ଅନଗୁଳରେ ଗଡ଼ିଲା ବିଶ୍ୱ ଜନସଂଖ୍ୟା ସଚେତନ ରଥ

ଅନୁଗୁଳ: ଅନୁଗୁଳ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ରବିବାର ବିଶ୍ୱ ଜନସଂଖ୍ୟା ଦିବସ ପାଇଁ ସ୍ଥିରତା ପକ୍ଷ ଆରମ୍ଭ ହୋଇଛି। ଏଥିପାଇଁ ଅନୁଗୁଳ ଜିଲା ମୂଖ୍ୟ ଚିକିତ୍ସାଳୟରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.…

Continue Readingଅନଗୁଳରେ ଗଡ଼ିଲା ବିଶ୍ୱ ଜନସଂଖ୍ୟା ସଚେତନ ରଥ

ଜାତୀୟ ଚିକିତ୍ସକ ଦିବସ ପାଳିତ

ଅନୁଗୁଳ : ଅନୁଗୁଳ ରକ୍ତ ଭଣ୍ଡାର ପରିସରରେ ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି।ଇଣ୍ଡିଆନ ମେଡିକାଲ ଆସୋସିଏସନ ଏବଂ "ଅଶ୍ରୁ" ର ମିଳିତ ସହଯୋଗ ରେ ଆୟୋଜିତ ଏହି ସମ।ରୋହ କୁ ଉଦ୍ଘାଟନ କରିଥିଲେ ସଂଘର ସଭାପତି ଡ଼ା ବିନୟ କୁମାର…

Continue Readingଜାତୀୟ ଚିକିତ୍ସକ ଦିବସ ପାଳିତ

ଜିଲ୍ଲାକୁ ଆସିଲେ ଆଉ ୧୦ ବିଶେଷଜ୍ଞ ଡାକ୍ତର

ଅନୁଗୁଳ: ଜିଲ୍ଲାରେ ଆଉ ୧୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଏମାନଙ୍କ ମଧ୍ୟରେ ଜଣେ ନିଶ୍ଚେତକ ବିଶେଷଜ୍ଞ ଥିବା ବେଳେ ଦୁଇ ୨ ଜଣ ଭେଷଜ, ୨ ଜଣ ଶଲ୍ୟ ବିଶେଷଜ୍ଞ, ଜଣେ ପ୍ରସୂତି ଓ ସ୍ତ୍ରୀ…

Continue Readingଜିଲ୍ଲାକୁ ଆସିଲେ ଆଉ ୧୦ ବିଶେଷଜ୍ଞ ଡାକ୍ତର

ଡାକ୍ତର ସଂଘ ପକ୍ଷରୁ ପ୍ରତିବାଦ ଦିବସ

ଅନୁଗୁଳ: ଆଇଏମ୍ଏ ଏବଂ ଓମସା ପକ୍ଷରୁ ଜୁନ୍ ୧୮ ତାରିଖରେ ଜାତୀୟ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ଡାକ୍ତର ମାନେ କଳା ବ୍ୟାଜ୍ ପରିଧାନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କୋଭିଡ୍…

Continue Readingଡାକ୍ତର ସଂଘ ପକ୍ଷରୁ ପ୍ରତିବାଦ ଦିବସ

ଅନୁଗୁଳରେ ଟିକା ନେଲେଣି ୨ ଲକ୍ଷରୁ ଅଧିକ ଲୋକ 

ଅନୁଗୁଳ:କରୋନା ସଂକ୍ରମଣକୁ ରୋକିବାକୁ ବ୍ୟାପକ ଭାବେ ଚାଲିଛି ଟିକାକରଣ ଅଭିଯାନ । ରାଜ୍ୟରେ ଟିକାକରଣକୁ ଜୋରଦାର କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ଅନୁଗୁଳରେ ସ୍ଲଟ ବୁକିଂ ଅନୁସାରେ ଦିଆଯାଉଛି ଟିକା । ଏହାସହ…

Continue Readingଅନୁଗୁଳରେ ଟିକା ନେଲେଣି ୨ ଲକ୍ଷରୁ ଅଧିକ ଲୋକ 

ସିଡିଏମ୍ଓଙ୍କୁ କୋଭିଡ୍ ସାମଗ୍ରୀ ପ୍ରଦାନ

ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁଗୁଳର ‘ହମ୍’ ଗ୍ରୁପ୍ ପକ୍ଷରୁ ସିଡିଏମ୍ଓ ଡା. ତ୍ରିଲୋଚନ ପ୍ରଧାନଙ୍କୁ କୋଭିଡ଼୍ ଉପକରଣ ପ୍ରଦାନ କରାଯାଇଛି । ଏହି ସାମଗ୍ରୀ ମଧ୍ୟରେ ରହିଛି ମାସ୍କ, ସର୍ଜିକାଲ୍ ଗ୍ଲୋଭସ୍ ଏବଂ ସାନିଟାଇଜର୍ । କୋଭିଡ୍ ସଂକ୍ରମିତଙ୍କ…

