୧୧ଦଫା ଦାବି ନେଇ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏସୟୁସିଆଇର ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଅନୁଗୁଳ: ୧୧ ଦଫା ଦାବି ନେଇ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏସୟୁସିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏସୟୁସିଆଇ ନେତା ନବ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଛେଣ୍ଡିପଦା ଡାକବଙ୍ଗଳା ଠାରୁ ଏକ…

Continue Reading୧୧ଦଫା ଦାବି ନେଇ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏସୟୁସିଆଇର ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଢେଙ୍କାନାଳ ସାଂସଦଙ୍କ ଛେଣ୍ଡିପଦା ଗସ୍ତ-ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ଛେଣ୍ଡିପଦା: ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ସୋମବାର ଦିନ ଛେଣ୍ଡିପଦା ବ୍ଲକ ଗସ୍ତ କରିଛନ୍ତି। ଗସ୍ତ ସମୟରେ ଜନସାଧାରଣଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇଥିଲେ। ପ୍ରଥମେ ସାଂସଦ ଛେଣ୍ଡିପଦାର ବିଜେପି କାର୍ଯ୍ୟାଳୟରେ ପହଁଞ୍ଚିଥିଲେ। ବିଜେପି…

Continue Readingଢେଙ୍କାନାଳ ସାଂସଦଙ୍କ ଛେଣ୍ଡିପଦା ଗସ୍ତ-ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ଲୁଟ ଅଣ୍ଡା ଓ ପିକଅପ ଭ୍ୟାନ ଜବତ, ୨ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ୧ ଲକ୍ଷ ୫୧ ହଜାର ଟଙ୍କାର ୧୨୦ ପେଟି ଅଣ୍ଡା ଲୁଟ ଘଟଣାରେ ପୋଲିସ ଦୁଇ ଯୁବକ ଜିନିଅସ ଓ କମଳଲୋଚନଙ୍କୁ ଗିରଫ କରିଛି। ଭୁବନେଶ୍ୱରରୁ ଟାଟା ଏସି ଗାଡ଼ିରେ ଅନୁଗୁଳ ପଠାଯାଇଥିବା…

Continue Readingଲୁଟ ଅଣ୍ଡା ଓ ପିକଅପ ଭ୍ୟାନ ଜବତ, ୨ ଗିରଫ

ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୪ତମ ଜୟନ୍ତୀ ପାଳିତ, କବିଙ୍କ ସାହିତ୍ୟକୁ “ଜନମାନସର ସ୍ପନ୍ଦନ” କହିଲେ ଅତିଥି

ଅନୁଗୁଳ: ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୪ତମ ଜୟନ୍ତୀ ଡିଆଇଇଟି ଅନୁଗୁଳ, ଛେଣ୍ଡିପଦା ଓ ସାରସ୍ବତ ସାହିତ୍ୟ ସଂସଦ, ଛେଣ୍ଡିପଦାଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଛି। ଏ ଅବସରରେ କବିଙ୍କ ସ୍ମୃତି ଚାରଣ ନିମନ୍ତେ ଏକ ସଭାର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି…

Continue Readingପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୪ତମ ଜୟନ୍ତୀ ପାଳିତ, କବିଙ୍କ ସାହିତ୍ୟକୁ “ଜନମାନସର ସ୍ପନ୍ଦନ” କହିଲେ ଅତିଥି

ବାରମଞ୍ଚା ଗଣ ଦୁଷ୍କର୍ମ ମାମଲା: ଜଣେ ଅଭିଯୁକ୍ତ ଗିରଫ

ଅନୁଗୁଳ: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାରମଞ୍ଚା ଗଣ ଦୁଷ୍କର୍ମ ମାମଲାରେ ପୋଲିସ ଜଣେ ଅଭିଯୁକ୍ତ ଗିରଫ କରି ପଚରାଉଚରା କରୁଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗତ ୩ ତାରିଖରେ ପୀଡ଼ିତା ଜଣକ ନିଜ ଭଣଜାଙ୍କ ସହ ଛେଣ୍ଡିପଦା ଯାଇ…

Continue Readingବାରମଞ୍ଚା ଗଣ ଦୁଷ୍କର୍ମ ମାମଲା: ଜଣେ ଅଭିଯୁକ୍ତ ଗିରଫ

ଘରୋଇ ଋଣ ନେଇ ସୁଧ ଦେଇପାରିଲେନି… ଚାପରେ ଯୁବକଙ୍କ ଆତ୍ମହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଝିଣ୍ଟିପାଳ ଗ୍ରାମରେ ଘରୋଇ ଋଣ ଚାପରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ଝିଣ୍ଟିପାଳ ଗ୍ରାମର ମଦନ ଗୋଛାୟତ।ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ମଦନ ୫ ବର୍ଷ ପୂର୍ବରୁ…

