ରଜ ଉତ୍ସବ ପାଳନ ବେଳେ ଅଶାନ୍ତି କରୁଥିଲେ, ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା ଧମକ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ପାପସରା ଗାଁର ଜଣେ ଯୁବକଙ୍କୁ ସେହି ଗାଁର ଆଉ ଜଣେ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ପାପସରା ଗାଁରେ ରଜ ଉତ୍ସବ ପାଳନ ବେଳେ ସେହି…

Continue Readingରଜ ଉତ୍ସବ ପାଳନ ବେଳେ ଅଶାନ୍ତି କରୁଥିଲେ, ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା ଧମକ

ପୁଣି ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ, ବନ କର୍ମୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ଅନୁଗୁଳ: ହାତୀ ନେଲା ଆଉ ଏକ ଜୀବନ। ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି। ହଣ୍ଡପା ବନାଞ୍ଚଳ ଅଁଳାବେରେଣି ଗାଁରେ ଆଜି ସକାଳେ ଆମ୍ବ ଗୋଟାଇବାକୁ ଯାଇଥିବା ଜଣେ ବୃଦ୍ଧା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସୂଚନା…

Continue Readingପୁଣି ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ, ବନ କର୍ମୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ବର୍ଦ୍ଧିତ ଦରରେ ମଦ ବିକ୍ରିକୁ ବିରୋଧ, ଦୋକାନ ସାମ୍ନାରେ ଗଣ୍ଡଗୋଳ

ବଇଣ୍ଡା: ଅଧିକ ଦରରେ ମଦ ବିକ୍ରିକୁ ନେଇ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡାରେ ଥିବା ବିଦେଶୀ ମଦ ଦୋକାନରେ ଶନିବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। କିଛି ଗ୍ରାହକ ସେଠାରେ ବୋତଲ ମଧ୍ୟ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ସୂଚନା ମୁତାବକ,…

Continue Readingବର୍ଦ୍ଧିତ ଦରରେ ମଦ ବିକ୍ରିକୁ ବିରୋଧ, ଦୋକାନ ସାମ୍ନାରେ ଗଣ୍ଡଗୋଳ

ବିଲରୁ ଅଜଣା ମୃତ ଦେହ ଉଦ୍ଧାର, ମଦ ପିଇ ପ୍ରାଣ ହରାଇଥିବା ଚର୍ଚ୍ଚା

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ବିଲମାଳରୁ ଗୁରୁବାର ଏକ ଶବକୁ ଉଦ୍ଧାର କରିଛି ପୋଲିସ। ମୃତକଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ବୟସ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ସେ କିଛି ଦିନ ତଳୁ…

Continue Readingବିଲରୁ ଅଜଣା ମୃତ ଦେହ ଉଦ୍ଧାର, ମଦ ପିଇ ପ୍ରାଣ ହରାଇଥିବା ଚର୍ଚ୍ଚା

ବସରେ ଯୁବତୀଙ୍କୁ ଅସଦାଚରଣ: ବିରୋଧ କରିବାରୁ ତଣ୍ଟି ଚିପି ହତ୍ୟା ଉଦ୍ୟମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଗୋବିନ୍ଦପୁର ଅଞ୍ଚଳର ଲିପୁ ସାହୁ ତାଙ୍କୁ ମାରିବାକୁ ଉଦ୍ୟମ କରିଥିବା ସେ କହିଛନ୍ତି। ପୋଲିସ ସୂଚନା ମୁତାବକ,…

Continue Readingବସରେ ଯୁବତୀଙ୍କୁ ଅସଦାଚରଣ: ବିରୋଧ କରିବାରୁ ତଣ୍ଟି ଚିପି ହତ୍ୟା ଉଦ୍ୟମ

ରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଶିଣା ନିକଟସ୍ଥ ରେଳ ଧାରଣାରୁ ମଙ୍ଗଳବାର ରେଢ଼ାଖୋଲ ରେଳବାଇ ପୋଲିସ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି। ମୃତକ ହେଲେ ପ୍ରତାପପୁର ଗ୍ରାମର ସିପୁନ ନାଗ (୨୩ )। ତାଙ୍କ ମୃତ୍ୟୁର କାରଣ…

