ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା: ଢେଙ୍କାନାଳର ଶାକମ୍ବରୀ ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରଥମ
ଅନୁଗୁଳ: ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଢେଙ୍କାନାଳର ଶାକମ୍ବରୀ ଏସଏଚଜି ବିଜେତା ହୋଇଛନ୍ତି। ମିଶନ ଶକ୍ତି ବିଭାଗ ଦ୍ଵାରା ଆୟୋଜିତ 'ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା’ର ଗ୍ରାଣ୍ଡ୍ ଫିନାଲେ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଛି।…