ଜାତୀୟ କୃମି ନାଶକ ଦିବସ: ୪ଲକ୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ କୃମିନାଶକ ଔଷଧ ଦିଆଯିବ

ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟଠାରେ ଶୁକ୍ରବାର କୃମି ନାଶକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାତୀୟ କୃମିନାଶକ ଦିବସ ପାଳନ ଉପରେ ଗୁରୁତ୍ବାରୋପ କରି କହିଥିଲେ ଯେ, କୃମି ଯୋଗୁ ଶିଶୁ…

Continue Readingଜାତୀୟ କୃମି ନାଶକ ଦିବସ: ୪ଲକ୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ କୃମିନାଶକ ଔଷଧ ଦିଆଯିବ

ମେଡିକାଲରୁ ପୁଣି ରୋଗୀ ଫେରାର, ଥାନାରେ ଏତଲା

ଅନୁଗୁଳ: ଅନୁଗୁଳ ମେଡିକାଲର ଟିବି ୱାର୍ଡରୁ ଗତ ଗୁରୁବାର ରାତିରେ‌ଜଣେ ରୋଗୀ ଫେରାର ହେବା ଘଟଣା‌ପୁଣି ସାମନାକୁ‌ ଆସିଛି। ଘଟଣାରୁ ପ୍ରକାଶ ଯେ,ବଅଁରପାଳ ଥାନା ଅନ୍ତର୍ଗତ ତେଣ୍ଟୋଲୋଇ ଗାଁର ଗୋବିନ୍ଦ ନାୟକ ଗତ ୧୪ ତାରିଖ ଦିନ ଦେହ ଖରାପ ଥିବାରୁ…

Continue Readingମେଡିକାଲରୁ ପୁଣି ରୋଗୀ ଫେରାର, ଥାନାରେ ଏତଲା

ଏଚ୍‌ଆଇଭି ପୀଡ଼ିତଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ହେବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା କକ୍ଷରେ ଏଚ୍‌ଆଇଭି ପୀଡ଼ିତଙ୍କ ପାଇଁ ସରକାରୀ ସାମାଜିକ ସୁରକ୍ଷା ଯୋଜନାରେ କିଭଳି ସହାୟତା ଦିଆଯାଇପାରିବ ସେଥିନେଇ ଏକ ବୈଠକ ମଙ୍ଗଳବାର ଆୟୋଜିତ ହୋଇଥିଲା। ଅନୁଗୁଳ ସିଡିଏମ୍ଓ ଡା ତ୍ରିଲୋଚନ ପ୍ରଧାନ ଏହି ବୈଠକକୁ…

Continue Readingଏଚ୍‌ଆଇଭି ପୀଡ଼ିତଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ହେବ

ଜିଲ୍ଲାରେ ଆରମ୍ଭ ହେଲା ଫାଇଲେରିଆ ଔଷଧ ସେବନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗୁରୁବାର ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାରୁ ଫାଇଲେରିଆ ରୋଗର ନିରାକରଣ ପାଇଁ ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଔଷଧ ସେବନ କାର୍ଯ୍ୟକ୍ରମ ଚାଲିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ…

Continue Readingଜିଲ୍ଲାରେ ଆରମ୍ଭ ହେଲା ଫାଇଲେରିଆ ଔଷଧ ସେବନ

ସର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ଫେବୃଆରୀ ୧୦ ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ସମନ୍ବୟ…

Continue Readingସର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ

ଘରୋଇ ହସ୍ପିଟାଲ୍‌ରେ ଜିଲ୍ଲାପାଳଙ୍କ ଯାଞ୍ଚ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠରେ ଥିବା ନର୍ସିଂହୋମ୍ ସରୋଜିନୀ କେୟାରକୁ ମଙ୍ଗଳବାର ଅଚାନକ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ବାଇଁ, ଏସ୍‌ପି ଜଗମୋହନ ମୀନା ଓ ସିଡିଏମ୍‌ଓ ଡା. ତ୍ରିଲୋଚନ ପ୍ରଧାନ ଗସ୍ତ କରି ବିଏସ୍‌‌କେୱାଇ କାର୍ଡ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।…

Continue Readingଘରୋଇ ହସ୍ପିଟାଲ୍‌ରେ ଜିଲ୍ଲାପାଳଙ୍କ ଯାଞ୍ଚ

ଟଙ୍କା ନ ଦେଲେ ପ୍ରସବ ମନା: ତଦନ୍ତ କଲେ ଏଡିଏମ୍ଓ

ଅନୁଗୁଳ: ଚଳିତ ଜାନୁୟାରୀ ପହିଲାରେ ପରଜଙ୍ଗ ବ୍ଲକ ଡମଳ ଗାଁର ବାସୁଦେବ ବଳଙ୍କ ସ୍ତ୍ରୀ ମାମିନା ବଳ ଗର୍ଭ ଯନ୍ତ୍ରଣା ହେତୁ ପ୍ରସବ ନିମନ୍ତେ ତାଳଚେର ଡାକ୍ତରଖାନାକୁ ଯାଇଥିଲେ କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅନୁଗୁଳ ସ୍ଥାନାନ୍ତର କରାଯାଇଥିଲା। ଏଠାରେ…

Continue Readingଟଙ୍କା ନ ଦେଲେ ପ୍ରସବ ମନା: ତଦନ୍ତ କଲେ ଏଡିଏମ୍ଓ

କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲିବାକୁ ଦାବି

ଅନୁଗୁଳ: ଡାକ୍ତରଖାନାରେ ମେଲ ୱାର୍ଡ, ଫିମେଲ ୱାର୍ଡ ଥାଏ। କିନ୍ତୁ କିନ୍ନରଙ୍କ ପାଇଁ କୌଣସି ୱାର୍ଡ ନଥାଏ । ଅନେକ ସମୟରେ କିନ୍ନର ଟିଏ ରୋଗ ଗ୍ରସ୍ତ ହେଲେ ତାକୁ ରଖିବା ନେଇ ଦ୍ୱନ୍ଦ ଉପୁଜେ। କିନ୍ନର ମାନଙ୍କ ଏଭଳି ସମସ୍ୟା…

Continue Readingକିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲିବାକୁ ଦାବି

ଏଏଲଏସ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ଉପବାଚସ୍ପତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରବିବାର ସନ୍ଧ୍ୟାରେ ଏକ ଏଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି।ରାଜ୍ୟ ବିଧାନସଭା ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ପତାକା ଦେଖାଇ ଏହି ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଥିଲେ। ଏହି…

Continue Readingଏଏଲଏସ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ଉପବାଚସ୍ପତି

ଅନୁଗୁଳରେ ବିଶ୍ୱ ମଧୁମେହ ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟ୍ରେନିଂ ହଲଠାରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି। ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ଏହି ସମାରୋହକୁ ଉଦ୍ଘାଟନ କରିଥିଲେ। ମଧୁମେହ ବା ଡାଇବେଟିସ ହେଲେ ଅଧିକ ଭୋକ, ଶୋଷ, ଦୁର୍ବଳତା, ହାତପାଦ ଜଳାପୋଡ଼ା…

Continue Readingଅନୁଗୁଳରେ ବିଶ୍ୱ ମଧୁମେହ ଦିବସ