ପାଳଲହଡ଼ାରେ ଅଧିକ ଧାନ କିଣିବାକୁ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ପାଳଲହଡ଼ା ବ୍ଲକ ଓ କଣିହାଁ ବ୍ଲକର ୧୭ ଗୋଟି ସମବାୟ ସମିତି ପାଇଁ ଅଧିକ ଧାନ କିଣିବା ପାଇଁ ମଞ୍ଜୁରୀ ଦେବାକୁ ଯୋଗାଣ ମନ୍ତ୍ରୀଙ୍କୁ ଭେଟି ନିବେଦନ କରିଛନ୍ତି। ମଙ୍ଗଳବାର ପାଳଲହଡ଼ା…

Continue Readingପାଳଲହଡ଼ାରେ ଅଧିକ ଧାନ କିଣିବାକୁ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିଧାୟକ

ଏଣିକି ଗରିବଙ୍କ ପାଖେ ରାସନ ପହଞ୍ଚାଇବେ ସରକାର, ପାଳଲହଡ଼ାରେ ଯୋଜନାର ଶୁଭାରମ୍ଭ କଲେ ବିଧାୟକ

ଅନୁଗୁଳ: ଏଣିକି ଗରିବଙ୍କ ପାଖେ ରାସନ ପହଞ୍ଚାଇବେ ସରକାର। ସୋମବାର ପାଳଲହଡ଼ା ବ୍ଲକ ନଗିରା ପଞ୍ଚାୟତ ବାଲିବାହାଳ ଗ୍ରାମରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଧିବଦ୍ଧ ଭାବେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ପୂର୍ବରୁ ନଗିରା…

Continue Readingଏଣିକି ଗରିବଙ୍କ ପାଖେ ରାସନ ପହଞ୍ଚାଇବେ ସରକାର, ପାଳଲହଡ଼ାରେ ଯୋଜନାର ଶୁଭାରମ୍ଭ କଲେ ବିଧାୟକ

ମମତା, ସୁଜିତଙ୍କ ପରେ ଆଉ ୨ ଜଣ ଛାଡ଼ିବେ ବିଜେଡି: ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବଡ଼ ବୟାନ ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ବର: ଖୁବ୍ ଶୀଘ୍ର ବିଜେଡି ଛାଡି ଆଉ ବିଜେପିରେ ମିଶିବେ ୨ ରାଜ୍ୟସଭା ସାଂସଦ। ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ବିଧାୟକଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ହୋଇଛି। ସେହିପରି ବିଜେପି ରାଜ୍ୟ ପ୍ରଭାରୀ…

Continue Readingମମତା, ସୁଜିତଙ୍କ ପରେ ଆଉ ୨ ଜଣ ଛାଡ଼ିବେ ବିଜେଡି: ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବଡ଼ ବୟାନ ପରେ ଜୋର ଧରିଲା ଚର୍ଚ୍ଚା

୩୬ ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ଆରମ୍ଭ: ପ୍ରଥମ ମ୍ଯାଚରେ ସମ୍ବଲପୁରକୁ ପରାସ୍ତ କଲା କଟକ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଷ୍ଟାଡିଅମ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପାଳଲହଡ଼ା ଫୁଟବଲ ଆସୋସିଏସନ ପକ୍ଷରୁ ୩୬ ତମ ରାଜ୍ୟସ୍ତରୀୟ ପାଳଲହଡା ଫୁଟବଲ କପ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ବଛା ବଛା ଆଠଟି ଦଳ ଏଥିରେ…

Continue Reading୩୬ ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ଆରମ୍ଭ: ପ୍ରଥମ ମ୍ଯାଚରେ ସମ୍ବଲପୁରକୁ ପରାସ୍ତ କଲା କଟକ

ପାଳଲହଡ଼ା କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀ ସଂଘ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ପାଳଲହଡ଼ା: ମଙ୍ଗଳବାର ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କୁ ପାଳଲହଡା ନିର୍ବାଚନ ମଣ୍ଡଳୀ କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବିଧାୟକଙ୍କୁ ସ୍ଥାନୀୟ ଜାତୀୟ ରାଜପଥ ଡାକ ବଙ୍ଗଳା ଠାରୁ କେନ୍ଦୁପତ୍ର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା।…

