ଭ୍ୟାନ୍ ସହ ଶାଳ କାଠ ଜବତ

ଅନୁଗୁଳ: ହଣ୍ଡପା ବନାଞ୍ଚଳ ପକ୍ଷରୁ ସୋମବାର ନାକଚିଠାରେ ଚଢ଼ଉ କରାଯାଇ ଏକ ପିକ୍‌ଅପ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ କରାଯାଇଛି। ଉକ୍ତ ଭ୍ୟାନଟି ରେଢାଖୋଲରୁ ଅନୁଗୁଳ ଅଭିମୁଖେ ଆସୁଥିଲା। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ…

Continue Readingଭ୍ୟାନ୍ ସହ ଶାଳ କାଠ ଜବତ

ବିସ୍ଫୋରଣ ବନ୍ଦ ପାଇଁ ଦାବିପତ୍ର

ଅନୁଗୁଳ: କିଶୋରନଗର ବ୍ଳକ ଅନ୍ତର୍ଗତ ଜାମୁନାଳୀ ପଞ୍ଚାୟତ ଗିରିଦାପାହାଡରେ ଉଚ୍ଚଶକ୍ତି ସମ୍ପନ୍ନ ବିସ୍ଫୋରକ ବ୍ୟବହାର କରାଯାଇ ପଥର ଫଟାଯାଉଥିବାରୁ ନିକଟସ୍ଥ ଖଣ୍ଡବର ଗ୍ରାମବାସୀ ଛାନିଆ ହୋଇପଡିଛନ୍ତି। ମଙ୍ଗଳବାର ଗ୍ରାମ ସଭାପତି ନିଳାଦ୍ରି ସାହୁଙ୍କ ଆବାହକତ୍ବରେ ଖଣ୍ଡବର ଗ୍ରାମବାସୀ ଅନୁଗୁଳ ଜିଲ୍ଲାପାଳଙ୍କୁ ଏହି…

Continue Readingବିସ୍ଫୋରଣ ବନ୍ଦ ପାଇଁ ଦାବିପତ୍ର

ଭୋଜିରେ ଗହଳି, ୨ ହଜାର ଜରିମାନା

ଅନୁଗୁଳ: କିଶୋରନଗର ବ୍ଲକ୍ ଗାଁ ବଇଣ୍ଡା ପଞ୍ଚାୟତ ବଡ଼ହୁଲା ଗାଁର ସୁଶାନ୍ତ ସାହୁଙ୍କ ନବଜାତ କନ୍ୟାର ଏକୋଇଶିଆ ଭୋଜି ଗାଁ ଗ୍ରାମ ମନ୍ଦିରରେ ଆୟୋଜନ କରାଯାଇଥିଲା। ଏଥିପାଇଁ ପ୍ରଶାସନ ପକ୍ଷରୁ ଅନୁମତି ନିଆଯାଇନଥିଲା | ଭୋଜି ପାଇଁ ପ୍ରାୟ ୬୦ ଲୋକ…

Continue Readingଭୋଜିରେ ଗହଳି, ୨ ହଜାର ଜରିମାନା

ରେଞ୍ଜର୍‌ଙ୍କ ନାମରେ ଦମକଳ ଅଫିସ୍‌କୁ ଫେକ୍ କଲ

ଅନୁଗୁଳ: ସୋମବାର କେହି ଦୁର୍ବୃତ୍ତ ହଣ୍ଡପା ବନାଞ୍ଚଳ ଅଧିକାରୀଙ୍କ ନା' ନେଇ ବାମୁର ଅଗ୍ନିଶମ ବିଭାଗକୁ ଫେକ୍ ଫୋନ୍ କଲ୍ କରିଥିବା ଜଣାଯାଇଛି। ହଣ୍ଡପା ବନାଞ୍ଚଳର ଏନ୍ଏଚ୍-୫୫ ପାର୍ଶ୍ବରେ ଥିବା କାଳିଆ ହୋଟେଲ୍‌ ପଛପାଖ ଜଙ୍ଗଲରେ ନିଆଁ ଲାଗିଥିବା ଦର୍ଶାଇ ଏକ…