Continue Readingରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବିପୁଳ ମଦ ଜବତ, ୫ ଜଣ ଗିରଫ

ବଇଣ୍ଡା: ସ୍ଥାନୀୟ ହଣ୍ଡପା ପୋଲିସ ବିଭିନ୍ନ ଗ୍ରାମରେ ଚଢ଼ଉ କରି ଚୋରା ମଦ ଜବତ କରିବା ସହ ମଦ ତିଆରି ଓ ବ୍ୟବସାୟରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି l କଣ୍ଡାଳ ଗ୍ରାମରେ ଚଢ଼ଉ କରି ଏଲି ବେହେରାଙ୍କ ଠାରୁ…

Continue Readingବିପୁଳ ମଦ ଜବତ, ୫ ଜଣ ଗିରଫ

ଟ୍ରେନରୁ ଖସି ଗୋଡ଼ ହରାଇଲେ ଯୁବକ: ଉଦ୍ଧାର ପାଇଁ ଆସିପାରିଲାନି ଆମ୍ବୁଲାନ୍ସ, ବୋହି ବୋହି ହସ୍ପିଟାଲ ନେଲେ ସ୍ବେଚ୍ଛାସେବୀ

ଅନୁଗୁଳ: ଟ୍ରେନରୁ ଖସି ଗୋଡ଼ ହରାଇଲେ ଯୁବକ। ଆଜି ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ରେଲୱେ ଷ୍ଟେସନରେ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଯିବାରୁ ପୁରୁଣା କୋଟ ଥାନା ଅନ୍ତର୍ଗତ ଟାଇଁସି ହିଞ୍ଜାଗୋଲା ଗ୍ରାମର…

Continue Readingଟ୍ରେନରୁ ଖସି ଗୋଡ଼ ହରାଇଲେ ଯୁବକ: ଉଦ୍ଧାର ପାଇଁ ଆସିପାରିଲାନି ଆମ୍ବୁଲାନ୍ସ, ବୋହି ବୋହି ହସ୍ପିଟାଲ ନେଲେ ସ୍ବେଚ୍ଛାସେବୀ

ଆମ୍ବ ତୋଳିବାକୁ ଯାଇଥିବା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଜଣେ ଗିରଫ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଚାକୁଣ୍ଡାମୁଣ୍ଡା ଗ୍ରାମର ପ୍ରକାଶ ପ୍ରଧାନ। ପୋଲିସ ସୂଚନା ମୁତାବକ, ମହିଳା ଜଣଙ୍କ ନିକଟରେ ଥିବା…

Continue Readingଆମ୍ବ ତୋଳିବାକୁ ଯାଇଥିବା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଜଣେ ଗିରଫ

ବିବାହର ୨ ବର୍ଷ ପରେ ଯୌତୁକ ଯାତନା: ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ବନ୍ଧା ହେଲା ସ୍ୱାମୀ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାରେ ଭଉଣୀକୁ ହତ୍ୟା ଉଦ୍ୟମ କରିଥିବା ଭିଣୋଇ ନାଁରେ ଅଭିଯୋଗ କରିଛି ଭାଇ। କରଡ଼ାବାହାଳୀ ଗ୍ରାମର ସୁନୀଲ ମହାପାତ୍ରଙ୍କ ଭଉଣୀ ରିତା ମହାପାତ୍ରଙ୍କୁ ତାଙ୍କ ସ୍ୱାମୀ କଣ୍ଟାବଣିଆ ଥାନା ରକଲା ଗ୍ରାମର ବିଶ୍ୱଜିତ ମହାପାତ୍ର ମଙ୍ଗଳବାର…

Continue Readingବିବାହର ୨ ବର୍ଷ ପରେ ଯୌତୁକ ଯାତନା: ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ବନ୍ଧା ହେଲା ସ୍ୱାମୀ