଁ ବିଜେଡି ତାର ୨୭ ଜଣ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥିଙ୍କ ନାମ ଘୋଷଣା କରିଛି। ୧୯ ନଂ ଜୋନ୍‌ର ପ୍ରାର୍ଥିଙ୍କ ନାମ ପରେ ଘୋଷଣା ହେବ ବୋଲି ସୂଚନା ଦିଆଯାଇଛି। ଗୁରୁବାର…

Continue Readingବିଜେଡି ୨୭ ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ନାମ ଘୋଷଣା

ବଅଁରପାଳ ସେବାଶ୍ରମ ବିଦ୍ୟାଳୟର ଉନ୍ନତିକରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ବଅଁରପାଳ ପଞ୍ଚାୟତରେ ଜିଲ୍ଲା ଖଣିଜ ପାଣ୍ଠିରୁ ସେବାଶ୍ରମ ବିଦ୍ୟାଳୟର ରୂପାନ୍ତରିକରଣର ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ…

Continue Readingବଅଁରପାଳ ସେବାଶ୍ରମ ବିଦ୍ୟାଳୟର ଉନ୍ନତିକରଣ