Continue Readingପାଳଲହଡ଼ା କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀ ସଂଘ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପାଳଲହଡ଼ା ବନ୍ଦ

ଅନୁଗୁଳ: ଆଜି ଓକିଲ ସଂଘ ପକ୍ଷରୁ ୧୨ଘଣ୍ଟିଆ ପାଳଲହଡ଼ା ବନ୍ଦ କରାଯାଇଛି। ପାଳଲହଡା ଠାରେ ଦେୱାନୀ ଅଦାଲତ ପ୍ରତିଷ୍ଠା ଏବଂ ପୁରାତନ ଜେଲକୁ ସ୍ଥାନାନ୍ତରଣ ପ୍ରତିବାଦରେ ଆଜି ଯାତାୟାତ ଠପ୍ ହୋଇଛି। ଫଳରେ ପାଳଲହଡା ଦେଇ ଯାଇଥିବା ୪୯ ଓ ୧୪୯…

Continue Readingଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପାଳଲହଡ଼ା ବନ୍ଦ

୨୨ରୁ ମାଲ୍ୟଗିରି ମହୋତ୍ସବ: ତିନିଦିନ ଧରି ଦୁଲୁକିବ ପାଳଲହଡ଼ା

ଅନୁଗୁଳ: ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବ ଦ୍ଵିତୀୟ ମାଲ୍ୟଗିରି ମହୋତ୍ସବ । ପାଳଲହଡ଼ା ଷ୍ଟାଡିୟମ୍‌ରେ ୩ ଦିନ ବ୍ୟାପୀ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଏହାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ସୋମବାର ଏକ ପ୍ରସ୍ତୁତି ବୈଠକ…

Continue Reading୨୨ରୁ ମାଲ୍ୟଗିରି ମହୋତ୍ସବ: ତିନିଦିନ ଧରି ଦୁଲୁକିବ ପାଳଲହଡ଼ା

ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟବଲ୍ ଉଦ୍‌ଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଷ୍ଟାଡିୟମରେ ୭ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି।ଫାଇନାଲ ମ୍ୟାଚର ଏକ ସଂଘର୍ଷପୂର୍ଣ୍ଣ ଖେଳରେ ଅନୁଗୁଳ ଜିଲ୍ଲାର ବାଗେଡ଼ିଆ ସମ୍ବଲପୁର ଫୁଟବଲ୍‌ କ୍ଲବକୁ ୧-୦ ଗୋଲରେ ପରାସ୍ତ…

Continue Readingରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟବଲ୍ ଉଦ୍‌ଯାପିତ

ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟ୍‌ବଲ୍ ଉଦ୍‌ଘାଟିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଳହଡା ଷ୍ଟାଡିୟମରେ ସୋମବାର ବହୁ ପ୍ରତୀକ୍ଷିତ ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ୨୦୨୧ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଛି । ଉଦଘାଟନୀ ମ୍ୟାଚରେ ଏକ ସଂଘର୍ଷପୂର୍ଣ୍ଣ ଖେଳରେ ତାଳଚେର ଏକାଦଶ ପାଳଲହଡ଼ାକୁ ୧-୦ ଗୋଲରେ ପରାସ୍ତ କରି…

Continue Readingରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟ୍‌ବଲ୍ ଉଦ୍‌ଘାଟିତ

ଗଳା ରାସ୍ତା ସ୍ଥିତି ସମୀକ୍ଷା

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଲହଡା ଶିବ ମନ୍ଦିର ଛକରେ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧି କରଣ (ଏନଏଚଏଆଇ) ଅଣ୍ଡର ପାସ ରାସ୍ତା ନିର୍ମାଣ କରିବା ନେଇ ଏକ ପ୍ରତିନିଧି ଦଳ ମଙ୍ଗଳବାର ପାଳଲହଡାରେ ପହଞ୍ଚି ଶିବ ମନ୍ଦିର ଛକ ଅନୁଧ୍ୟାନ…

Continue Readingଗଳା ରାସ୍ତା ସ୍ଥିତି ସମୀକ୍ଷା