solar

ଅନୁଗୁଳରେ ଟିକା ନେଲେଣି ୨ ଲକ୍ଷରୁ ଅଧିକ ଲୋକ 

0

ଅନୁଗୁଳ:କରୋନା ସଂକ୍ରମଣକୁ ରୋକିବାକୁ ବ୍ୟାପକ ଭାବେ ଚାଲିଛି ଟିକାକରଣ ଅଭିଯାନ । ରାଜ୍ୟରେ ଟିକାକରଣକୁ ଜୋରଦାର କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ଅନୁଗୁଳରେ ସ୍ଲଟ ବୁକିଂ ଅନୁସାରେ ଦିଆଯାଉଛି ଟିକା । ଏହାସହ ଟିକାକରଣକୁ ସହଜ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ଏପର୍ଯ୍ୟନ୍ତ ଅନୁଗୁଳରେ ମୋଟ ୨ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲାଣି ଟିକା ।

Leave A Reply

Your email address will not be published.