ଅନୁଗୁଳ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ସହ ସଂଯୋଜକ ଓ ସହ ପ୍ରଭାରୀ ନିଯୁକ୍ତ
ଅନୁଗୁଳ: ବିଜେପିର ସାଙ୍ଗଠନିକ କାର୍ଯ୍ୟର ବିସ୍ତାର ପାଇଁ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଗୁରୁବାର ଅନୁଗୁଳ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ସହ ସଂଯୋଜକ ଓ ସହ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଜିଲ୍ଲା କମିଟିର ପଦାଧିକାରୀଙ୍କୁ ଏ ଦାୟିତ୍ୱ ଦିଆଯାଇଛି।…
