ଏନ୍ଏଚ୍ଏଆଇ ଅଧିକାରୀଙ୍କୁ ଭେଟିଲେ ଅନୁଗୁଳ- ଢେଙ୍କାନାଳର ବିଜେପି ପ୍ରତିନିଧିମଣ୍ଡଳୀ, ଏନ୍ଏଚ୍-୫୫ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି
ଅନୁଗୁଳ : ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ- ୫୫(ପୁରୁଣା ଏନ୍ଏଚ୍-୪୨) କଟକ-ସମ୍ବଲପୁର-ଅନୁଗୁଳ-ଢେଙ୍କାନାଳ ସେକ୍ସନର ନିର୍ମାଣ କାର୍ଯ୍ୟକୁ ଅବିଳମ୍ବେ ଶେଷ କରିବା ପାଇଁ ବୁଧବାର ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାର ଏକ ବିଜେପି ପ୍ରତିନିଧି ମଣ୍ଡଳୀ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ)ର…