ଜାନୁଆରୀ ୩ରୁ ଖୋଲିବ ଧର୍ମାନୁଷ୍ଠାନ
ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଚିଠି ସ˚ଖ୍ୟା ୪୬୯୭ ତା୩୧ା୧୨ା୨୦୨୦ ଅନୁସାରେ ଜିଲ୍ଲାର ସବୁ ଧର୍ମମୟ ଅନୁଷ୍ଠାନ ଜାନୁଆରୀ ୩ରୁ ଖୋଲିବାକୁ ଆଦେଶ ପ୍ରଦାନ କରିଛନ୍ତି। ତେବେ କୋଭିଡ୍ କଟକଣା ମାନି ଏହି ଅନୁଷ୍ଠାନ ସବୁ ଖୋଲିବ। ମାସ୍କ ପିନ୍ଧିବା, ୬ ଗଜ…
ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଚିଠି ସ˚ଖ୍ୟା ୪୬୯୭ ତା୩୧ା୧୨ା୨୦୨୦ ଅନୁସାରେ ଜିଲ୍ଲାର ସବୁ ଧର୍ମମୟ ଅନୁଷ୍ଠାନ ଜାନୁଆରୀ ୩ରୁ ଖୋଲିବାକୁ ଆଦେଶ ପ୍ରଦାନ କରିଛନ୍ତି। ତେବେ କୋଭିଡ୍ କଟକଣା ମାନି ଏହି ଅନୁଷ୍ଠାନ ସବୁ ଖୋଲିବ। ମାସ୍କ ପିନ୍ଧିବା, ୬ ଗଜ…
ଅନୁଗଳ: ସମ୍ପ୍ରତି କରୋନା ସ˚କ୍ରମଣ ସମୟରେ ଆକ୍ରାନ୍ତମାନଙ୍କୁ ଚିକିତ୍ସା ସେବା ଯୋଗାଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୨ ଜଣ କରୋନା ଯୋଦ୍ଧାଙ୍କ ପରିବାରଙ୍କୁ ମଙ୍ଗଳବାର ଜିଲ୍ଲା ପ୍ରଶାସନ ତରଫରୁ ୫୦ ଲକ୍ଷ ଟଙ୍କା ଲେଖାଏଁ କୋଭିଡ୍ ସହାୟତା ରାଶି ପ୍ରଦାନ…
ଆଠମଲ୍ଲିକ: ପ୍ରଶାସନର ପ୍ରୟାସ ସଫଳ ହୋଇଛି। ଗତ ତିନିବର୍ଷ ଧରି ଆଠମଲ୍ଲିକ ବ୍ଲକ୍ କନ୍ଧପଡ଼ା ପଞ୍ଚାୟତ ବେଲାଦୁଲା ଗ୍ରାମର ମାଉଳୀ ପୀଠରେ ବଳି ବନ୍ଦ କରିବାକୁ ପ୍ରଶାସନ ଉଦ୍ୟମ ଚଳାଇଥିବା ବେଳେ ଚଳିତ ବର୍ଷ ଗୋଟିଏ ବି ବଳି ପଡ଼ିନଥିବା ଜଣାପଡ଼ିଛି।…
ଅନୁଗୁଳ: ଗତ ୨୦ ତାରିଖରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏମ୍ଅର୍ଆଇ ୟୁନିଟ୍ ବନ୍ଦ ରହିଛି। ଅନୁଗୁଳ ମେଡିକାଲ୍ର ଜଣେ ପୂର୍ବତନ ଅଧିକାରୀଙ୍କ ପ୍ରତିକୂଳ ଲିଖିତ ମନ୍ତବ୍ୟ ଆଧାରରେ କୌଣସି ଡାକ୍ତର ଏମ୍ଆର୍ଆଇ କରିବାକୁ ସୁପାରିଶ କରୁନାହାନ୍ତି। ଫଳରେ…
ଅନୁଗୁଳ: ମୃତ କୋଭିଡ୍ ଯୋଦ୍ଧା ସ୍ଵର୍ଗତ ଭାଗବାନ ଭୁକ୍ତାଙ୍କ ସ୍ତ୍ରୀ ପ୍ରମୋଜl ଭୁକ୍ତାଙ୍କୁ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଚେକ୍ ମାଧ୍ୟମରେ ଦେଇଛନ୍ତି l ଅନୁଗୁଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଓ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା…
ଅନୁଗୁଳ: ଗତ ୫ ବର୍ଷ ତଳେ ଆରମ୍ଭ ହୋଇଥିବା ଆଳୁ ମିଶନ୍ ଜିଲ୍ଲାରେ ଫେଲ୍ ମାରିଛି। ଜିଲ୍ଲାର ଆଳୁ ଚାଷୀଙ୍କୁ ନା ମିଳିଛି ଆର୍ଥିକ ସହାୟତା ନା ଶୀତଳ ଭଣ୍ତାରର ସୁବିଧା। ଜିଲ୍ଲାର କିଶୋରନଗର, ଛେଣ୍ତିପଦା ଏବ˚ ଅନୁଗୁଳ ବ୍ଲକ୍ରେ ଆଳୁଚାଷ…
ଅନୁଗୁଳ : ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଆଗରେ ତାଳଚେର ଅଂଚଳର ଜନୈକ ବିସ୍ଥାପିତ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ।ତାଳଚେର ସୋଲଡ଼ା ଅଂଚଳର ସୁରେଶ ବେହେରା ଏବଂ ତାଙ୍କ ପୁଅ ଅଜୟ ବେହେରା ଦେହରେ କିରାସିନି ଢାଳି ଆତ୍ମାହୁତି ଦେଲା…
ଅନୁଗୁଳ: ଛେଣ୍ତିପଦା ଖଜୁରିଆ ସାହିର ପୂର୍ଣ୍ଣ ବେହେରାଙ୍କ ରୋଗିଣା ପୁଅର ରାଜ କୁମାର ବେହେରା (୩୪)ଙ୍କ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ୫ ହଜାର ଟଙ୍କା ରେଡ୍କ୍ରସ୍ ପାଣ୍ଠିରୁ ପ୍ରଦାନ କରିଛନ୍ତି। ପୂର୍ଣ୍ଣଚନ୍ଦ୍ର ଜଣେ ଶ୍ରମଜୀବୀ। ଅସୁସ୍ଥତା…
ଅନୁଗୁଳ: ଅନୁଗୁଳ ସହରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବହୁ ଯୋଜନା ହୋଇଛି। କିନ୍ତୁ ଏଥିରେ ଅନ୍ତରାୟ ସୃଷ୍ଟି କରିଛି ମାଳମାଳ ଅଟୋରିକ୍ସା। ପୌରପାଳିକା ମଧ୍ୟରେ ପ୍ରାୟ ଦେଢ଼ଶହ ଅଟୋରିକ୍ସା ଦୈନିକ ଚଳାଚଳ କରୁଛନ୍ତି। ଏମାନେ ରେଳ ଷ୍ଟେସନ୍, ବସ୍ଷ୍ଟାଣ୍ତ ସମେତ ଆଖପାଖ…
ଅନୁଗୁଳ: ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଆଠମଲ୍ଲିକ ଉପଖଣ୍ତ ଗସ୍ତ କରିଛନ୍ତି। ଏହା ସହ ସେ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ଜିଲ୍ଲାପାଳ ଯଦୁପୁରସ୍ଥିତ ଝିମେଇଚୁଆ ମନ୍ଦିର ପରିଦର୍ଶନ କରିଥିଲେ। ଝିମେଇଚୁଆ ମନ୍ଦିରକୁ କିଭଳି…