ଯୁବତୀଙ୍କୁ ଟଣାଓଟରା, ଯୁବକ ଗିରଫ

ଅନୁଗୁଳ: ହଣ୍ଡପା ଥାନା ବଡ଼ଡଙ୍ଗିଆଣି ଗାଁର ଜଣେ ଯୁବତୀଙ୍କୁ ଟଣାଓଟରା କରିବା ଅଭିଯୋଗରେ ଏହି ଥାନା ଖଇରମୁଣ୍ଡା ଗାଁର ବାବୁଲା ଦେହୁରୀଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ବାବୁଲା ଉକ୍ତ ଯୁବତୀଙ୍କୁ ଏକତରଫା ଭାବେ ଭଲ ପାଇଆସୁଥିଲା। ଏକୁଟିଆ…

Continue Readingଯୁବତୀଙ୍କୁ ଟଣାଓଟରା, ଯୁବକ ଗିରଫ

ଚୋରା କୋଇଲା ସହ ମିନିଟ୍ରକ୍ ଜବତ, ଦୁଇ ଗିରଫ

ଅନୁଗୁଳ: ହଣ୍ଡପା ଥାନା ହିଞ୍ଜିରିଡା ଗାଁଠାରେ ଶୁକ୍ରବାର ପୁଲିସ ଚୋରା କୋଇଲା ନେଉଥିବା ଏକ ମିନିଟ୍ରକ୍ ଜବତ କରିବା ସହ ଏ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, କିଶୋରନଗର ଥାନା ବଡ଼ରୋହିଲା ଗାଁର ବି. ବାଘ ଓ…

Continue Readingଚୋରା କୋଇଲା ସହ ମିନିଟ୍ରକ୍ ଜବତ, ଦୁଇ ଗିରଫ

ଝିଙ୍କ ମାଂସ ଜବତ, ଜଣେ ଗିରଫ

ବଇଣ୍ଡା: ହଣ୍ଡପା ରେଞ୍ଜ କୃଷ୍ଣପୁର ଗାଁର ରବି ପୋଢ଼ (୪୬)ଙ୍କଠାରୁ ଶୁକ୍ରବାର ସକାଳେ ଝିଙ୍କ ମାଂସ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରାଙ୍କ ସୂଚନା ଅନୁଯାୟୀ, ରବି ଗୁରୁବାର ରାତିରେ ନିଜ ବାଡ଼ିକୁ ପଶିଆସିଥିବା…

Continue Readingଝିଙ୍କ ମାଂସ ଜବତ, ଜଣେ ଗିରଫ

ବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସମ୍ମାନିତ

ଅନୁଗୁଳ: ବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସବ୍‌ଇନ୍ସପେକ୍ଟର ଅକ୍ଷୟ କୁମାର ଗଡ଼ନାୟକଙ୍କୁ ସମ୍ବଲପୁରଠାରେ ଜିଆରଏମ୍ ପ୍ରଦୀପ କୁମାର ଉତ୍କର୍ସ ସେବା ସମ୍ମାନ ପ୍ରଦାନ କରିଛନ୍ତି । ୬୫ତମ ରେଳ ସୁରକ୍ଷା ସପ୍ତାହ ପାଳନ ଅବସରରେ ସମ୍ବଲପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଇଣ୍ଡା…

Continue Readingବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସମ୍ମାନିତ

ବଡ଼ଗୋବିନ୍ଦପୁରରେ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଅନୁଗୁଳ: କିଶୋରନଗର ବ୍ଳକ୍ ଅନ୍ତର୍ଗତ ବଡ଼ଗୋବିନ୍ଦପୁର ଗ୍ରାମରେ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ମା’ ହିଙ୍ଗୁଳାୟୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବୁଧବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।…

Continue Readingବଡ଼ଗୋବିନ୍ଦପୁରରେ ମନ୍ଦିର ପ୍ରତିଷ୍ଠା ଉତ୍ସବ

ତୈଳ ଅପମିଶ୍ରଣ ଆଡ୍ଡାରେ ଚଢ଼ଉ

ଅନୁଗୁଳ: ହଣ୍ଡପା ଥାନା ଇଲାକା ତଥା ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକାଧିକ ଚୋରା ତୈଳ ଅପମିଶ୍ରଣ ଆଡ଼ଡ଼ାରେ ଚଢ଼ଉ କରିଛି ଅନୁଗୁଳ ପୁଲିସ ସ୍ପେଶାଲ ସ୍କ୍ୱାଡ୍। ହଣ୍ଡପା ଥାନା ପ୍ରତାପପୁର ନିକଟରେ ବୁଧବାର ବିଳମ୍ବିତ ରାତିରେ ପୁଲିସ…

Continue Readingତୈଳ ଅପମିଶ୍ରଣ ଆଡ୍ଡାରେ ଚଢ଼ଉ

କୁକୁଡ଼ା ଚୋରି ଘଟଣା ୨୦ କୁକୁଡ଼ା ଉଦ୍ଧାର, ଜଣେ ଗିରଫ

ଅନୁଗୁଳ: ବଇଣ୍ଡା ଛକରେ ଥିବା ସନ୍ତୋଷ ପ୍ରଧାନଙ୍କ ଚିକେନ ଦୋକାନରୁ ଗତ ବୁଧବାର ରାତିରେ ୪୦ଟି କୁକୁଡ଼ା ଚୋରି ହୋଇଥିଲା । ସନ୍ତୋଷଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହି ଘଟଣାରେ ପୁଲିସ କାଳିଆ ଓରଫ୍ କୁଶ…

Continue Readingକୁକୁଡ଼ା ଚୋରି ଘଟଣା ୨୦ କୁକୁଡ଼ା ଉଦ୍ଧାର, ଜଣେ ଗିରଫ

ଦୋକାନରୁ କୁକୁଡ଼ା ଚୋରି

ଅନୁଗୁଳ: କିଶୋରନଗର ବ୍ଳକ ବଇଣ୍ଡା ଛକରେ ଥିବା ସନ୍ତୋଷ ପ୍ରଧାନଙ୍କ ଚିକେନ ଦୋକାନରୁ ବୁଧବାର ରାତିରେ ୪୦ଟି କୁକୁଡ଼ା ଚୋରି ହୋଇଯାଇଛି। ସନ୍ତୋଷ ଏ ସଂପର୍କରେ ବଇଣ୍ଡା ଫାଣ୍ଡିରେ ଅଭିଯୋଗ କରିଥିବା ଫାଣ୍ଡି ଅଧିକାରୀ ଅରୁଣ କୁମାର ପଣ୍ଡା ପ୍ରକାଶ କରିଛନ୍ତି।…

Continue Readingଦୋକାନରୁ କୁକୁଡ଼ା ଚୋରି

ବଇଣ୍ଡା ରେଲୱେ ଲେଭେଲ କ୍ରସିଂରେ ଅଘଟଣ ହଠାତ୍ ମୁକୁଳା ହୋଇଗଲା ଫାଟକ

ବଇଣ୍ଡା: ସୋମବାର ଅପରାହ୍ନରେ ସମ୍ବଲପୁର-ତାଳଚେର ରେଳପଥର ବଇଣ୍ଡାଠାରେ ଇଣ୍ଟରସିଟି ଏକ୍ସପ୍ରେସ ଏକ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ପ୍ରକାଶ ଯେ, ରାଉରକେଲା ଇଂଟରସିଟି ଅତିକ୍ରମ କରିବାକୁ ଥିବାରୁ ୫୫ ନମ୍ବର ଜାତୀୟ ରାଜପଥର ବଇଣ୍ଡାଠାରେ ରେଲୱେ ଫାଟକ ପଡ଼ି ଥିଲା । ତେବେ…

Continue Readingବଇଣ୍ଡା ରେଲୱେ ଲେଭେଲ କ୍ରସିଂରେ ଅଘଟଣ ହଠାତ୍ ମୁକୁଳା ହୋଇଗଲା ଫାଟକ

୪ ଦିନ ହେଲା ୪୦ ପରିବାର ଅନ୍ଧାରରେ

ବଇଣ୍ତା: କିଶୋରନଗର ବ୍ଲକ ଲୁହାମୁଣ୍ତା ପଞ୍ଚାୟତ କୁଶବଣିଆ ସାହିର ୪୦ଟି ବିପିଏଲ୍‌ ପରିବାର ଗତ ଶନିବାରଠାରୁ ଅନ୍ଧାରରେ ରାତି କାଟୁଛନ୍ତି। କୁଶବଣିଆ ସାହିର ଉପଭୋକ୍ତା ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରିନଥିବାରୁ ସ˚ଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ଏ ସମ୍ପର୍କରେ ବଇଣ୍ତା ବିଦ୍ୟୁତ୍‌…

Continue Reading୪ ଦିନ ହେଲା ୪୦ ପରିବାର ଅନ୍ଧାରରେ