Continue Readingରେଞ୍ଜର୍‌ଙ୍କ ନାମରେ ଦମକଳ ଅଫିସ୍‌କୁ ଫେକ୍ କଲ

ଯୁବତୀଙ୍କୁ ଟଣାଓଟରା, ଯୁବକ ଗିରଫ

ଅନୁଗୁଳ: ହଣ୍ଡପା ଥାନା ବଡ଼ଡଙ୍ଗିଆଣି ଗାଁର ଜଣେ ଯୁବତୀଙ୍କୁ ଟଣାଓଟରା କରିବା ଅଭିଯୋଗରେ ଏହି ଥାନା ଖଇରମୁଣ୍ଡା ଗାଁର ବାବୁଲା ଦେହୁରୀଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ବାବୁଲା ଉକ୍ତ ଯୁବତୀଙ୍କୁ ଏକତରଫା ଭାବେ ଭଲ ପାଇଆସୁଥିଲା। ଏକୁଟିଆ…

Continue Readingଯୁବତୀଙ୍କୁ ଟଣାଓଟରା, ଯୁବକ ଗିରଫ

ଚୋରା କୋଇଲା ସହ ମିନିଟ୍ରକ୍ ଜବତ, ଦୁଇ ଗିରଫ

ଅନୁଗୁଳ: ହଣ୍ଡପା ଥାନା ହିଞ୍ଜିରିଡା ଗାଁଠାରେ ଶୁକ୍ରବାର ପୁଲିସ ଚୋରା କୋଇଲା ନେଉଥିବା ଏକ ମିନିଟ୍ରକ୍ ଜବତ କରିବା ସହ ଏ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, କିଶୋରନଗର ଥାନା ବଡ଼ରୋହିଲା ଗାଁର ବି. ବାଘ ଓ…

Continue Readingଚୋରା କୋଇଲା ସହ ମିନିଟ୍ରକ୍ ଜବତ, ଦୁଇ ଗିରଫ

ଝିଙ୍କ ମାଂସ ଜବତ, ଜଣେ ଗିରଫ

ବଇଣ୍ଡା: ହଣ୍ଡପା ରେଞ୍ଜ କୃଷ୍ଣପୁର ଗାଁର ରବି ପୋଢ଼ (୪୬)ଙ୍କଠାରୁ ଶୁକ୍ରବାର ସକାଳେ ଝିଙ୍କ ମାଂସ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରାଙ୍କ ସୂଚନା ଅନୁଯାୟୀ, ରବି ଗୁରୁବାର ରାତିରେ ନିଜ ବାଡ଼ିକୁ ପଶିଆସିଥିବା…

Continue Readingଝିଙ୍କ ମାଂସ ଜବତ, ଜଣେ ଗିରଫ

ବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସମ୍ମାନିତ

ଅନୁଗୁଳ: ବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସବ୍‌ଇନ୍ସପେକ୍ଟର ଅକ୍ଷୟ କୁମାର ଗଡ଼ନାୟକଙ୍କୁ ସମ୍ବଲପୁରଠାରେ ଜିଆରଏମ୍ ପ୍ରଦୀପ କୁମାର ଉତ୍କର୍ସ ସେବା ସମ୍ମାନ ପ୍ରଦାନ କରିଛନ୍ତି । ୬୫ତମ ରେଳ ସୁରକ୍ଷା ସପ୍ତାହ ପାଳନ ଅବସରରେ ସମ୍ବଲପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଇଣ୍ଡା…

Continue Readingବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସମ୍ମାନିତ

ବଡ଼ଗୋବିନ୍ଦପୁରରେ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଅନୁଗୁଳ: କିଶୋରନଗର ବ୍ଳକ୍ ଅନ୍ତର୍ଗତ ବଡ଼ଗୋବିନ୍ଦପୁର ଗ୍ରାମରେ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ମା’ ହିଙ୍ଗୁଳାୟୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବୁଧବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।…

Continue Readingବଡ଼ଗୋବିନ୍ଦପୁରରେ ମନ୍ଦିର ପ୍ରତିଷ୍ଠା ଉତ୍ସବ

ତୈଳ ଅପମିଶ୍ରଣ ଆଡ୍ଡାରେ ଚଢ଼ଉ

ଅନୁଗୁଳ: ହଣ୍ଡପା ଥାନା ଇଲାକା ତଥା ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକାଧିକ ଚୋରା ତୈଳ ଅପମିଶ୍ରଣ ଆଡ଼ଡ଼ାରେ ଚଢ଼ଉ କରିଛି ଅନୁଗୁଳ ପୁଲିସ ସ୍ପେଶାଲ ସ୍କ୍ୱାଡ୍। ହଣ୍ଡପା ଥାନା ପ୍ରତାପପୁର ନିକଟରେ ବୁଧବାର ବିଳମ୍ବିତ ରାତିରେ ପୁଲିସ…

Continue Readingତୈଳ ଅପମିଶ୍ରଣ ଆଡ୍ଡାରେ ଚଢ଼ଉ