ସଫଳତାର ଉତ୍ସବ ପାଳିଲା ଜିନ୍ଦଲ ଫାଉଣ୍ଡେସନ: ‘ଉତ୍କର୍ଷ’ରୁ ସଫଳ ୨୦ ଓପିଏସସି ପ୍ରାର୍ଥୀ ସମ୍ମାନିତ
ଅନୁଗୁଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଭିନ୍ନ ଅଙ୍ଗ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଚାଲିଥିବା 'ଉତ୍କର୍ଷ' କାର୍ଯ୍ୟକ୍ରମ ଜରିଆରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ୨୦ ଜଣ ସଫଳ ଓପିଏସସି କୃତି ପ୍ରାର୍ଥୀଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ…