Continue Readingସିଡିଏମ୍ଓଙ୍କୁ କୋଭିଡ୍ ସାମଗ୍ରୀ ପ୍ରଦାନ

ସିଡିଏମ୍ଓ ଡା. ତ୍ରିଲୋଚନ ପ୍ରଧାନଙ୍କ ଯୋଗଦାନ

ଅନୁଗୁଳ: ଅନୁଗୁଳ ସିଡିଏମଓ ଭାବରେ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି ଡ଼ା. ତ୍ରିଲୋଚନ ପ୍ରଧାନ। ବିଦାୟୀ ସିଡିଏମଓ ଡ଼ା. ଅଭୟ କୁମାର ଦାଶଙ୍କ ଠାରୁ ଆଜି ପୂର୍ବାହ୍ନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡ଼ା. ପ୍ରଧାନ ପୂର୍ବରୁ ବୌଦ୍ଧ ସିଡିଏମଓ ଭାବରେ…

Continue Readingସିଡିଏମ୍ଓ ଡା. ତ୍ରିଲୋଚନ ପ୍ରଧାନଙ୍କ ଯୋଗଦାନ

ଡା. ତ୍ରିଲୋଚନ ପ୍ରଧାନ ଅନୁଗୁଳର ନୂତନ ସିଡିଏମ୍ଓ

ଅନୁଗୁଳ: ବୌଦ୍ଧ ସିଡିଏମଓ ଡ଼ା. ତ୍ରିଲୋଚନ ପ୍ରଧାନଙ୍କର ଅନୁଗୁଳ ସିଡିଏମ୍ଓ ଭାବରେ ବଦଳି ହୋଇଛି। ସେହିପରି ଅନୁଗୁଳ ସିଡିଏମ୍ଓ ଡ଼ା ଅଭୟ କୁମାର ଦାଶଙ୍କୁ ବୌଦ୍ଧରେ ଅବସ୍ଥାପିତ କରାଯାଇଛି। ସଂପ୍ରତି କରୋନା କାଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପରିଚାଳନା ଗତ ଅବ୍ୟବସ୍ଥା…

Continue Readingଡା. ତ୍ରିଲୋଚନ ପ୍ରଧାନ ଅନୁଗୁଳର ନୂତନ ସିଡିଏମ୍ଓ

ଗୁରୁବାର ଜିଲ୍ଲା ମହକୁମାରେ ଟିକାକରଣ ବନ୍ଦ

ଅନୁଗୁଳ: ଗୁରୁବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପକ୍ଷରୁ କୋଭିଡ଼ ଟିକାକରଣ ବନ୍ଦ ରଖାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଜିଲ୍ଲା କଳାକେନ୍ଦ୍ରଠାରେ ହିତାଧିକାରୀଙ୍କୁ ଟିକା ଦିଆଯାଉଥିଲା। ସେଠାରେ ହାଉଜାଉ ଭିଡ଼ ଯୋଗୁଁ ଏଣିକି ଦୁଇ କେନ୍ଦ୍ର ଯଥା- କଳାକେନ୍ଦ୍ର ଓ ଟାମୁଡ଼ା…

Continue Readingଗୁରୁବାର ଜିଲ୍ଲା ମହକୁମାରେ ଟିକାକରଣ ବନ୍ଦ

କରୋନାର ଦ୍ଵିତୀୟ ଲହର ମୁକାବିଲା

ଅନୁଗୁଳ: ଭୟଙ୍କର ହେଉଛି କରୋନାର ଦ୍ବିତୀୟ ଲହର। ଅନୁଗୁଳ ଜିଲ୍ଲାରେ ଦ୍ରୁତ ଗତିରେ ମାଡ଼ୁଛି ସଂକ୍ରମଣ। ଗୋଟିଏ ପଟେ ଜିଲ୍ଲାରେ କରୋନା ଚିତ୍ର ବିଗୁଡୁଥିବା ବେଳେ ଏହାର ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତା’ର ଲୋକବଳ ବଢ଼ାଇଛି। ଶନିବାର ଜିଲ୍ଲାରେ…

Continue Readingକରୋନାର ଦ୍ଵିତୀୟ ଲହର ମୁକାବିଲା