ଯାତ୍ରା ଦେଖି ଯିବା ହେଲା କାଳ! ଦୁଇ ବାଇକ ଧକ୍କା ହୋଇ ଜଣେ ମୃତ, ୩ ଗୁରୁତର

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ବଇଣ୍ଡା ଛକରେ ବୁଧବାର ବିଳମ୍ବିତ ରାତିରେ ଦୁଇ ବାଇକ ଧକ୍କା ହୋଇଛି। ଫଳରେ ବାଇକରେ ବସିଥିବା ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ…

Continue Readingଯାତ୍ରା ଦେଖି ଯିବା ହେଲା କାଳ! ଦୁଇ ବାଇକ ଧକ୍କା ହୋଇ ଜଣେ ମୃତ, ୩ ଗୁରୁତର

୨୧ରେ ଭାରତ ବନ୍ଦ! ବଇଣ୍ଡା ଏସଟି ଏସସି ସମନ୍ୱୟ ସମିତି ଦେଲା ଡାକରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଏସଟି ଏସସି ସମନ୍ୱୟ ସମିତି ପକ୍ଷରୁ ୨୧ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନ ନେଇ କିଶୋରନଗର ବ୍ଲକ ବଇଣ୍ଡା ଠାରେ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଛି। ଶରଧାମୁଣ୍ଡା ଠାରେ…

Continue Reading୨୧ରେ ଭାରତ ବନ୍ଦ! ବଇଣ୍ଡା ଏସଟି ଏସସି ସମନ୍ୱୟ ସମିତି ଦେଲା ଡାକରା

ଦୁଇ ନାବାଳିକା ନିଖୋଜ ଅଭିଯୋଗ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳର ଜଣେ ୧୭ ବର୍ଷ ଓ ଆଉ ଜଣେ ୧୫ ବର୍ଷର ନାବାଳିକା ନିଖୋଜ ହୋଇଯାଇଥ‌ିବା ଉକ୍ତ ନାବାଳିକା ପରିବାର ପକ୍ଷରୁ କିଶୋରନଗର ଥାନାରେ ଅଭିଯୋଗ କରାଯାଇଛି। ଏ ନେଇ ପୋଲିସ ୨ ଟି…

Continue Readingଦୁଇ ନାବାଳିକା ନିଖୋଜ ଅଭିଯୋଗ

ସମ୍ମିଳିତ ଆଦିବାସୀ ସମାଜ ପାଳିଲା ବିଶ୍ଵ ଆଦିବାସୀ ଦିବସ, ଆଦିବାସୀଙ୍କ ମୌଳିକ ଅଧିକାର ନେଇ ସରକାର ଦୃଷ୍ଟି ଦେବାକୁ ଅନୁରୋଧ

ଅନୁଗୁଳ: ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ଠାରେ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ପାଳିତ ହୋଇଛି। ଅଖିଳ ଭାରତୀୟ ଗୋଁଡୱାନା ଗୋଁଡ୍ ମହାସଭା ଓଡ଼ିଶା ପ୍ରଦେଶ ସଙ୍ଗଠନ ମହାସଚିବ ପ୍ୟାରୀମୋହନ ନାୟକଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆଠମଲ୍ଲିକ ପୁର୍ବତନ ବିଧାୟକ…

Continue Readingସମ୍ମିଳିତ ଆଦିବାସୀ ସମାଜ ପାଳିଲା ବିଶ୍ଵ ଆଦିବାସୀ ଦିବସ, ଆଦିବାସୀଙ୍କ ମୌଳିକ ଅଧିକାର ନେଇ ସରକାର ଦୃଷ୍ଟି ଦେବାକୁ ଅନୁରୋଧ

ଶିକ୍ଷକପଡ଼ା ରାସ୍ତା କାଦୁଅ ପଚପଚ, ଆଣ୍ଠୁଏ ପଙ୍କରେ ପଶି ଯାତାୟାତ କରୁଛନ୍ତି ସ୍ଥାନୀୟ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ଆଠମଲ୍ଲିକ ଓଭର ବ୍ରିଜ ଠାରୁ ଶିକ୍ଷକପଡା ଦେଇ ସାନଗୋବିନ୍ଦପୁର ଯାଇଥିବା ରାସ୍ତାର ଦୁର୍ଦ୍ଦଶା କହିଲେ ନ ସରେ। ଏବେ ବର୍ଷା ଦିନ ଚାଲିଥିବାରୁ ରାସ୍ତାଟି କାଦୁଅ ପଚପଚ ହୋଇଯାଇଛି। ଫଳରେ ଏହି…

