ଆଗାମୀ ଶିକ୍ଷା ବର୍ଷରୁ ପ୍ରଥମରୁ ଦଶମ ଯାଏଁ ମଧ୍ୟାହ୍ନ ଭୋଜନ
ଅନୁଗୁଳ: ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରୟାସ କ୍ରମେ ଆଗାମୀ ଶିକ୍ଷାବର୍ଷରୁ ଶିକ୍ଷା ବିଭାଗରେ ଏକ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ସ୍କୁଲ୍ର ଶିକ୍ଷକମାନଙ୍କ ଉପରେ ଥିବା ଅଯଥା ଚାପକୁ ହ୍ରାସ…