ଇନଷ୍ଟାଗ୍ରାମରେ ଖଣ୍ଡା ପ୍ରଦର୍ଶନ କରି ଧମକ ଦେବା ପଡ଼ିଲା ମହଙ୍ଗା: ୩ ଗିରଫ
ଅନୁଗୁଳ: ସୋସିଆଲ ମିଡିଆରେ ହିଂସାର ପ୍ରଚାର କରୁଥିବା ଯୁବକଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଅନୁଗୁଳ ପୋଲିସ। ଇନଷ୍ଟାଗ୍ରାମ ରିଲ୍ରେ ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରୁଥିବା ଅଭିଯୋଗରେ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ…