Continue Readingଘରୋଇ ଋଣ ନେଇ ସୁଧ ଦେଇପାରିଲେନି… ଚାପରେ ଯୁବକଙ୍କ ଆତ୍ମହତ୍ୟା

ଆରପିଏସସି ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଆଇପିଏସ ଉତ୍କଳ ରଞ୍ଜନ ସାହୁ

ଅନୁଗୁଳ: ଓଡ଼ିଆ ପୁଅ ଉତ୍କଳ ରଞ୍ଜନ ସାହୁଙ୍କୁ ମିଳିଲା ବଡ଼ ଦାୟିତ୍ବ। ୧୯୮୮ ବ୍ୟାଚ୍‌ର ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଶ୍ରୀ ସାହୁଙ୍କୁ ରାଜସ୍ଥାନ ସରକାର ରାଜ୍ୟର ଲୋକ ସେବା ଆୟୋଗର ନୂଆ ଅଧ୍ୟକ୍ଷ ପଦବିରେ ନିଯୁକ୍ତି ଦେଇଛନ୍ତି। ରାଜସ୍ଥାନ…

Continue Readingଆରପିଏସସି ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଆଇପିଏସ ଉତ୍କଳ ରଞ୍ଜନ ସାହୁ

ବିଲରେ କାମ କରୁଥିବା ବେଳେ ମହିଳା ଚାଷୀଙ୍କ ପରଲୋକ, ଅଂଶୁଘାତରେ ମୃତ୍ୟୁ ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୁମ୍ଭାରସାହିରେ ଶନିବାର ସକାଳେ ବିଲରେ କାମ କରୁଥିବା ବେଳେ ଜଣେ ମହିଳା ଚାଷୀଙ୍କ ମୃତ୍ୟୁ ହୋଇଛି। ପ୍ରବଳ ଖରା ଯୋଗୁ ଅଂଶୁଘାତରେ ମହିଳାଙ୍କ ଜୀବନ ଯାଇଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ଛେଣ୍ଡିପଦା ଥାନା…

Continue Readingବିଲରେ କାମ କରୁଥିବା ବେଳେ ମହିଳା ଚାଷୀଙ୍କ ପରଲୋକ, ଅଂଶୁଘାତରେ ମୃତ୍ୟୁ ସନ୍ଦେହ

ଜମି ବାଡ଼ି ପାଇଁ ମାରପିଟ: ନାତି ମାଡ଼ରେ ଆଈ ଓ ଖୁଡ଼ି ଗୁରୁତର

ଅନୁଗୁଳ: ଜମି ବାଡ଼ି ବିବାଦ ପାଇଁ ମାରପିଟ। ନାତି ମାଡ଼ରେ ଆଈ ଗୁରୁତର। ଖୁଡ଼ି ବି ବର୍ତ୍ତିନାହାନ୍ତି। ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଡେଉଁରିଆଝରଣ ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। ଏନେଇ ଆଈ ରୀନା ସାହୁଙ୍କ ଅଭିଯୋଗ ଆଧାରରେ ବାଗଡ଼ିଆ ଥାନା ପୋଲିସ…

Continue Readingଜମି ବାଡ଼ି ପାଇଁ ମାରପିଟ: ନାତି ମାଡ଼ରେ ଆଈ ଓ ଖୁଡ଼ି ଗୁରୁତର

ଡ୍ରୋନ ସର୍ଭେ କରିବାକୁ ଆସିଥିବା କର୍ମଚାରୀଙ୍କୁ ଅଟକ ରଖିଲେ ଗାଁ ଲୋକ, ଥାନାରେ ମାମଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାଲୁଇଖମଣ ଗାଁ ନିକଟରେ ଜିଏମଡିସି କମ୍ପାନୀ ପକ୍ଷରୁ ସର୍ଭେ ଚାଲିଥିବା ବେଳେ ସ୍ଥାନୀୟ ଲୋକେ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ଏ ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଜିଏମଡିସି କମ୍ପାନୀର ସହକାରୀ…

Continue Readingଡ୍ରୋନ ସର୍ଭେ କରିବାକୁ ଆସିଥିବା କର୍ମଚାରୀଙ୍କୁ ଅଟକ ରଖିଲେ ଗାଁ ଲୋକ, ଥାନାରେ ମାମଲା