Continue Readingଶିକ୍ଷକପଡ଼ା ରାସ୍ତା କାଦୁଅ ପଚପଚ, ଆଣ୍ଠୁଏ ପଙ୍କରେ ପଶି ଯାତାୟାତ କରୁଛନ୍ତି ସ୍ଥାନୀୟ ଲୋକ

ଗରୁଡ଼ ପକ୍ଷୀ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ବନ ବିଭାଗ

ଅନୁଗୁଳ: ଅନୁଗୁଳ କିଶୋରନଗର ବ୍ଲକ ହଣ୍ଡପା ଗ୍ରାମର ସଂଗ୍ରାମ ବିଶ୍ୱାଳଙ୍କ ଘରୁ ଏକ ଗରୁଡ଼ ପକ୍ଷୀ ଉଦ୍ଧାର କରାଯାଇଛି। ଗରୁଡ଼ ପକ୍ଷୀଟି ରାତିରେ ତାଙ୍କ ଘର ଭିତରକୁ ପଶି ଆସିଥିଲା। ପରେ ମାଧପୁର ଅଞ୍ଚଳର ସିଦ୍ଧେଶ୍ୱର ରଥ ଉକ୍ତ ପକ୍ଷୀକୁ ସୁରକ୍ଷିତ…

Continue Readingଗରୁଡ଼ ପକ୍ଷୀ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ବନ ବିଭାଗ

କୂଅରୁ ଭାଲୁ ଉଦ୍ଧାର, ଖାଦ୍ୟ ଅନ୍ୱେଷଣରେ ଆସି ପଡ଼ିଯାଇଥିଲା

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ମଧୁପୁର ଗାଁରେ ଥିବା ଏକ ଖୋଲା କୂଅରୁ ଶୁକ୍ରବାର ରାତିରେ ଏକ ଜଙ୍ଗଲୀ ଭାଲୁକୁ ଉଦ୍ଧାର କରାଯାଇଛି। ଭାଲୁଟି ଖାଦ୍ୟ ଅଭାବ ଯୋଗୁଁ ଗାଁ ଅଭିମୁଖୀ ହୋଇ ଖୋଲା କୂଅରେ ପଡ଼ି ଯାଇଥିଲା। କୂଅରେ…

Continue Readingକୂଅରୁ ଭାଲୁ ଉଦ୍ଧାର, ଖାଦ୍ୟ ଅନ୍ୱେଷଣରେ ଆସି ପଡ଼ିଯାଇଥିଲା

ବଇଣ୍ଡାରେ ରେଳ ବୋର୍ଡର ବୈଠକ, ଷ୍ଟେସନର ଉନ୍ନତିକରଣ ଓ ଏକ୍ସପ୍ରେସ ରହଣି ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ରେଳ ଷ୍ଟେସନ ଠାରେ ଶୁକ୍ରବାର ଦିନ ରେଳ ବୋର୍ଡ ପକ୍ଷରୁ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ରେଳ ବିଭାଗର ଏପି ରାୟଗୁରୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।…

Continue Readingବଇଣ୍ଡାରେ ରେଳ ବୋର୍ଡର ବୈଠକ, ଷ୍ଟେସନର ଉନ୍ନତିକରଣ ଓ ଏକ୍ସପ୍ରେସ ରହଣି ଦାବି

ଅନୁଗୁଳରେ ପକ୍କା ରାସ୍ତା ପାଇଁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

ବଇଣ୍ଡା: ଅନୁଗୁଳରେ ପକ୍କା ରାସ୍ତା ପାଇଁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ। ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ସାନହୁଲା ଶିବ ମନ୍ଦିର ଠାରୁ ଭାୟା ଦାମୋଦରପୁର କିସାନସାହି ଦେଇ ଧଉରାଗୋଠ ସଂଯୋଗ କରୁଥିବା ମାଟି ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରିବା ପାଇଁ…

Continue Readingଅନୁଗୁଳରେ ପକ୍କା ରାସ୍ତା ପାଇଁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

ବଇଣ୍ଡାରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ, ୩୦୦ ବୃକ୍ଷ ବଣ୍ଟନ

  ବଇଣ୍ଡା : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ଆଜି ବିଜେପି ପକ୍ଷରୁ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଜେପି ପକ୍ଷରୁ ବିଭିନ୍ନ ପ୍ରକାର ୩୦୦ ଗଛ ଲୋକଙ୍କୁ ମାଗଣାରେ ବଣ୍ଟନ କରିବା ସହ…

Continue Readingବଇଣ୍ଡାରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ, ୩୦୦ ବୃକ୍ଷ ବଣ୍ଟନ