ଅନୁଗୋଳ: ଅନୁଗୋଳ ପୌରପରିଷଦ ଅନ୍ତର୍ଗତ ଅମଲାପଡ଼ାଠାରେ ଆୟୋଜିତ କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ତାଳଚେର ବିଧାୟକ ତଥା ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ବ୍ରଜକିଶୋର ପ୍ରଧାନ। ଏହି ଅବସରରେ ସେ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଦର୍ଶନ କରି ଜଗତର ମଙ୍ଗଳ ଓ କଲ୍ୟାଣ କାମନା କରିଥିଲେ। ପୂଜାର ସୁନ୍ଦର ଆୟୋଜନ ପାଇଁ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ।
ଅମଲାପଡ଼ା କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ବୁଲିଲେ ବିଧାୟକ ବ୍ରଜକିଶୋର ପ୍ରଧାନ
- Post published:November 27, 2026
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul








