ଆହତ ଘଡ଼ିଆଳର ଚାଲିଛି ଚିକିତ୍ସା, ମୃତ୍ୟୁ ଖବର ଗୁଜବ: ଡିଏଫଓ

ଅନୁଗୁଳ: ଜୁନ ୨୨ ତାରିଖରେ ମହାନଦୀର ସାତକୋଶିଆ ଗଣ୍ଡରେ ମଗର ଓ ଘଡ଼ିଆଳ ଲଢେଇରେ ଥଣ୍ଟ ଛିଣ୍ଡିଥିବା ବୟସ୍କ ଘଡ଼ିଆଳର ଚିକିତ୍ସା କରୁଛି ବନବିଭାଗ। ଆହତ ଘଡ଼ିଆଳକୁ ନଦୀରୁ ଉଦ୍ଧାର କରି ଟିକରପଡା ସ୍ଥିତ ଚିଡିଆଖାନା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସାତକୋଶିଆ…

Continue Readingଆହତ ଘଡ଼ିଆଳର ଚାଲିଛି ଚିକିତ୍ସା, ମୃତ୍ୟୁ ଖବର ଗୁଜବ: ଡିଏଫଓ

ବାଘ ମୃତ୍ୟୁ ଚର୍ଚ୍ଚା ନେଇ ବନ ବିଭାଗର ଛାନ୍‌ଭିନ୍

ଅନୁଗୁଳ: ଅନୁଗୁଳ ବନଖଣ୍ଡ ତଥା ବନ୍ତଳା ବନାଞ୍ଚଳର କଂଜା ସେକସନ୍ ଏବଂ ସାତକୋଶିଆ ଅଭୟାରଣ୍ୟ ରାଇଗୁଡା ବନାଞ୍ଚଳ ସୀମାରେ ଏକ ବାଘର ମୃତ୍ୟୁ ହୋଇଥିବା ନେଇ ବନ୍ତଳା ଅଞ୍ଚଳରେ ଗୁଜବ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ବନ…

Continue Readingବାଘ ମୃତ୍ୟୁ ଚର୍ଚ୍ଚା ନେଇ ବନ ବିଭାଗର ଛାନ୍‌ଭିନ୍

ହାତୀ ଦ୍ବାରା ଫସଲ ନଷ୍ଟ, ଡିଏଫ୍ଓଙ୍କୁ ଭେଟିଲା ବିଜେପି

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଧୋକୁଟା ଗ୍ରାମର ଚାଷୀ ମାନଙ୍କର ହାତୀ ଉପଦ୍ରବରେ ଫସଲ ନଷ୍ଟ ନେଇ ଅନୁଗୁଳ ଡିଏଫ୍ଓଙ୍କୁ ଗୁରୁବାର ଭେଟି କ୍ଷତିପୂରଣ ଦାବି କରିଛି ବିଜେପି। ହାତୀପଲ ଚାଷୀମାନଙ୍କ କୋବି, ବାଇଗଣ, ଭେଣ୍ଡି, ଲଙ୍କା, ଟମାଟୋ, କଦଳୀ, ଅମୃତଭଣ୍ଡା…

Continue Readingହାତୀ ଦ୍ବାରା ଫସଲ ନଷ୍ଟ, ଡିଏଫ୍ଓଙ୍କୁ ଭେଟିଲା ବିଜେପି

ସାତକୋଶିଆରେ ବିଦେଶୀ ପକ୍ଷୀଙ୍କ କଳରବ

ଅନୁଗୁଳ: ଶୀତର ଆଗମନ ହେଉଣୁ ସାତକୋଶିଆ ଅଭୟାରଣ୍ୟ ତଥା ମହାନଦୀ କୂଳରେ ବିଦେଶୀ ପକ୍ଷୀଙ୍କ ସମାଗମ ହେଲାଣି। ମହାନଦୀ ପଠାରେ ବିଭିନ୍ନ ସ୍ଥାନରେ ଦଳଦଳ ହୋଇ ବିଦେଶୀ ପକ୍ଷୀ ବୁଲୁଥିବା ଦେଖାଯାଇଛି। ଶୀତ ଆସିଲେ ବିଦେଶୀ ପକ୍ଷୀ, ପର୍ଯ୍ୟଟକଙ୍କ ଆଗମନରେ ଚଳଚଞ୍ଚଳ…

Continue Readingସାତକୋଶିଆରେ ବିଦେଶୀ ପକ୍ଷୀଙ୍କ କଳରବ

ଡିନାମାଇଟ ବିସ୍ଫୋରଣରେ ମଗରର ମୃତ୍ୟୁ

ଅନୁଗୁଳ: ଶନିବାର ସକାଳେ ଅନୁଗୁଳ ବ୍ଲକ୍ ଟିକରପଡ଼ା ନିକଟସ୍ଥ ମହାନଦୀର ସାତକୋଶିଆ ଗଣ୍ଡରୁ ଏକ ବିଶାଳ ମଗରର ମୃତଦେହ ଉଦ୍ଧାର କରାଯାଇଛି l ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଟିକରପଡ଼ା ବନାଞ୍ଚଳ କର୍ମଚାରୀ ବୋଟ୍ ଯୋଗେ ମହାନଦୀ ଗର୍ଭରୁ ମଲାକୁମ୍ଭୀର କୂଳକୁ…

Continue Readingଡିନାମାଇଟ ବିସ୍ଫୋରଣରେ ମଗରର ମୃତ୍ୟୁ

କୁକୁର ଲଗାଇ ଜନ୍ତୁ ଶିକାର

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟର ପମ୍ପାସର, ଟାଇଁସି ସମେତ ବନ୍ତଳାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଜନ୍ତୁ ଶିକାରୀମାନେ ଏବେ ସକ୍ରିୟ ହୋଇପଡ଼ିଛନ୍ତି। ଶୀତ ଶୀଘ୍ର ଆସିଯିବାରୁ ଜନ୍ତୁ ମା˚ସକୁ ଦିନେ ଦୁଇଦିନ ଲୁଚେଇ ରଖି ବିକିବାକୁ ସହଜ ହେଉଛି। ପୂର୍ବରୁ ବିଦ୍ୟୁତ୍‌ ତାର…

Continue Readingକୁକୁର ଲଗାଇ ଜନ୍ତୁ ଶିକାର

ଗେଣ୍ତା ଓ ବାର‌୍‌ହା ଚାଷୀଙ୍କ ମୁଣ୍ତବ୍ୟଥା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଏବେ ଗେଣ୍ତା ଓ ବାର‌୍‌ହା ଚାଷୀଙ୍କ ପାଇଁ ମୁଣ୍ତବ୍ୟଥାର କାରଣ ସାଜିଛନ୍ତି। ଜିଲ୍ଲାର ବନ୍ତଳା, ଆଠମଲ୍ଲିକ, ଠାକୁରଗଡ଼, କଣିହାଁ ଆଦି ଅଞ୍ଚଳର ବିଭିନ୍ନ ଗାଁରେ ବାର‌୍‌ହା ଉପଦ୍ରବ ଦେଖିବାକୁ ମିଳୁଛି। ବାରହା ପଲ ଧାନ, ମକା, ବିଭିନ୍ନ…

Continue Readingଗେଣ୍ତା ଓ ବାର‌୍‌ହା ଚାଷୀଙ୍କ ମୁଣ୍ତବ୍ୟଥା

ତେନ୍ତଳାପାଣି ଜଙ୍ଗଲରେ ଦନ୍ତାର ମୃତ୍ୟୁ

ଅନୁଗୁଳ: ଆଠମଲ୍ଲିକ ବନଖଣ୍ତ ବାମୁର ବନାଞ୍ଚଳ ଅନ୍ତର୍ଗତ କଦଳୀମୁଣ୍ତା ସେକ୍ସନ ତେନ୍ତଳାପାଣି ବିଟ୍‌ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଦନ୍ତାଟି ନିମୋନିଆରେ ପୀଡ଼ିତ ଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଶନିବାର ଦନ୍ତା ସହ ଏକ ହାତୀପଲ ରେଢ଼ାଖୋଲ…

Continue Readingତେନ୍ତଳାପାଣି ଜଙ୍ଗଲରେ ଦନ୍ତାର ମୃତ୍ୟୁ